1 ଲିଟର ପେଟ୍ରୋଲ ମିଳୁଛି ମାତ୍ର 1 ଟଙ୍କାରେ, ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ଆପଣ ମାନେ ଏହା ଜାଣି ଥିବେ କି ଏବେ ସବୁ ଜିନିଷ ର ଦରଦାମ ବଢୁଛି । ଏହା ପାଇଁ ସମାଜରେ ପ୍ରତିଯୋଗୀତା ମଧ୍ୟ ବଢିବାରେ ଲାଗିଛି । ଆପଣ ଏହା ଜାଣିକି ଆଶ୍ଚଜ୍ୟ ହେବେ କି ଏବେ ଆମକୁ କେବଳ ଏକ ଟଙ୍କା ଦେଇକି ମିଳିବ ଏକ ଲିଟର ପେଟ୍ରୋଲ । ଏହା ଆମ ପାଇଁ ବହୁତ ଟଙ୍କା ଦେବା ପାଇଁ ମିଳିବନି । ଏତେ ମହଙ୍ଗା ଯୁଗ ରେ ଆମେ ଏତେ ସହଜରେ ଯଦି ପେଟ୍ରୋଲ ପାଇବା ତାହା ଆମ ପାଇଁ ଏକ ସ୍ଵପ୍ନ ଭଳି ନିଶ୍ଚିତ ଭାବେ ।

କାରଣ ଏହା ଏବେ ତେଲ ଦର ଏତେ ବଢିଛି କି ଆମେ ଗାଡି କାଢିବା ପାଇଁ ମଧ୍ୟ ଡରୁଛେ । ଏହା ସହ ଆମେ ଯଦି ପାଖ ପାଖି ଜାଗାକୁ ଯିବା ପାଇଁ ଭାବୁଚେ ତେବେ ଏହା ପାଇଁ ଆମେ ସାଇକେଲ ମଧ୍ୟ କାଢିବା ପାଇଁ ପଛଘୁଞ୍ଚା ଦେଉନେ ।

ମାତ୍ର ଏବେ ବହୁତ କିଛି ହୋଇ ସାରିଛି ବହୁତ କିଛି ବଦଳି ସାରିଛି ଆମ ଦୁନିଆରେ ଏବେ ଏହା ଦୁନିଆକୁ ଡରେଇବା ବେଳେ ମୁମ୍ବାଇ ର ଥାନେ ରେ ଏକ ଟଙ୍କାରେ ଏକ ଲିଟର ପେଟ୍ରୋଲ ମିଳିବାର ଆମେ ଏବେ ସୂତ୍ରରୁ ପାଇଛେ କି । ଏହାକୁ ଭରିବା ଲୋକଙ୍କ ର ଲାମ୍ବା ଲାଇନ ଲାଗିଥିଲା ।

ମୁମ୍ବାଇ ର ଥାନେ ରେ ଥିବା କୈଳାଶ ପେଟ୍ରୋଲ ପମ୍ପରେ ଏକ ଲିଟର ତେଲ ଏକ ଟଙ୍କା ରେ ମିଳୁଛି । ଯାହା ଦ୍ଵାରା ସେଠାରେ ଲାମ୍ବା ଲାଇନ ଲାଗିଛି । ଲୋକନକ ବିଡ ଏତେ ଅଧିକା କି ମାଛି ଭଳି ଲୋକମାନେ ସେଇ ଜାଗାରେ ଅଛନ୍ତି । ଧାଡି ଏମିତି କି ସେହି ଜାଗାରେ ଆଉ ଜାଗା ନଥିଲା ।

ଏହା ପାଇଁ ରାସ୍ତା ବ୍ଲକ ହୋଇ ଯାଇଛି । ଏହାର ପ୍ରକୃତ ଘଟଣା ହେଉଛି ଏହି ଦିନ ଶିବ ସେନା ବିଧାୟକ ପ୍ରକାଶ ଙ୍କ ଜନ୍ମ ଦିନ ଓ ଏହା ପାଇଁ ନିଜ ଜନ୍ମ ଦିନ ରେ ସେ ସବୁ ଙ୍କୁ ପେଟ୍ରୋ ଦେଉଥିଲେ । କାରଣ ଏହା ଙ୍କ ଘରେ ଏବେ ପଶିଥିଲା ସିଆଇଡ଼ି ଅନେକ ଟଙ୍କା ଧାରା ଯାଇଥିଲା ।

ଏହାକୁ ଏବେ ନେଇକି ଚର୍ଚ୍ଚା କରା ଯାଇଛି । ତେଣୁ ଏହାକୁ ନଜର ଅନ୍ଦାଜ କରି ହେଉନି । ଯେଉଁ ଲୋକ ପାଖରେ ଏତେ ଟଙ୍କା ଥିଲା ତାହା ଧାରା ପଡିଲା ପରେ ଭି ଏବେ ଟଙ୍କା କେଉଁ ଆଡୁ ପାଇଲେ ଏହା ଏବେ ଆହୁରି ଅଡୁଆ ହେବ କି ଏହା ଅନ୍ୟ ମାନଙ୍କ ପାଇଁ ଏକ ଚେତାବନୀ ଜଣା ପଡୁନି ।

ଏବେ ଏହା ସାରା ଦେଶକୁ ଆଶ୍ଚର୍ଯ୍ୟ କରେଇ ଦେଇଛି । କାରଣ 40000 ରୁ ଅଧିକା ଲୋକଙ୍କ ପାଇଁ ପେଟ୍ରୋଲ ଦିଆ ଯାଇଛି ଓ ଏହା ପରେ ଭି କାର ରେ ଭି ଅନେକ ଲୋକମାନେ ପେଟ୍ରୋଲ ଦେଇଥିଲେ ।

Leave a Reply

Your email address will not be published. Required fields are marked *