୧୧ ମଇ ଠାରୁ ଶନି ହେଉଛନ୍ତି ବକ୍ରୀ, ଏହି ରାଶିଙ୍କର ବଢିବାକୁ ଯାଉଛି ଅନେକ ସମସ୍ୟା

ନ୍ୟାୟ ଦେବତା ଶନି ନିଜ ବକ୍ରୀ ଚାଲି ଚଳିବାକୁ ଯାଊଛନ୍ତି, ଶନି ଯେତେବେଳେ ଓଲଟା ଚାଲି ଚାଲନ୍ତି ତେବେ ଏହାର ପରିଣାମ ନକାରାତ୍ମକ ହୋଇଥାଏ, ଶନି ଓଲଟା ଚାଲି କିଛି ରାଶିଙ୍କ ପାଇଁ ଅସୁବିଧା ବଢେଇବ । ୧୧ ମଇକୁ ଶନି ଦେବ ବକ୍ରୀ ଚାଲି ଚାଳିବେ, ଶନିଙ୍କ ଏହା ବିଶେଷତା ଅଟେ ଯେ ତାଙ୍କ ଚାଲି ବହୁତ ଧୀର ହୋଇଥାଏ, ଶନି ଚାଲି ୧୪୨ ଦିନ ରହିବ, ପଞ୍ଚାଙ୍ଗ ଅନୁଯାଇ ୨୯ ସେପ୍ଟେମ୍ବର ଶନି ମାର୍ଗୀ ହୋଇବେ, ଏହି ସମୟ ଲମ୍ବା ଅଟେ, ମାର୍ଗୀ ହେଲେ ଶନିଙ୍କର ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ ।

ଶନି ବ୍ୟକ୍ତିର ଭଲ ଏବଂ ଖରାପ ଆଧାର ଦ୍ଵାରା ପରିଣାମ ଦିଅନ୍ତି :

ଜ୍ୟୋତିଷ ରେ ଶନି ଦେବଙ୍କୁ ଅନୁଶାସନ ଏବଂ ନ୍ୟାୟ ପ୍ରିୟ କୁହା ଯାଇଛି, ମାନ୍ୟତା ଅଟେ ଯେ ଶନି ବ୍ୟକ୍ତିକୁ ଭଲ ଏବଂ ଖରାପ କର୍ମ ଫଳ ଏହି ଜନ୍ମ ରେ ପ୍ରଦାନ କରନ୍ତି । ଶନୀଙ୍କୁ ରାଶି ଚକ୍ର ପୂର୍ଣ କରିବା ପାଇଁ ୩୦ ବର୍ଷ ସମୟ ଲାଗିଥାଏ, ଶନି ପ୍ରତି ଢାଇ ବର୍ଷ ପରେ ଗୋଟେ ରାଶିରୁ ଅନ୍ୟ ରାଶି ରେ ଗୋଚର କରନ୍ତି ।

ମକର ରାଶି ରେ ଗୋଚର କରିବେ ଶନି ଦେବ :

ଶନି ଦେବ ଏହି ସମୟ ମକର ରାଶି ରେ ଗୋଚର କରୁଛନ୍ତି, ୨୪ ଜାନୁୟାରୀଠା ରୁ ଶନି ମକର ରାଶି ରେ ଅଛନ୍ତି, ଏବେ ୧୧ ମଇ ୨୦୨୦ କୁ ଶନି ମକର ରେ ଓଲଟା ଗୋଚର କରିବେ, ଏହି ରାଶି ଏବଂ ଶନି ଓଲଟା ଚାଲି ୨୯ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଗୋଚର କରିବେ ।

ଶନି ଅସ୍ତ ହେଲା ପରେ ପ୍ରଭାବ କମ ହବ :

ଶନି ଓଲଟା ଅବସ୍ତା ରେ ପୀଡା ପ୍ରଦାନ କରିବେ, ଯେଉଁ ଲୋକଙ୍କ ଉପରେ ଶନି ସାଢେଷାତି ଏବଂ ଢେୟୟା ଅଛି ତାଙ୍କ ଶନି ଅସୁବିଧା ବଡ କରି ପାରନ୍ତି, ଯେଉଁ ଲୋକଙ୍କ ଅଳସ ପାଇଁ କାମ ଅଧା ରହି ଯାଇଛି ତାଙ୍କ ପାଇଁ ମଧ୍ୟ ସମସ୍ୟା ଉତପନ ହୋଇପାରେ ସେଥିପାଇଁ ୧୧ ମଇ ଠାରୁ ଆଗରୁ ନିଜ କାମ ପୂର୍ଣ କରି ନିଅନ୍ତୁ, ଶନି ୨୭ ଡିସେମ୍ବର ୨୦୨୦ କୁ ଅସ୍ତ ହୋଇବେ, ଯାହା ଦ୍ଵାରା ଶନି ପ୍ରଭାବ ରେ କିଛି କମି ହୋଇପାରେ ।

ଏହି ରାଶିଙ୍କ ଅସୁବିଧା ବଢି ପାରେ :

ଶନି ଯେତେବେଳେ ଓଲଟା ଚାଲି ଚାଳିବେ ସେତେବେଳେ ଏହି ରାଶିଙ୍କ ଅସୁବିଧା ବଢି ପାରେ, କିଛି ଲୋକଙ୍କ ଉପରେ ଶନି ସାଢେଷାତି ଚାଲିବ । ଏହି ସମୟ ମକର, କୁମ୍ଭ ଏବଂ ଧନୁ ରାଶି ଲୋକଙ୍କ ଉପରେ ସାଢେଷାତି ଏବଂ ମିଥୁନ ଓ ତୁଳା ରାଶି ଉପରେ ଶନି ଢେୟା ଚାଲିଅଛି ।

ଶନିଙ୍କ ପାଇଁ ଉପାୟ :

ଶନିବାର ଦିନ ଶନି ମନ୍ଦିରରେ ଶନିଦେବଙ୍କ ପୂଜା କରନ୍ତୁ, ସୋରିଷ ତେଲ ଦାନ କରନ୍ତୁ ଏବଂ ଦୀପ ଜଳାନ୍ତୁ ପ୍ରତେକ ଶନିବାରକୁ । ହନୁମାନ ଭଗବାନଙ୍କ ପୂଜା କରନ୍ତୁ, ସୁନ୍ଦରକାଣ୍ଡ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ ଏହା ଦ୍ଵାରା ଆପଣଙ୍କୁ ଲାଭ ପ୍ରାପ୍ତ ହବ । କଳା ରଙ୍ଗ ଜୀବ ଜନ୍ତୁ ସେବା କରନ୍ତୁ ।

Leave a Reply

Your email address will not be published. Required fields are marked *