ମାତ୍ର 3ଦିନ ଏହାର ସେବନ କରନ୍ତୁ, ଯେତେ ପୁରୁଣା ରୁ ପୁରୁଣା କାଶ ହୋଇଥିଲେ ତାହା ତୁରନ୍ତ ହୋଇଯିବ ଭଲ (Health Tips)

ସାଧାରଣତ କାଶ ହେବା ଏକ ସାମାନ୍ଯ କଥା । କିନ୍ତୁ ଅଧିକ ଦିନ ଯାଏଁ କାଶ ସମସ୍ଯା ଦେଖାଗଲେ ଭଲ ହୋଇ ନ ଥାଏ । କାରଣ କାଶ ଅଧିକ ହେଲେ ଶରୀର ଅଧିକ ଖରାପ ହୋଇଥାଏ । ଏଥିପାଇଁ ଲୋକ ମାନେ ଅନେକ ପ୍ରକାରର ଔଷଧ ସେବନ କରିଥାନ୍ତି । କିନ୍ତୁ କିଛି କ୍ଷେତ୍ର ରେ ଏହା ସୁଫଳ ଦେଇଥାଏ ତ ଆଉ କିଛି କ୍ଷେତ୍ର ରେ ବିଫଳ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତ ଏକ ଘରୋଇ ରେମେଡି ନେଇ ଆସିଛୁ ଯାହାର ପ୍ରୟୋଗ କରିବା ଦ୍ଵାରା କାଶ ଭଳି ସମସ୍ଯା ମାତ୍ର ୩ ଦିନରେ ଭଲ ହୋଇଯିବ ।

ଏଥିପାଇଁ ଆବଶ୍ୟକ ରହିଛି ପିଜୁଳି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ । ପ୍ରଥମେ ଆପଣ ପିଜୁଳିକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ଶୁଖିଲା କପଡାରେ ପୋଛି ଦିଅନ୍ତୁ । ଏହା ପରେ ପିଜୁଳିକି କାଟି ଦିଅନ୍ତୁ ଯେପରି ଏହି ଭିଡିଓରେ କରା ଯାଇଛି । ଏହା ପରେ ପିଜୁଳିରେ ଥିବା ମଞ୍ଜିକୁ ବାହାର କରନ୍ତୁ । ପିଜୁଳିରେ ଅଳ୍ପ ଜାଗାରେ ଏକ ସ୍ପେସ କରନ୍ତୁ । ଏହା ପରେ ଅଧା ଚାମଚ ଜୁଆଣୀ ନିଅନ୍ତୁ ।

ପିଜୁଳି ଭିତରେ ଯେଉଁ ଜାଗା କରା ଯାଇଥିଲା ସେଥିରେ ଜୁଆଣୀ ନିଅନ୍ତୁ । ଏହା ପରେ କିଛି କଳା ଲୁଣ ମିଶାନ୍ତୁ । ଏହା ପରେ କହମଚ ବା ଛୁରୀ ସାହାଯ୍ୟରେ ଏହି ଦୁଇଟି ଜିନିଷକୁ ଭିତରକୁ ଦିଅନ୍ତୁ । ଏହା ପରେ ଗାୟସରେ ରଖି ପିଜୁଳିକୁ ରଖନ୍ତୁ । ମାତ୍ର ୫ ମିନିଟ ଯାଏଁ ଧୀମା ଆଞ୍ଚରେ ପିଜୁଳିକୁ ସେକି ଦିଅନ୍ତୁ । ପିଜୁଳି ସେକିବା ପରେ ଏହା ନରମ ଯୋହିଯିବ । ଏହା ପରେ ଆପଣ ପିଜୁଳିକୁ ଖଣ୍ଡ କାଣ୍ଡ କରି କାଟି ଦିଅନ୍ତୁ ।

ଯଦି ଆପଣଙ୍କର କାଶ ଦୀର୍ଘ ଦିନ ଯାଏଁ ହେଉଛି ତେବେ ଏଥିରେ ଅଳ୍ପ ମାତ୍ରା ରେ ମହୁ ମିଶ୍ରଣ କରନ୍ତୁ । ପିଜୁଳୁ ଥଣ୍ଡା ହେବା ପରେ ମହୁ ମିଶାନ୍ତୁ । ଯଦି ଆପଣ ଚାହିଁବେ ତେବେ ପିଜୁଳିକୁ ଜୁସ କରି ସେବନ କରି ପାରିବେ । ଆପଣ ମାନେ ଏହି ରେମେଡି କୁ ଦିନକୁ ୩ ଥର ସେବନ କରି ପାରିବେ । ଯଦି ଆପଣଙ୍କର ନରମାଲ କାଶ ହେଉଛି ତେବେ ସେକା ଯାଇଥିବା ପିଜୁଳିରେ ମହୁ ମିଶ୍ରଣ କରିବେ ନାହି ।

ଏହି ଉପଚାରର ବ୍ୟବହାର କରିବା ଦ୍ଵାରା ଯେତେ ପୁରୁଣା କାଶ ହୋଇଥିଲେ ତାହା ମାତ୍ର ୩ ଦିନ ମଧ୍ୟରେ ଭଲ ହୋଇଯିବ । ଏହି ହୋମ ରେମେଡି ରେ ଯେଉଁ ସବୁ ସାମାଗ୍ରୀର ବ୍ୟବହାର କରା ଯାଇଛି ତାହା ଅତି ସହଜରେ ଆପଣଙ୍କ ଘରୁ ମିଳି ପାରିବ ।

ଯଦି ଆପଣଙ୍କର ଅହଡିକ ଦିନ ହେବ କାଶ ହେଉଛି ବା କାଶି କାଶୀ ତଣ୍ଟି ଦରଜ ହୋଇ ଗଲାଣି ତେବେ କଳା ଲୁଣର ପ୍ରୟୋଗ କରିବେ । ପିଜୁଳି ଗ୍ଯାସରେ ରଖିବା ସମୟରେ ତାର ମୁହଁ ଯେପରି ଉପରକୁ ରହିବ ସେଥିପ୍ରତି ଧ୍ୟାନ ଦେବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *