26 ମେ 2021- “ଚନ୍ଦ୍ର ଗ୍ରହଣ” ଏହି ୫ ଟି ରାଶିର ହେବ ଭୟଙ୍କର କ୍ଷତି

ବନ୍ଧୁଗଣ, ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ୨୬ ତାରିଖ ମଇ ମାସରେ ପଡୁଅଛି । ବନ୍ଧୁଗଣ ଏହି ବର୍ଷର ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ରଗ୍ରହଣ ଅଟେ ଯାହାକି ଭାରତରେ ଆଂଶିକ ରୂପରେ ଦେଖାଯିବ । ବନ୍ଧୁଗଣ ଏହିଦିନ ବୈଶାଖ ମାସର ପୂର୍ଣ୍ଣିମା ତିଥି ମଧ୍ୟ ପଡୁଅଛି । ଏଥିପାଇଁ ଏହି ଚନ୍ଦ୍ରଗ୍ରହଣ ଅତ୍ୟଧିକ ମହତ୍ଵପୂର୍ଣ୍ଣ ହେବ ।

କାରଣ ଏହି ବର୍ଷର ଚନ୍ଦ୍ରଗ୍ରହଣ ଉପଛାୟା ଚନ୍ଦ୍ରଗ୍ରହଣ ଅଟେ । ବନ୍ଧୁଗଣ ଚନ୍ଦ୍ରଗ୍ରହଣ ଅପରାହ୍ନ ୨ ଘଟିକା ୧୭ମିନିଟ ରୁ ଆରମ୍ଭ ହୋଇ ସନ୍ଧ୍ୟା ୭ ଘଟିକା ୧୯ ମିନିଟ ରେ ସମାପ୍ତ ହେବ । ବନ୍ଧୁଗଣ ଏହି ଚନ୍ଦ୍ର ଗ୍ରହଣ ଆମେରିକା, ଉତ୍ତର ୟୁରୋପ, ପୂର୍ବୀ ଏସିୟା, ଅଷ୍ଟ୍ରେଲିୟା, ଏବଂ ପ୍ରଶାନ୍ତ ମହାସାଗରର କିଛି କ୍ଷେତ୍ରରେ ପୂର୍ଣ୍ଣ ରୂପରେ ଦେଖାଯିବ । ମାତ୍ର ଭାରତରେ ଏହା ଉପଛାୟା ଚନ୍ଦ୍ରଗ୍ରହଣ ରୂପରେ ଦେଖାଯିବା । ବନ୍ଧୁଗଣ ମାନାଯାଇଅଛି ଯେ, ପୃଥିବୀ, ସୂରଜ, ଏବଂ ଚନ୍ଦ୍ରମା ଙ୍କ ଗତିବିଧି କାରଣରୁ ଗ୍ରହଣ ପଡିଥାଏ ।

ଏହି ସଂପୂର୍ଣ୍ଣ ଗତିବିଧି ସୌରୟ ମଣ୍ଡଳରେ ହୋଇଥାଏ । ବନ୍ଧୁଗଣ ଏହି ଗତିବିଧି ର ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ । ଆସନ୍ତୁ ଜାଣିବା କେଉଁ କେଉଁ ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଅଛି ।

୧- ମେଷ ରାଶି;- ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଏହି ଗ୍ରହଣ ର ପ୍ରଭାବ ମିଳାମିଶା ଭାବରେ ଦେଖିବାକୁ ମିଳିବ । ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ନିଜ ଜୀବନରେ କେତେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପଡିପାରେ । ବନ୍ଧୁଗଣ ଏଥିରୁ ବଞ୍ଚିବା ପାଇଁ ହେଲେ ଗୁଡ ଏବଂ ମଶୁର ଡାଲି ଦାନ କରନ୍ତୁ ।

