ପ୍ରଥମଥର ପାଇଁ ଦେଖନ୍ତୁ ଭାରତୀୟ ସେନାର ଜବରଦସ୍ତ ଅପରେସନ, ଗୋଟେ ଝଟକାରେ ଆତଙ୍କି ହେଲେ ସଫା! ଦେଖନ୍ତୁ ଭାଇରାଲ Video

ପ୍ରଥମ କଥା ହେଉଛି ଭାରତ ଏବେ ସବୁ କ୍ଷେତ୍ରରେ ଆଗରେ ଅଛି । ମାତ୍ର ଆମ ଭାରତ ରେ ଏବେ ବହୁତ ପ୍ରକାର ଅସ୍ତ୍ର ଶସ୍ତ୍ର ମାନ ଅଛି ମାତ୍ର ଏହି ଭଳି କିଛି ଅଛି ଯାହା ଦ୍ଵାରା ଆମେ ନିଜକୁ ଗର୍ବ ଅନୁଭବ କରିବା କଥା । ଅନେକ ଥର ଆମେ ଆତଙ୍କବାଦୀ ମାନଙ୍କୁ ହରାଇବା ପାଇଁ ଚେଷ୍ଟା କରିଛେ । ମାତ୍ର ଏହା ପରେ ଭି ଏବ ଆତଙ୍କିତ ଲୋକଙ୍କ ସହ ଏବେ ଲଢିବା ପାଇଁ ବହୁତ ଚେଷ୍ଟା କରୁଛି ମାତ୍ର ଏବେ ଆମେ ମଧ୍ୟ ଖୁବ ଚାଲାଖି ରେ ଧରି ପାରୁଛେ ।

ଆମେ ଏହି ଭିଡିଓରେ ଦେଖିବା ପାଇଁ ପାଇଛୁ କି କିଛି ସୈନିକ ମାନେ ନିଜ ଅପେରେସନ ରେ ପ୍ରଥମେ ଡ୍ରୋନ ମାଧ୍ୟମରେ ଆଗ ସୈନିକ ମାନେ ସେହି ଆତଙ୍କବାଦି ମାନଙ୍କୁ ଧରିବା ପାଇଁ ଏହାକୁ ବ୍ୟବହାର କରିଥିଲେ ଓ ଏହା ପରେ ସେମାନଙ୍କୁ ମାରି ଦେଇ ଥିଲେ ।

କାଶ୍ମୀର ରେ ହୋଇଥିବା ଏକ ଅପେରେସନ ରେ ଆଗ ସେମାନଙ୍କୁ ଡ୍ରୋନ ଦ୍ଵାରା ଖୋଜା ଯାଇଥିଲା ଏହା ପରେ ତାଙ୍କୁ ଧରିବା ପାଇଁ ସହଜ ହୋଇ ଯାଇଅଥିଲା ଏହି ଅପେରେସନ ପାଇଁ ଅଧିକା ଲୋକମାନେ ନଥିଲେ ମାତ୍ର କିଛି କମାଣ୍ଡର ଥିଲେ ଓ ଏକ ଜେନେରାଲ ଥିଲେ ।

ଏହା ଏବେ ଖୁଶି ଖବର କି ଆମେ ଏବେ ନିଜ କୁ ସୁରକ୍ଷିତ ହୋଇ ସାରିଛି । ଆଜି ଆମେ କହିବା ପାଇଁ କଥା ହେଉଛି କି ଆମେ ଯେଉଁ ଭି କାମ କରୁ ଏହା ଆମ ପାଇଁ ଖରାପ ଅପରିଣାମ ଆଣି ପାରେ । କିଛି ଦିନ ତଳେ ମିଳିଥିବା ସୂତ୍ରରୁ ଆମେ ଜାଣିବା ପାଇଁ ପାଇଲୁ କି କିଛି ଆଣବିକ ଅସ୍ତ୍ର ର ଭରପୁର ଭଣ୍ଡାର ଅଛି ।

ଏବେ ଏହା ଆମକୁ ଆଶ୍ଚର୍ଯ୍ୟ ହେବାର ଏକ କାରଣ କରି ପାରିବା । କାଶ୍ମୀର ରେ ଥିବା ଝଗଡା ଏବେ ଭି ଚାଲିଛି । ଯାହା ପାଇଁ ଭାରତ ଓ ପାକିସ୍ଥାନ ଏବେ ବହୁତ ଝଗଡା ଚଳାଇ ଛନ୍ତି ମାତ୍ର ଏହାକାଉ ଶୀତଳ ଯୁଧ୍ୟ କହି ପାରିବା ଆମେ ।

ଆମେ ଯଦି ଏହାକୁ ନଜର ଅନ୍ଦାଜ କରିବା ପାଇଁ ଚେଷ୍ଟା କରିବା ପାଇଁ ଗଲେ ଆମେ ଏହାକୁ ଏକ ସ୍ଵତନ୍ତ୍ର ରାଜ୍ୟ ରୂପେ ଛାଡି ଦେଇଛୁ ମାତ୍ର ଏହା ପରେ ମଧ୍ୟ ଆମେ କାଶ୍ମୀର କୁ ନିଜ ପାଖରେ ରକ୍ଷିଛୁ । ଏହାକୁ ନେଇକି ବିବାଦ ଏତେ ବଢି ଯାଇଛି କି ଏହା ପାଇଁ ଅନେକ ଲୋକଙ୍କ ଜୀବନ ଚାଲି ଗଲାଣି । ତେବେ ଏହା ଆମ ପାଇଁ ଏବେ ବଡ ଖୁଶି ଖବର ଅଛି କି ଆମେ ଏବେ ସୁରକ୍ଷିତ ଅଛୁ ଆମ ଯବାନ ମାନଙ୍କ ଚେଷ୍ଟା ଓ ବୁଦ୍ଧି ପାଇଁ । ଏବେ ଏହା ଆମକୁ ଏବେ ଆତଙ୍କ ରୁ ରକ୍ଷା କରିବ ।

Leave a Reply

Your email address will not be published. Required fields are marked *