ରାତିରେ 2 ଟି ଗୁଜୁରାତି ଖାଇ ଗରମ ପାଣି ପିଇବା ଦ୍ଵାରା ଯାହା ହେବ ଜାଣି ବିଶ୍ଵାସ କରିପାରିବେନି ଆପଣ

ଆପଣଙ୍କ ଶରୀରରେ ଦେଖାଯାଉଥିବା ସବୁ ରୋଗର ମୂଳ କାରଣ ହେଉଛି ପେଟ । ଆୟୁର୍ବେଦ ଅନୁସାରେ ଯେଉଁ ବ୍ୟକ୍ତିକୁ ପେଟର ସମସ୍ୟା ଅଛି ତାକୁ ସମସ୍ତ ପ୍ରକାରର ରୋଗ ହେବ । ଆମ ଶରୀରକୁ ଯେଉଁ ପ୍ରକାରର ଖାଦ୍ୟ ଦରକାର ଆମେ ସେହି ସମସ୍ତ ଖାଦ୍ୟ ନ ଖାଇ ଅଲଗା ଜିନିଷ ଖାଇଥାଉ । ଯେଉଁ କାରଣରୁ ଆମ ଶରୀରରେ ଭିଟାମିନ ଓ ମିନରଲ୍ସର ଅଭାବ ଦେଖାଯାଏ । ଆଜି ଆମେ ଆପଣଙ୍କୁ ଏକ ଏମିତି ଜିନିଷ ବିଷୟରେ କହିବୁ ଯାହାକି ଆମ ଘରେ ଅଛି ଓ ତାକୁ ଆପଣ ସଠିକ ଉପାୟରେ ବ୍ୟବାହାର କରିବେ ତେବେ ସେହି ଜିନିଷ ଆପଣଙ୍କର ହଜମ କରିବା ପ୍ରକ୍ରିୟାକୁ ସଠିକ କରି ଦେବ ଓ ଆପଣଙ୍କର ସମସ୍ତ ସମସ୍ୟା ସମାପ୍ତ ହୋଇଯିବ ।

ସେହି ଜିନିଷ ହେଉଛି ଗୁଜୁରାତି । ଗୁଜୁରାତିର ଲାଭ ସେତେବେଳେ ମିଳିଥାଏ ତାକୁ ଆପଣ ସକାଳୁ ଖାଲି ପେଟରେ ସେବନ କରୁଛନ୍ତି । ସକାଳୁ ଉଠିବା ପରେ ସର୍ବେ ପ୍ରଥମେ ଦୁଇଟି ୧ – ୨ ଟି ଗୁଜୁରାତିକୁ ଚୋବାଇ ଖାଆନ୍ତୁ । ଏହି ଛୋଟ ଅଭ୍ୟାସ ଆପଣ କରୁଛନ୍ତି ତେବେ ଆପଣ ଜୀବନରେ ବଡ ବଡ ରୋଗକୁ ବି ଦୂର କରି ପାରିବେ । ଆପଣଙ୍କ ଘରେ କେହି କ୍ୟାନ୍ସର ରୋଗୀ ଅଛନ୍ତି କିମ୍ବା କାହାର କେସ ଝଡୁଛି ତେବେ ତାଙ୍କୁ ବି ଗୁଜୁରାତି ଦେଇ ପାରିବେ ।

କାରଣ ଗୁଜୁରାତିରେ ପୋଟାସିୟମ, ଭିଟାମିନ, ଫାଇବାର ଓ କ୍ୟାଲସିୟମ ଅଛି । ଆପଣ ସକାଳେ ଖାଲି ପେଟରେ ଗୁଜୁରାତି ଖାଉଛନ୍ତି ତେବେ ଆପଣଙ୍କ ଦାନ୍ତ ଜନିତ ସମସ୍ୟା ସମାପ୍ତ ହୋଇଯିବ । ଖାଦ୍ୟ ସଠିକ ଭାବରେ ହଜମ ମଧ୍ୟ ହେବ । ଆପଣ ସକାଳେ ଖାଲି ପେଟରେ ଗୁଜୁରାତି ଖାଉଛନ୍ତି ତେବେ ଏହା ଭିତରେ ଥିବା ଫାଇବର ଆମର ଅନ୍ତନାଡିକୁ ସଫା କରିଥାଏ ଓ ଖାଦ୍ୟକୁ ହଜମ କରିବାରେ ସାହାର୍ଯ୍ୟ କରିଥାଏ ।

ଗ୍ୟାସ ଓ ଏସିଡିଟି ଭଳି ସମସ୍ୟା ବି ଭଲ ହୋଇଯିବ । କିଡନୀରେ ଷ୍ଟୋନ ଅଛି ତେବେ ଏହା ତାକୁ ବି ଠିକ କରିବାରେ ସାହାର୍ଯ୍ୟ କରିଥାଏ । ଆପଣଙ୍କୁ ୟୁରିନ ସମ୍ବନ୍ଧିତ କୌଣସି ବି ସମସ୍ୟା ଅଛି ତେବେ ତାହାର ଚିକିତ୍ସା ଏହି ଗୁଜୁରାତିରେ ଅଛି । କଫ ଓ ହାଇ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସାହାର୍ଯ୍ୟ କରିଥାଏ । ଗୁଜୁରାତିରେ ସୋଡିୟମ ଅଛି ଯାହାକି ମୋଟାପାକୁ କମ କରିବାରେ ସାହାର୍ଯ୍ୟ କରିଥାଏ ।

୧ – ୨ ମାସ ପର୍ଯ୍ୟନ୍ତ ଗୁଜୁରାତି ଖାଆନ୍ତୁ ଦେଖିବେ ଆପଣଙ୍କର ୧୫ ରୁ ୨୦ କିଲୋ ଓଜନ ବିନା କୌଣସି ଡାଏଟ ଓ ଏକ୍ସରସାଇଜରେ କମ ହୋଇଯିବ । ଆପଣଙ୍କୁ ଭୋକ ଲାଗୁ ନାହିଁ ଓ ମୁଣ୍ଡ ବ୍ୟଥା ହେଉଛି ତେବେ ଗୁଜୁରାତି ସେବନ କରିବା ଦ୍ଵାରା ଆପଣଙ୍କ ଏହି ସବୁ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *