ସାବଧାନ! କରୋନା ରେ ବାସୀ ମୁହଁ ପାଣି ପିଇଲେ ମୂଳରୁ ଶେଷ ହୁଏ ଭୟଙ୍କର ରୋଗ- Health Tips

ବନ୍ଧୁଗଣ, ଆପଣ ମାନେ ସମସ୍ତେ ପ୍ରାଏ ଜାଣିଛନ୍ତି, ସମଗ୍ର ଭାରତରେ କୋରୋନା ଭାଇରସ ର ବିମାରୀ ବହୁଳ ଭାବରେ ବଢିବାରେ ଲାଗିଛି । ବନ୍ଧୁଗଣ ଏହି ସଂକ୍ରମଣ କାରଣରୁ ଲୋକମାନଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହେଉଅଛି । ବର୍ତ୍ତମାନ ପରିସ୍ଥିତି ବହୁତ ଗମ୍ଭୀର ।

ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ତଥା ବେଡ ର ଅଭାବ ବହୁଳ ଭାବରେ ପରିଲକ୍ଷିତ ହେବାକୁ ଲାଗିଛି । ବନ୍ଧୁଗଣ ଆମ୍ଭ ମାନଙ୍କର ପ୍ରିୟଜନ ଆମ୍ଭ ଆଖି ସମୁଖରେ ପ୍ରାଣ ହରାଉଛନ୍ତି ଏବଂ ଆମ୍ଭେ କିଛି କରିପାରୁନାହୁଁ । ବନ୍ଧୁଗଣ ଆଜି ଆମ୍ଭେ ଆପଣ ମାନଙ୍କ ନିମନ୍ତେ କିଛି ଉପାୟ ମାନ ନେଇ ଆସିଛୁ ଯାହାକୁ ଅବଲମ୍ବନ କରି ଆପଣ ମାନେ ସୁରକ୍ଷିତ ରହି ପାରିବେ । ଆସନ୍ତୁ ଜାଣିବା ସେହି ବିଶେଷ ତତ୍ଵ ସମ୍ବନ୍ଧରେ । ବନ୍ଧୁଗଣ, ଆମ୍ଭେ ସମସ୍ତେ ପିଲା ଦିନରୁ ଜାଣିଅଛୁ ଯେ, ଆମ୍ଭର ଶରୀର ୫ ଟି ତତ୍ଵ କୁ ନେଇ ଗଠିତ ହୋଇଅଛି ।

ବନ୍ଧୁଗଣ ୫ ଟି ତତ୍ଵ ମଧ୍ୟରୁ ଆମ୍ଭ ଶରୀରରେ ଜଳର ପରିମାଣ ବହୁତ ଅଧିକ । ବନ୍ଧୁଗଣ ଆମ୍ଭ ଶରୀରରେ ୭୦ % ଜଳ ରହିଅଛି ।  ବନ୍ଧୁଗଣ ଆମ୍ଭର ମସ୍ତିସ୍କ ତଥା ଆମ୍ଭ ମାନଙ୍କର ହୃଦୟ ୭୩ % ଜଳରେ ପରିପୂର୍ଣ୍ଣ ରହିଅଛି । ଆମ୍ଭର ଶିରାପ୍ରଶିରା ରେ ୮୩ % ଜଳ ରହିଅଛି । ଆମ୍ଭର ସ୍କିନ ରେ ୬୪ % ଜଳ ରହିଅଛି । ଏପରିକି ଆମ୍ଭ ମାନଙ୍କର ଶରୀରରେ ଥିବା ହାଡ ରେ ମଧ୍ୟ ୩୧ % ଜଳ ରହିଅଛି । ଏହି କାରଣରୁ ଜଳ ହିଁ ଜୀବନ ବୋଲି କୁହାଯାଏ । ବନ୍ଧୁଗଣ ଆଜିକାଲି ଆମ୍ଭେମାନେ ସମସ୍ତେ ଆକ୍ଵାଗାର୍ଡ ବ୍ୟବହାର କରୁଅଛୁ ।

