“ମୋ ଆଗରେ ବିଞ୍ଚା ହେଉଥିବ ଖଇ କଉଡି, ରାମନାମ ସତ୍ୟ ହେ କହି ମୋତେ…” ଦେଖନ୍ତୁ କାହିଁକି ଏମିତି କହିଲେ Dipika

ଦର୍ଶକ ବନ୍ଧୁ ଦୀର୍ଘ ୨ ମାସ ରୁ ଉର୍ଦ୍ଧ ହେବ ବ୍ରହ୍ମପୁର ସହରରେ କେ ଦୀପିକା ନିଜ ପ୍ରେମକୁ ପାଇବାକୁ ପ୍ରେମିକ ଦିନେଶ ଘର ଆଗରେ ଧାରଣା ଦେଇ ବସିଛନ୍ତି । କିନ୍ତୁ କଣ ହେବ ଦିନେଶ ଆସୁ ନାହି କି କୌଣସି ସମାଧାନ ହେଉ ନାହି । ଓଲଟି ଦୀପିକା ଅନେକ କଷ୍ଟ ସହିଲେଣି ଆଉ ଶେଷରେ ଦୀପିକା କିଛି ଏମିତି ସମ୍ବୋଧନ କରି କରିଛି ଦିନେଶ କୁ ଯେ ତୁ ପଳାଇଲୁ ଏବେ ତୁ ଖୁସିରେ ରହ ଦିନେଶ ଏଠାରୁ ମୋର କୋକେଇ ଉଠିବ । ହଁ ତୋର ଘର ବାହାରୁ ମୁଁ ୬ ଖଣ୍ଡ କାଠ କୋକେଇରେ ଯିବୀ ।

ମୋ ଉପରେ ଖଇ କଉଡି ମୋତେ ନେଇ ଯାଉଥିବେ ଘର ଲୋକେ । ମୋ ଦେହରେ ପଡିଥିବ ଧଳା ଲୁଗା ଆଉ ସିନ୍ଦୁର ମୁଁ ମାରିଲା ପରେ ମୋତେ ସଧବା ବେଶ କରାଇବେ । ମୋତେ ନାଲି ଶାଢୀ ପିନ୍ଧାଇବେ ନାଲି ଚୁଡି ଆଉ ପାଦରେ ଅଳତା ହାତରେ ମେହେନ୍ଦି ଲଗାଇବେ । ଯେବେ ଏହି ସମୟ ଆସିବ ଦିନେଶ ତୁ ଟିକେ ଆସିବୁରେ । ମୋ ମଥାରେ ତୁ ହିଁ ସିନ୍ଦୁର ଦେବୁ । ବଞ୍ଚି ଥାଉ ଥାଉ ତ ସିନ୍ଦୁର ଦେଲୁ ନାହି ମାରିଲା ପରେ ମୋତେ ସିନ୍ଦୁର ଦେବୁ ଏଟା ମୋର ଶେଷ ଇଚ୍ଛାରେ ।

ଆଉ ମୋର କୋକେଇରେ କାନ୍ଧ ଦେବୁ ଆଉ ମସାଣି ଯିବା ସମୟରେ ରାମନମ ସତ୍ୟ କହି ଆଗେ ଆଗେ ଯାଉଥିବୁ । ମୋତେ ମସାଣି ନେଇ ତୁ ଜୁଇରେ ଶୁଆଇବୁ । ଆଉ ତୋ ହାତର ସ୍ପର୍ଶ ପାଇ ପାଇ ଜୁଇରେ ଶାନ୍ତିରେ ଶୋଇବି ଆଉ ମୋ ପୁଅକୁ କହିବୁ ମୋ ଚିତାରେ ମୁଖାଗ୍ନି ଦେବାରେ ଦିନେଶ । ଆଉ ସେହି ସମୟରେ ତୁମେ ମୋ ପୁଅ ହାତ ଧରିଥିବ ଆଉ ମୁଁ ହସିକି ଦୁନିଆରୁ ବିଦାୟ ନେବି । ଆଉ ନ ଥିବ ତୋ ଦିପୁ କି ଘର ସାମନାରେ ବି କେହି ଧାରଣା ଦେଇ ନ ଥିବେ ।

ସବୁଆଡେ ଖାଁ ଖାଁ ହୋଇଯିବ ଆଉ ସବୁଦିନ ପାଇଁ ଦୀପିକା ଦିନେଶ ଜୀବନରୁ ଚାଲିଯିବ । ଆଉ କିଛି ଦିନ ପରେ ଓଡିଶାବାସୀ ବି ଭୁଲିଯିବେ ଦିନେଶ ଦୀପିକାର ପ୍ରେମ କାହାଣୀ । ଆଉ ସେତେବେଳେ ତୋତେ କହିବାକୁ କେହି ନ ଥିବେ । ମୁଁ ମରିଗଲା ପରେ ମୋ ପୁଅର ଯତ୍ନ ନେବୁ ମୁଁ କଣ କରିବି ମୋତେ ଭାରି କଷ୍ଟ ହେଉଛି । ବଞ୍ଚି ଥାଉ ଥାଉ ମୁଁ ମରିଗଲିଣି । ଏବେ ମୁଁ ସମସ୍ତଙ୍କ ପାଇଁ ଖରାପ ଆଉ ଚରିତ୍ରାହିନ ଆଉ କେତେ ବା ସହିବି ?

ଆଜି ତୋ ପ୍ରେମକୁ ମୁଁ ସାଲ୍ୟୁଟ ମାରୁଛି ହସି ହସି ମାରୁଛି ଦେଖେ ଆଜି ମୁଁ ହସୁଛି ବହୁତ ଜୋରରେ ହସୁଛି । ଜାଣିଛୁ କଣ ପାଇଁ ତୋ ଏଇ ପ୍ରେମ ପାଇଁ । ଆଜି ମୁଁ ମୋ ଭାଗ୍ୟ ଆଉ ପ୍ରେମ ଉପରେ ହସିଛୁ । ମୋର ବିଶ୍ଵାସ ଉପରେ ଆଜି ହସୁଛି ଧନ୍ୟବାଦ ଦିନେଶ ମୋ ଜୀବନ ବରାବତ କରିଥିବାରୁ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *