ମତେ ଶୀଘ୍ର ନିଅ ଚୌଦ୍ଵାର, ନହେଲେ ଏମାନେ ମତେ ପଠେଇ ଦେବେ ସ୍ଵର୍ଗଦ୍ଵାର… ଦେଖନ୍ତୁ କାହିଁକି ଏମିତି କହୁଛି Gopal

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ନବ ଦାସ ଙ୍କ ହ-ତ୍ୟା-କା-ରୀ ଗୋପାଳ କୁ ନେଇ ଆସିଛି ଏକ ବଡ ଖବର । ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏହି ମାମଲାରେ ଆସିଛି ଆଉ ଏକ ନୂଆ ମୋଡ ଯାହା ସମସ୍ତଙ୍କୁ ଚକିତ କରି ଦେବ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଗୋପାଳକୁ ଚୌଦ୍ବାର ପଠାଇବାକୁ ବ୍ୟବସ୍ଥା କରାଯାଉଛି ।

କାରଣ ଗୋପାଳ ଅଭିଯୋଗ କରୁଛି ମୋତେ ଜଲ୍ଦି ନିଅ ଚୌଦ୍ବାର ନ ହେଲେ ମାନେ ମୋତେ ପଠାଇ ଦେବେ ସ୍ଵ-ର୍ଗ-ଦ୍ଵା-ର । ହଁ ଦର୍ଶକ ବନ୍ଧୁ ଏ କଥା ଆଗ ରୁ ଆମେ କହିଥିଲୁ ଆଜି କହି ରଖୁଚୁ ଯେତେବେଳେ ଗୋପାଳ କୁ ବ୍ରଜରାଜନଗର ସବ-ଜେଲ ରେ ରଖାଯିବା କଥା କୁହା ଯାଉଛି ଠିକ ସେତିକି ବେଳେ ଗୋପାଳ କହୁଛି ମୋତେ ନିଅ ଚୌଦ୍ବାର ନ ହେଲେ ଏମାନେ ପଠାଇ ଦେବେ ମୋତେ ସ୍ଵ-ର୍ଗ-ଦ୍ଵା-ର ।

କାରଣ ଆପଣ ମାନେ ମୋତେ ଯେଉଁ ଜେଲରେ ରଖିବାର ବ୍ୟବସ୍ଥା କରୁଛନ୍ତି ସେହି ଜେଲରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କର ଅନେକ ସମର୍ଥକ ରହୁଛନ୍ତି । ଯେଉଁ ମାନେ ଦୋଷୀ ସାବ୍ଯସ୍ତ ହୋଇ ଜେଲରେ ରହୁଛନ୍ତି ଆଉ ସେମାନେ ଯେବେ ଜାଣିବେ ମୁଁ ନବ ଦାସ ଙ୍କୁ ହ-ତ୍ୟା କରିଛି ଆଉ ମୁଁ ସେଇ ଗୋପାଳ ମୋତେ ସେମାନେ ଜମା ବି ଛାଡିବେ ନାହି । ମୋତେ ଯେ କୌଣସି ମୂହୁର୍ତ୍ତ ରେ ବି ସେମାନେ ହ-ତ୍ୟା କରି ପାରନ୍ତି ।

ଖାଲି ସେତିକି ନୁହେଁ ଯେ ହେତୁ ପୂର୍ବତନ ମନ୍ତ୍ରୀ ନବ ଦାସ ଜଣେ ପ୍ରଭାବଶାଳି ଓ ଟାଣୁଆ ନେତା ଥିଲେ ତେଣୁ ଜେଲରେ ମୋ ଜୀବନ ପ୍ରତି ବିପଦ ରହିଛି । ଦୟା କର ମୋତେ ଚୌଦ୍ବାର ଜେଲ ପଠାଇ ଦିଅ ନ ହେଲେ ଏମାନେ ମୋତେ ସ୍ଵ-ର୍ଗ-ଦ୍ଵା-ର ପଠାଇ ଦେବେ ।

ଆଉ ଗୋପାଳ ଏମିତି ବି ଉଦାହରଣ ଦେଉଛି କି ଯେ ଗତ ବର୍ଷ ଡିସେମ୍ବର ମାସ 20 ତାରିଖ ରେ ଯେଉଁ ଭଳି କଣ୍ଟାବାଞ୍ଜି ଜେଲରେ ମାମିତା ମେହର ଙ୍କ ହ-ତ୍ୟା-କା-ଣ୍ଡର ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ର ସ-ନ୍ଦେ-ହ-ଜ-ନ-କ ମୃ-ତ୍ୟୁ ଘଟିଲା ମୋର ବି କାଳେ ସେଭଳି ମୃ-ତ୍ୟୁ ଘଟିଯିବ । ମତେ କିଏ ମା-ରି ଦେବ ନ ହେଲେ ମୁଁ କୁଆଡେ ମ-ରି-ଯି-ବି ।

ଏମିତି କିଛି ସନ୍ଦେହ ପ୍ରକାଶ କରି ଗୋପାଳ ଚିତ୍କାର କରି କହୁଛି ମୋତେ ପଠାଇ ଦିଅ ଚୌଦ୍ବାର ନ ହେଲେ ଏମାନେ ମୋତେ ପଠାଇ ଦେବେ ସ୍ଵ-ର୍ଗ-ଦ୍ଵା-ର । ତେବେ ଏହାରି ଭିତରେ କିନ୍ତୁ ଗୋପାଳ କୁ ଚୌଦ୍ବାର ଜେଲ ପଠାଇବାକୁ ସବୁ ପ୍ରସ୍ତୁତି ଚାଲିଛି । ତେବେ ଆଜି ବା କାଲି ଭିତରେ ଗୋପାଳ ଚୌଦ୍ବାର ଆସିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *