ମାତ୍ର 8500 ଟଙ୍କାରେ କିଣିଲେ 59ଟି ପ୍ଳଟ, ହେଲେ କେମିତି ? କଣ କହୁଛନ୍ତି ଏହି ବ୍ୟକ୍ତି ଜଣଙ୍କ ଦେଖନ୍ତୁ Video

ଚାକିରି ମାତ୍ର 14 ବର୍ଷ ର ଜିଆରଏସ ର ଚାକିରି ମାତ୍ର 8500 ଟଙ୍କା ଦରମା । ତେବେ ଏତେ ଟଙ୍କା କେଉଁଠୁ ଆଣିଲେ 59 ଟି ପ୍ଲଟ ସହ ଅନେକ ଟଙ୍କା । କଣ କରିକି ଏତେ ଧାନ କମେଇ ପାରିଛନ୍ତି ଏହା ଜାଣିବା ନିହାତି ଭାବେ ଦରକାର ଅଟେ । ଯାହା କୁ ଧରିବା ପାଇଁ ଅନେକ ପରିଶ୍ରମ ଅକରିବା ପାଇଁ ପଡିଛି ସିବିଆଇ କୁ । କଣ ସ୍କି ମ ଦ୍ଵାରା ଏଟଟେ ଟଙ୍କା କମେଇ ପାରିଛନ୍ତି ସେ ।

ଆମେ ଏତେ ଅଧିକା ଟଙ୍କା କାହା ପାଖରୁ ଆଣିଲେ କିଭଳି ଆଣିଲେ ଓ କଣ ପାଇଁ ଆଣିଲେ କିଭଳି ଆଣିଲେ ଏହାକୁ ନେଇକି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଅଛି ଆମ ମାନଙ୍କ ମନରେ ମଧ୍ୟ ତେବେ ଏହା ଜାଣିବା ଦରକାର କି ଏହା କିଭଳି ସମ୍ଭବ ।

କୋଟିପତି ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଏହି ବ୍ୟକ୍ତି । ଏହା ତାଙ୍କୁ ପଚାରିବାରୁ ସେ କହିଥିଲେ କି ମୋ କାମର ନାମ ଅନୁସାରେ ରାସ୍ତା ଘାଟ କାମ ଅକରିବା ପୋଖରୀ ଖୋଲିବା ଭଳି କାମ କରିବା । ଏହା ପାଇଁ ପଇସା ଲେବର କାମ କରିଥିବା ଲୋକଙ୍କ ଆକାଉଣ୍ଟ କୁ ଯାଇଥିଲେ । ଜିଆରଏସ କହିଛନ୍ତି କି ଏହା ମୋର ଜୟଣ୍ଟ ପ୍ଲଟ ଏହା ସହ ଏହା ମଧ୍ୟ ମୁ କିଣିଛି ।

ମୋ ବାପା ଙ୍କ ଜାଗା କୁ ମୁ ପାଇଥିଲି । ଏହା ପରେ ମୋ ପିସି ମାନେ ମଧ୍ୟ ଏହାକୁ ମତେ ବିକି ଦେଇ ଥିଲେ । ଏହା ପରେ ମୋ ଦାଦା ମଧ୍ୟ ଏହାକୁ ମରେ ବିକି ଦେଇ ଥିଲେ । ସେହି ଭାବେ ଏକ ଭାଗ ମୋର ଥିଲା ଓ ଆଉ ଦୁଇ ଜାଗା ମୁ କିଣିଛି । ଆପଣ ଜାଣିବା ଦରକାର କି ସେମାନେ ଏହାକୁ ଏମିତି ଦେଇ ନଥିବେ ।

ଏହା ପାଇଁ ଅଭୁତ ସାରା ଅଟଙ୍କା ନେଇଥିଲେ । ଆପଣ ଏହାକୁ କିଭଳି କିଣିଲେ ଏହା ପଚାରିବାରୁ ସେ କହିଥିଲେ କି ସେ କହିଲେ କି ମୁ ବିଲଡର ମାନଙ୍କ ପାଖରୁ ପଇସା ଆଣିକି କିଣିଲି । ମୁ ଏହାକୁ ଆଗ ଭାବିଲି କି କିଣିବି କିଭଳି ମୁ ଆଗ ମୋ ଜାଗାକୁ ବିଲଡର କୁ ବିକି ଦେଇ ଥିଲି ଏହା ପାଖରୁ ଯାହା ଟଙ୍କା ପାଇଲି ।

ମୁ ସେଇ ପଇସାରେ ଆଉ ଦୁଇ ଭାଗ କିଣି ନେଇଥିଲି । ଏହା ହି ଥିଲା ପୁରା ସତ ମୋର । ମୁ ମୋ ଜାଗା କୁ ବାପା ଥିବା ବେଳେ ବିକି ଦେଇଥିଲି । ଆମେ 2 ଏକର ରୁ ଅଧିକା ଜାଗା କିଣିଛି । ବହୁତ ଜମି ମୋ ବାପାଙ୍କର ଥିଲା ମାତ୍ର ଏହାକୁ ସେ ବଞ୍ଚି ଥାଉ ବିକିଲେ ସେ ପଇସାରେ ଘର କରିବା ପରେ ଆଉ କିଛି ପଇସା ନେଇକି ମୁ ଜାଗା କିଣିଲି ମୋର ଏତେ ସବୁ ଜମି ନାଇ ମୁ କେବେହେଲେ ଏତେ ଜମି କିଣିନୀ ଏହା କହିଥିଲେ ଜିଆରଏସ ।

Leave a Reply

Your email address will not be published. Required fields are marked *