ମାତ୍ର ତାହାର ଜଳ ସେବନ କରିବା ମ-ଦ୍ୟ ଆମ୍ଭ ମାନଙ୍କ ପକ୍ଷେ ଉଚିତ ନୁହେଁ । ବନ୍ଧୁଗଣ ଆଜି ଆମ୍ଭେ କହିବାକୁ ଯାଉଅଛୁ ଏଭଳି ଏକ ବସ୍ତୁ ସମ୍ବନ୍ଧରେ ଯାହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ । ବନ୍ଧୁଗଣ ତମ୍ବା ର ପାତ୍ର କୁ ପ୍ରାଏ ସମସ୍ତେ ଦେଖିଥିବେ । ଏହାକୁ ପୂର୍ବ କାଳରେ ବହୁତ ବ୍ୟବହାର କରାଯାଉଥିଲା । ମାତ୍ର ବର୍ତ୍ତମାନ ଆଜିର ଆଧୁନିକ ଯୁଗରେ ଏହାକୁ କେହି ବ୍ୟବହାର କରୁନାହାନ୍ତି । ବନ୍ଧୁଗଣ ତମ୍ବା ପାତ୍ର ଏକ ଏଭଳି ଜିନିଷ ଅଟେ ଯାହା ଆମ୍ଭ ମାନଙ୍କର ଶରୀର ପାଇଁ ବହୁତ ଲାଭଦାୟକ ଅଟେ ।

ବନ୍ଧୁଗଣ ଯେତେବେଳେ ଆମ୍ଭେ ଜଳକୁ ତମ୍ବା ପାତ୍ର ରେ ରଖିଥାଉ ସେତେବେଳେ ଜଳର PH ଲେବଲ ବଢିଯାଇଥାଏ । ଅର୍ଥାତ ସେଥିରେ ରଖାଯାଇଥିବା  ଜଳ ଆଲକାଲାଇନ ହୋଇଯାଇଥାଏ । ଅର୍ଥାତ ଜଳର PH ପରିମାଣ ୪ ରହିଥିବା ସମୟରେ ତମ୍ବା ପାତ୍ରରେ ଜଳର ପରିମାଣ ୯ ରେ ପହଞ୍ଚିଥାଏ । ସେହିଭଳି ଯଦି ଖାଦ୍ୟ ପଦାର୍ଥ ର ଭାଲ୍ୟୁ ୦ ରୁ ୬ ରହିଥାଏ, ତେବେ ସେହି ଖାଦ୍ୟ ଆମ୍ଭ ଶରୀର ନିମନ୍ତେ ଉପୋଯୋଗୀ ନୁହେଁ ।

ସେଥିରେ ଏସିଡ ବ୍ବହୁଳ ଭାବରେ ରହିଥାଏ ବୋଲି ଜାଣି ନିଅନ୍ତୁ । ବନ୍ଧୁଗଣ ଯଦି ଆମ୍ଭେ ନୀତିଦିନ ସେବନ କରୁଥିବା ଖାଦ୍ୟପଦାର୍ଥ ର PH ଭାଲ୍ୟୁ ୮ ରୁ ୧୪ ରହୁଅଛି ତେବେ ତାହା ଆମ୍ଭ ମାନଙ୍କ ନିମନ୍ତେ ଲାଭଦାୟକ ଅଟେ । ବନ୍ଧୁଗଣ ତମ୍ବା ପାତ୍ରରେ ଆଣ୍ଟିବ୍ୟାକ୍ଟେରିୟାଲ ତଥା ଆଣ୍ଟିଭାଇରଲ ପ୍ରୋପୋଟିଜ ରହିଥାଏ ।

ଏହି କାରଣରୁ ଯେତେବେଳେ ଆମ୍ଭେ ପାଣି ତମ୍ବା ପାତ୍ରରେ ଢାଳିଥାଉ ଆମ୍ଭ କଳା ଶୁଦ୍ଧ ମଧ୍ୟ ହୋଇଯାଇଥାଏ । ଏହା ଆମ୍ଭ ଶରୀରର ଇମ୍ୟୁନିଟି ପାୱାର କୁ ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ । ବନ୍ଧୁଗଣ କୋରୋନା ଭାଇରସ ଠାରୁ ବଞ୍ଚିବାକୁ ହେଲେ ଆମ୍ଭକୁ ଆମ୍ଭ ଶରୀରର ଇମ୍ୟୁଟିକୁ କୁ ବଢାଇବାକୁ ହେବ ।

Leave a Reply

Your email address will not be published. Required fields are marked *