ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 22 ରୁ 28 ମାର୍ଚ୍ଚ ଏହି ରାଶିକୁ ମିଳିବ ବଡ ଖୁସି ଖବର

ବନ୍ଧୁଗଣ ହିନ୍ଦୁ ଧର୍ମରେ ଶନିଦେବ ଙ୍କୁ ନ୍ୟାୟର ଦେବତା ବୋଲି କୁହା ଯାଇଥାଏ । ଭଗବାନ ଶନିଦେବଙ୍କୁ ସୂର୍ଯ୍ୟ ପୁତ୍ର ଓ ମୋକ୍ଷ ଦେବତା ଅଟନ୍ତି । ଭଗବାନ ଶନିଙ୍କୁ ନ୍ୟାୟଧୀଶ ଉପାଧି ଦିଆଯାଇଛି । ଶନି ପ୍ରତେକ ପ୍ରାଣୀଙ୍କ ସହ ଉଚିତ ନ୍ୟାୟ କରିଥାନ୍ତି । ଯେଉଁ ଲୋକ ଭଲ କାମ କରିଥାନ୍ତି ତାଙ୍କୁ ଶନିଦେବ ସୁଫଳ ଦେଇଥାନ୍ତି । କିନ୍ତୁ ଯେଉଁ ମାନେ ଖରାପ କାମ କରିଥାନ୍ତି ସେମାନଙ୍କୁ ଶନିଦେବ ଦଣ୍ଡ ଦେଇଥାନ୍ତି ।

ତେବେ ମାର୍ଚ୍ଚ 22 ଠାରୁ 28 ଯାଏଁ କିଛି ରଶିଙ୍କ ଉପରେ ଶନିଦେବ ମେହରବାନ ହେବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ମକର ରାଶି : ଭଗବାନ ଶନିଙ୍କ ଅପାର କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ । ବ୍ୟାପାରରେ ବୃଦ୍ଧି ହେବ । ଚାକିରିରେ ପଦରେ ଉନ୍ନତି ହେବ । ବିଦ୍ୟାର୍ଥୀଙ୍କୁ ପରୀକ୍ଷାରେ ସଫଳତା ମିଳିବ । ଏହି ରାଶିର ଲୋକଙ୍କର ଆୟରେ ବୃଦ୍ଧି ହେବ । ସବୁ କାମ ସଫଳତା ପୂର୍ବକ ପୁରା କରିବେ ।

ମେଷ ରାଶି : ସମୟ ଆପଣଙ୍କ ପାଖରେ ରହିବ । ଏହାର ଲାଭ ଉଠାନ୍ତୁ । ଭଗବାନ ଶନିଙ୍କ କୃପାରୁ ଅଚାନକ ଧନରେ ବୃଦ୍ଧି ହେବ । ଆୟରେ ସାଧନାରେ ବୃଦ୍ଧି ହେବ । ଧନ ଲାଭର ଅନେକ ଅବସର ପ୍ରାପ୍ତ ହେବ ।

ବୃଷ ରାଶି : ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶନିଙ୍କ କୃପା ଦ୍ରୁଷ୍ଟି ବିଶେଷ ଭାବେ ରହିବ । ବନ୍ଦୁଙ୍କ ସହ ମିଳାମିଶା ବଢିବ । ଅନେକ ପ୍ରକାରର ଧନ ଲାଭ ହେବ । ପରିବାର ଓ ଜୀବନ ସାଥିଙ୍କ ସହଯୋଗ ପ୍ରାପ୍ତ ହେବ । ମଧୁର ବାଣୀ ଦ୍ଵାରା ଆପଣଙ୍କର ସବୁ କମା ସଫଳ ହେବ ।

କନ୍ୟା ରାଶି : ଆପଣଙ୍କୁ କହି ରଖୁଛୁ ଭଗବାନ ଶନିଙ୍କ କୃପାରରୁ ଧନ ଲାଭ ହେବା ସହ ବ୍ୟାପାରରେ ଖୁବ ବୃଦ୍ଧି ହେବ । ଚାକିରିରେ ବେତନ ବୃଦ୍ଧିର ଯୋଗ ଅଛି । ବିଦେଶରେ ଚାକିରି କରିବାର ସ୍ଵପ୍ନ ଦେଖୁଥିଲେ ପୂରଣ ହେବ । ଧନ ଲାଭର ଅନେକ ଅବସର ମିଳିବ । ସନ୍ତାନ ପ୍ରାପ୍ତି ହେବ ।

ସିଂହ ରାଶି : ଆପଣଙ୍କ ଉପରେ ଭଗବାନ ଶନିଙ୍କ କୃପାରୁ ସମୟ ଏବେ ବେହତର ହେବାକୁ ଯାଉଛି । ମାନ ସମାନ ମିଳିବା ସହ ସମାଜ ଦ୍ଵାରା ତାରିଫ କରାଯିବ । ଜୀବନରେ ଏମିତି ଅବସର ମିଳିବ ଯାହା ଦ୍ଵାରା ଜୀବନରେ ଭଲ ପରିବର୍ତ୍ତନ ହେବ ।

ଧନୁ ରାଶି : ଭଗବାନ ଶନିଙ୍କ କୃପାରୁ ଆପଣଙ୍କୁ ବହୁତ ଜଲ୍ଦି ଭଲ ଖବର ମିଳିବାର ଯୋଗ ଅଛି । ମେହନତର ଫଳ ଏବେ ଆପଣଙ୍କୁ ମିଳିବ । ଯାହା କାରଣର ଆପଣଙ୍କ ଖୁସିର ଠିକଣା ରହିବ । ବନ୍ଧୁ ତଥା ପରିବାରର ସାଥ ମିଳିବ ।

କୁମ୍ଭ ରାଶି : ଧନ ଜନିତ ସବୁ ସମସ୍ଯା ଦୂର ହେବ । ଚାରିଆଡୁ ଲାଭ ହିଁ ଲାଭ ମିଳିବ । ଘର ପରିବାରରେ ଖୁସି ଆସିବ । ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବର ଅପେକ୍ଷା ଭଲ ହେବ । ଆପଣଙ୍କୁ ନୂଆ ଅନୁଭୂତି ଅନୁଭବ ହେବ । ପ୍ରେମ ଜୀବନରେ ସୁଧାର ଆସିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *