ମିଥୁନ, ମେଷ, ଏବଂ ସିଂହ ରାଶି ଲୋକଙ୍କୁ ଏହି ଉପାୟରେ ହେବ ଏତେ ଧନ ଲାଭ କି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଏ ଦୁନିଆ ରେ ସବୁ ମଣିଷ କୁ ଟଙ୍କା ରୋଜଗାର କରିବା ପାଇଁ କଷ୍ଟ କରିବାକୁ ପଡିଥାଏ, କିନ୍ତୁ ଏହା ଜରୁରୀ ହୋଇ ନଥାଏ ଯେ କି କଷ୍ଟ କଲେ ଆପଣଙ୍କୁ ସେତିକି ଫଳ ବା ସଫଳତା ମିଳିବ, ଯେତିକି ଆଶା କରିଥିବେ । ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ ଯାହା ଆପଣଙ୍କର ବହୁତ କାମ ରେ ଆସିବ । ଜାଣି ରଖନ୍ତୁ ଯେ ଏ ଉପାୟ କେବଳ ମିଥୁନ, ସିଂହ ଓ ମେଷ ରାଶିର ଲୋକଙ୍କ ପାଇଁ ।

ଏହି ଉପାୟ କରିବା ଦ୍ବାରା ଏହି ୩ ରାଶି ର ଲୋକ ନିଜ ଜୀବନ ରେ ସୁଖ ଓ ସମୃଦ୍ଧି ଆଣିପାରିବେ । ଏହା ବ୍ୟତୀତ ସେମାନଙ୍କୁ ଧନ ପାଇଁ କେତେ ସମସ୍ୟା ରୁ ମୁକ୍ତି ମିଳିଯିବ ।

ଏବେ ଆପଣଙ୍କୁ ଏହି ଉପାୟ ବିଷୟ ରେ ବିସ୍ତାର କରି କହୁଛୁ।

ମେଷ-

ଜାଣି ରଖନ୍ତୁ ଯେ ମେଷ ରାଶି ର ଲୋକ ସବୁ ମଙ୍ଗଳବାର ଓ ଶନିବାର ସକାଳ ୫ ଟାରୁ ୧୧ ଟି ଓସ୍ତ ଗଛର ପତ୍ର ରେ ଏକ ଉପାୟ କରିବା କୁ ପଡିବ । ଏଥିରେ ସବୁଠୁ ପ୍ରଥମେ ଓସ୍ତ ଗଛର ପତ୍ର ନେବେ ଓ ସବୁ ପତ୍ର କୁ ଭଲ ଭାବେ ଧୋଇନେବେ । ତାପରେ ଏଥିରେ ଚନ୍ଦନ ରେ ଶ୍ରୀରାମ ଙ୍କ ନାମ ଲେଖିବେ ଏବଂ ଏଥିରେ ଶ୍ରୀରାମ ଙ୍କ ନାମ ଲେଖିବା ସମୟରେ ହନୁମାନ ଚାଳିଶା ନିଶ୍ଚିତ ପଢିବେ। ହେଲେ ଆପଣଙ୍କୁ ଏ ଉପାୟ ୧୧ ଶନିବାର ଓ ୧୧ ମଙ୍ଗଳବାର ଯାଏ କରିବା କୁ ହେବ । ଏହାପରେ ଯେତେବେଳେ ୧୧ ମଙ୍ଗଳବାର ଓ ୧୧ ଶନିବାର ପୂରଣ ହେଇଯିବ ସେତେବେଳେ ସେ ସବୁ ପତ୍ର କୁ ମାଳ କରି ହନୁମାନ ଙ୍କ ମନ୍ଦିର ରେ ଚଢେଇବ । ଏହି ଉପାୟରେ ମେଷ ରାଶି ଲୋକ ଙ୍କର ଧନ ସମ୍ବନ୍ଧୀତ ସବୁ ସମସ୍ୟା ଦୂର ହୋଇଯିବ ।

ସିଂହ –

ସିଂହ ରାଶି ର ଲୋକ ମାନଙ୍କୁ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କୁ ପୂଜା କରିବା ଉଚିତ୍ । ଏହା ସହିତ ଓସ୍ତ ଗଛ ତଳେ ସାତ ଶନିବାର ଯାଏଁ ସୋରିଷ ତେଲ ର ଦୀପ ଲଗାଇବ । ଏହି ଉପାୟ ଦ୍ବାରା ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ସବୁବେଳେ ରହିବ ଓ ଯାହା ଉପରେ ମା ଲକ୍ଷ୍ମୀ ଙ୍କ କୃପା ରହିବ ତାଙ୍କର କେବେ ଧନ ର ଅଭାବ ରହିବ ନାହିଁ ।

ମିଥୁନ –

ମିଥୁନ ରାଶି ର ଲୋକ ମାନଙ୍କୁ ଆର୍ଥିକ ଅବସ୍ଥା ରୁ ମୁକ୍ତି ପାଇବା ପାଇଁ ସବୁ ରବିବାର ଦିନ ଖିର ଗ୍ଲାସ୍ ନିଜ ପାଖରେ ରଖି ଶୋଇବ ଓ ସକାଳ ୪ ଟାରେ ଉଠି ଏଇ ଖିର ଗ୍ଲାସ୍ କୁ ନେଇ ବବୁଲ ଗଛ ମୂଳେ ଢାଳି ଦେବ । ଏହାଦ୍ବାରା ଘର ର ନକାରାତ୍ମକ ଶକ୍ତି ବାହାର କୁ ଚାଲିଯାଇଥାଏ ଓ ଘରେ ଧନ ର ବୃଦ୍ଧି ହେବାରେ ଲାଗିଥାଏ ।

ଆପଣମାନେ ଜାଣି ରଖନ୍ତୁ ଏ ଉପାୟ ସବୁ କେବଳ ଏହି ତିନି ରାଶି ର ଲୋକ ମାନଙ୍କ ପାଇଁ ଥିଲା । ଆମେ ଆଶା କରୁଛି କି ଏ ଦେଶରେ କୌଣସି ଲୋକ ଙ୍କୁ ଆର୍ଥିକ କଷ୍ଟ ର ସାମ୍ନା କରିବାକୁ ନ ପଡୁ ହେଲେ ଯଦି ଏମିତି ସମୟ ଆସେ ତ ଭଗବାନ ଙ୍କୁ ପବିତ୍ର ମନ ରେ ଡାକିଲେ ସବୁ ଦୁଃଖ ଦୂର ହୋଇଯାଏ ।

Leave a Reply

Your email address will not be published. Required fields are marked *