୨- ବୃଷ ରାଶି;- ବନ୍ଧୁଗଣ ଏହି ସମୟରେ ଆପଣ ମାନେ ନିଜ ଆୟତରେ ରୁହନ୍ତୁ ଅର୍ଥାତ ଭାବି ଚିନ୍ତି ଶବ୍ଦ ର ପ୍ରୟୋଗ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ନିଜ ଉପରେ ତଥା ନିଜ ସନ୍ତାନ ଉପରେ ଆସିବାକୁ ଯାଉଥିବା ବିପଦ ରୁ ବଞ୍ଚାଇବା ପାଇଁ ଶ୍ରୀ ସ୍ରୋତ ର ପାଠ କରିବା ଆବଶ୍ୟକ । ଏହା ସହିତ ଆପଣ ଗରିବ ମାନଙ୍କୁ ଗୁଡ ର ଦାନ ମଧ୍ୟ ନିଶ୍ଚିତ କରନ୍ତୁ । ବନ୍ଧୁଗଣ ଗ୍ରହଣ ଦିନ ଲକ୍ଷ୍ମୀ ସ୍ରୋତ ର ପାଠ ଆପଣ କରନ୍ତୁ ।

୩- ମିଥୁନ ରାଶି;- ବନ୍ଧୁଗଣ ଏହି ସମୟରେ ନିଜ ସ୍ୱାସ୍ଥ୍ୟ ର ଆପଣ ମାନେ ନିଶ୍ଚିତ ରୂପରେ ଧ୍ୟାନ ରଖନ୍ତୁ । ଅଥବା ମାନସିକ ଚିନ୍ତା କାରଣରୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅସୁବିଧା ଆପଣଙ୍କୁ ହୋଇପାରେ । ଆପଣ ଏହି ସମୟରେ ନିଜ ପରିବାରକୁ ଧ୍ୟାନ ଦେବେ ଏହାସହିତ ଆପଣ ମାନେ ନିଜ ଲକ୍ଷ କୁ ମଧ୍ୟ ହାସଲ କରିବେ । ଗ୍ରହଣ ସମୟରେ ନିଜକୁ ନେଇ ମଧ୍ୟ ଆପଣ ଚିନ୍ତିତ ହୋଇପାରନ୍ତି । ମିଥୁନ ରାଶିର ଲୋକେ ଚନ୍ଦ୍ର ଗ୍ରହଣ ପ୍ରଭାବରୁ ବଞ୍ଚିବା ପାଇଁ ଗୋ ମାତା ଙ୍କୁ ପାଳଙ୍ଗ ଅଥବା ଘାସ ଖାଇବାକୁ ଦିଅନ୍ତୁ ।

୪- କର୍କଟ ରାଶି;- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନଙ୍କ ଘରେ ଅଥବା ପରିବାରରେ ନିଜ ମଧ୍ୟରେ କଳହ ର ବାତାବରଣ ସୃଷ୍ଟି ହୋଇପାରେ । ଏହାସହିତ ସ୍ୱାସ୍ଥ୍ୟ ଉପରେ ମଧ୍ୟ କିଛି ନାକାରତ୍ମକ ପ୍ରଭାବ ପଡିବାକୁ ଯାଉଅଛି । ଏହି ରାଶିର ଲୋକେ ଚନ୍ଦ୍ର ଗ୍ରହଣ ର କୁପ୍ରଭାବରୁ ବଞ୍ଚିବା ପାଇଁ ଭଗବାନ ଶିବ ଙ୍କର ଆରାଧନା କରନ୍ତୁ ।

୫- ସିଂହ ରାଶି;- ଏହି ରାଶିର ବ୍ୟକ୍ତି ମାନେ ନିଜ ପରିବାର ଲୋକଙ୍କ ସହିତ ନାନା ପ୍ରକାରର ଅସୁବିଧାର ସମୁଖୀନ ହୋଇପାରନ୍ତି । ଏହି ସମୟରେ ଆପଣଙ୍କୁ ସଞ୍ଜମତାର ସହିତ ସମସ୍ତ କାର୍ଯ୍ୟ କରିବାକୁ ହେବ । ବନ୍ଧୁଗଣ ଗ୍ରହଣ ଲାଗୁଥିବା ସମୟରେ ଆପଣ ଗାୟିତ୍ରୀ ମନ୍ତ୍ର ର ଜପ କରନ୍ତୁ । ବନ୍ଧୁଗଣ ଏହି ୫ ଟି ରାଶି ଉପରେ ଚନ୍ଦ୍ର ଗ୍ରହଣ ର ପ୍ରଭାବ ରହିବ ଏହା ବ୍ୟତୀତ ଅନ୍ୟ ରାଶି ମାନଙ୍କ ଉପରେ ମଧ୍ୟ ଚନ୍ଦ୍ର ଗ୍ରହଣ ର ଶୁଭ ଅଶୁଭ ପ୍ରଭାବ ରହିବ । ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *