ମେଷ ରାଶିର 2023 ରେ, ଆପଣଙ୍କ ଜୀବନରେ ଘଟିବାକୁ ଯାଉଛି 6ଟି ବଡ ଘଟଣା… ଦେଖନ୍ତୁ ମହାଭବିଷ୍ୟବାଣୀ

ବନ୍ଧୁଗଣ ଆଉ ମାତ୍ର କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ନବବର୍ଷ ୨୦୨୩ । ଏହି ବର୍ଷରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସମୟ କିପରି ରହିବ ସେହି ବିଷୟାରେ କହିବାକୁ ଯାଉଛି । ମେଷ ରାଶିର ବ୍ୟକ୍ତିଙ୍କ ପାଇଁ କେଉଁ ଘଟଣା ଘଟିବାକୁ ଯାଉଛି ତାହା ମଧ୍ୟ ଆଲୋଚନା କରିବାକୁ ଯାଉଛୁ । ନବବର୍ଷ ୨୦୨୩ରେ ଆପଣଙ୍କର ଯାହା ବି ଇଚ୍ଛା ବା କାମନା ରହିଯାଇଛି ତାହା ନିଶ୍ଚୟ ପୁରା ହେବ । ଆପଣଙ୍କର ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଦୁଇ ଗୁଣା ଧନ ଲାଭ ହେବାର ସମ୍ଭାବନା ରହିଛି ।

ଦେବଗୁରୁ ବୃହସ୍ପତି ୨୧ ଏପ୍ରିଲରେ ମେଷ ରାଶିରେ ଟ୍ରାଞ୍ଜେଡ କରିବେ । କେତୁ ଗ୍ରହ ଷଷ୍ଠ ସ୍ଥାନରେ ଅବତରଣ କରିବେ । ପ୍ରଥମ ଘଟଣା ହେଉଛି ଶନି ଆପଣଙ୍କର ୧୧ତମ ଗୃହରେ ଟ୍ରାଞ୍ଜେଡ କରିବେ ଯାହା କାରଣରୁ ଯେଉଁ ମାନେ ସନ୍ତାନ ଇଚ୍ଛା ରଖିଛନ୍ତି ସେମାନଙ୍କ ପାଇଁ ସମୟ ଅନୁକୂଳ ହେବ । ସନ୍ତାନ ସୁଖ ପ୍ରାପ୍ତି ହେବ । ଜାନୁଆରୀ ଠାରୁ ଆରମ୍ଭ କରି ସନ୍ତାନ ସୁଖକୁ ନେଇ ସମୟ ସାନଦାର ରହିବ । ଦ୍ଵିତୀୟ ଘଟଣା ହେଉଛି ଯେଉଁ ମାନେ ଲଭ ଲାଇଫରେ ଅଛନ୍ତି ସେମାନଙ୍କୁ ଜାନୁଆରୀରୁ ମାର୍ଚ୍ଚ ଯାଏଁ ସତର୍କ ରହିବାକୁ ହେବ ।

ଦୁହିଙ୍କ ମଧ୍ୟରେ ଭୁଲ ବୁଝାମଣା ଓ ପ୍ରେମ ବିଛେଦ ହୋଇପାରେ । ନିଜ ସମ୍ପର୍କରେ ତୃତୀୟ ବ୍ୟକ୍ତିକୁ ଆସିବାକୁ ଦିଅନ୍ତୁ ନାହି । ତୃତୀୟ ମହତ୍ବପୂର୍ଣ୍ଣ ଘଟଣା ହେଉଛି ଦେବଗୁରୁ ବୃହସ୍ପତି ଆପଣଙ୍କ ପ୍ରଥମ ଗୃହରେ ଟ୍ରାଞ୍ଜେଡ କରିବେ ୨୧ ଏପ୍ରିଲ ୨୦୨୩ ଯାଏଁ । ପୁରା ବର୍ଷ ବୃହସ୍ପତି ରହିବେ । ଏହି ସମୟରେ ଅଧିକ ଉନ୍ନତି ହେବା ସହ ଧାର୍ମିକ ଯାତ୍ରା କରିବେ । କୌଣସି ବଡ ଆଚିଭମେଣ୍ଟ ମିଳିପାରେ । ଚତୁର୍ଥ ଘଟଣା ହେଉଛି ଆପଣଙ୍କର ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କର ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବ ।

ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ଦୁଇ ଗୁଣା ଲାଭ ହେବାର ନଜର ଆସୁଛି । ଆପଣ କିଛି ନୂଆ ବ୍ୟବସାୟ ଆରମ୍ଭ କରିବେ ଯାହା ପାଇଁ ଆପଣ ଫାଇଦାରେ ରହିବେ । ପଞ୍ଚମ ଘଟଣା ହେଉଛି ଯେଉଁ ମାନେ ଶିଂଗଲ ଅଛନ୍ତି ବା ବିବାହରେ କୌଣସି ସମସ୍ଯା ଆସୁଥିଲା ସେମାନଙ୍କର ସାଧାନ ହୋଇଯିବ । ଆପଣଙ୍କୁ ଉତ୍ତମ ଜୀବନ ସାଥି ମିଳିବା ସହ ଦାଂପତ୍ଯ ଜୀବନ ସୁଖମୟ ହେବ । ଆପଣଙ୍କର ପ୍ରେମ ବିବାହର ଯୋଗ ବିଶେଷ ଭାବେ ଅଛି । ଷଷ୍ଠ ଘଟଣା ହେଉଛି ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ ।

ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ନିଶ୍ଚୟ ସଫଳ ହେବେ । ବିଦ୍ୟାର୍ଥୀ ମାନେ ଅଧ୍ୟୟନ କ୍ଷେତ୍ର ରେ ଉଚ୍ଚ ସ୍ତରକୁ ଗତି କରିବେ ଯାହା ପାଇଁ ସେମାନେ ବଡ ସଫଳତା ହାସିଲ କରିବେ । ଜୀବନରେ ଯାହା ବି କଷ୍ଟ ଥିଲା ତାହା ଦୂର ହେବ । ଆକସ୍ମିକ ଧନ ଲାଭର ଯୋଗ ରହିଛି । ସମାଜରେ ମାନ ସମାନରେ ବୃଦ୍ଧି ହେବ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *