ରାସ୍ତା ରେ ଜଗିଥିଲା ଯମ, ଏବେ ଏବେ ବାହା ହୋଇଥିଲେ… ଚାଲିଗଲା ନବ ଦମ୍ପତ୍ତିଙ୍କ ଜୀବନ, ସମ୍ପୂର୍ଣ୍ଣ ଘଟଣା ଜାଣି ଆଖିରେ ଲୁହ ରହିବନି

ଦର୍ଶକ ବନ୍ଧୁ ଆମ ଦେଶରେ ପ୍ରତି ଦିନ ସଡକ ଦୁ-ର୍ଘ-ଟ-ଣା ହେବା ଏକ ସାମାନ୍ଯ ଘଟଣା ହଯୋୟ ଗଲାଣି । ଯାହା କାରଣରୁ କେତେ ଯେ ଲୋକଙ୍କର ଜୀବନ ଯାଉଛି ତାହା କହି ହେଉ ନାହି । କିଛି ଦୁ-ର୍ଘ-ଟ-ଣା ଲୋକ ଙ୍କର ଭୁଲ ବଶତ ହେଉଛି ତ ଆଉ କିଛି ଘଟଣା ଅଜାଣତରେ ଘଟୁଛି । ତେବେ ସୋସିଆଲ ମିଡିଆରେ ଏଭଳି ଅନେକ ଘଟଣା ସାମ୍ନା କୁ ଆସୁଛି । ଯାହାକୁ ନେଇ ସ୍ତବ୍ଧ ହୋଇ ଯାଉଛନ୍ତି ମଣିଷ ମାନେ ।

କାରଣ ଯେଉଁ ମଣିଷ ଏବେ ଏବେ ବାହା ହୋଇଛି ଆଜି ତାର ମୃ-ତ୍ୟୁ ଘଟିଛି । ଏଭଳି କିଛି ଦୁଖଦାୟକ ଘଟଣା ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ପ୍ରସାର ହୋଇଛି । ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ଦର୍ଶକ ବନ୍ଧୁ କାନ୍ଥ ରୁ ଲିଭି ନାହି ବାହାଘର ତାରିଖ । ଗତ 3 ଦିନ ତଳେ ଶାଶୁଘର କୁ ଯାଇଥିଲେ ନବ ବିବାହିତା । ସାତ ଜନ୍ମର ସାଥି କରିଥିଲେ ପରସ୍ପରକୁ ।

ଆଖି ରେ ଆଖିର ସ୍ଵପ୍ନ ଦେଖିଥିବା ବେଣୁ ଓ ପ୍ରଭାଲୀଳା ଏକଲାଠି ଏ ଦୁନିଆରୁ ବିଦାୟ ନେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋରଣ ଥାନା ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁ-ର୍ଘ-ଟ-ଣା ରେ ଯାଇଛି ସ୍ଵାମୀ ସ୍ତ୍ରୀ ଙ୍କ ଜୀବନ । ଟ୍ରାକ୍ଟର ସହ ପିଟି ହୋଇ ନବ ଦମ୍ପତି ଙ୍କ ମୃ-ତ୍ୟୁ ହୋଇଛି । ଗତ 10 ତାରିଖରେ ଦୁହିଙ୍କର ବିବାହ ହୋଇଥିଲା ।

ଗତ କାଲି ବେଣୁ ସ୍ତ୍ରୀ ପ୍ରଭାଲିକା ଙ୍କୁ ନେଇ ଶ୍ଵଶୁର ଘର ବ୍ରହ୍ମପୁର ଚନ୍ଦନ ନଗରକୁ ଆସୁଥିଲେ । ତେବେ ଗଳାନ୍ତର ଥାନା ସମୁଖରେ ଥିବା ବୁଲାଣିରେ ଅପର ପାର୍ଶ୍ଵରେ ଆସୁଥିବା ଟ୍ରାକ୍ଟର ସହ ବେଣୁଙ୍କର ବାଇକ ଧକ୍କା ହୋଇଥିଲା । ଫଳରେ ଉଭୟ ଗୁରୁତର ହୋଇଥିଲେ । ସେମାନଙ୍କୁ ଏମକେସିଜି ମେଡିକଳାରେ ଭର୍ତ୍ତି କରା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃ-ତ୍ୟୁ ହୋଇଥିଲା ।

ସେପଟେ ଦୁ-ର୍ଘ-ଟ-ଣା ପରେ ଟ୍ରାକ୍ଟର ଡ୍ରାଇଭର ହେରା ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଅନ୍ୟ ପକ୍ଷେ ଘଟଣା ପରେ ଶୋକାକୁଳ ହୋଇ ପଡିଛି ପୁରା ବ୍ରହ୍ମପୁର ସହର । ଗତ କାଲି ସନ୍ଧ୍ୟା ରେ ନବ ଦମ୍ପତି ଆସୁଥିଲେ କିନ୍ତୁ ବାଟରେ କାଳ ଜଗିଥିଲା ତାହା ସେମାନେ ଜାଣି ନ ଥିଲେ । ସବୁ ଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ଉଭୟ ଦମ୍ପତି ।

ଦମ୍ପତି ଙ୍କ ଦୁଇ ପରିବାର ମୃ-ତ୍ୟୁ ଖବର ଜାଣିବା ପରେ ଆଚମ୍ବିତ ହୋଇ ପଡିଛି । ତେବେ ଦୁଇ ଦମ୍ପତି ଙ୍କ ଅଚାନକ ଅ-କା-ଳ ବି-ୟୋ-ଗ ରେ ଦୁଖରେ ଭାଙ୍ଗି ପଡିଛନ୍ତି ଉଭୟ ଙ୍କ ପରିବାର ଆଉ କହୁଛନ୍ତି ଭଗବାନ ଏମିତି ମୃ-ତ୍ୟୁ କାହାକୁ ନ ଦିଅନ୍ତୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *