ଜୈସ ଦେଲା ଖୋଲା ଧମକ – ମୋଦିଙ୍କ ରାଲିରେ ୨କେଜିର RDX ରେ ଉଡିବ ମଞ୍ଚ, ସମସ୍ତଙ୍କ ନିଦ ଉଡାଇ ଦେଲା ଏହି ଚିଠି, ପଢନ୍ତୁ କଣ ଲେଖା ଅଛି ଏହି ଚିଠିରେ

ପୁଲୱାମା ଆକ୍ରମଣ ପରେ ଭାରତ ତାହାର ଯବାନଙ୍କୁ ହରେଇଥିବାର ରାଗ ମନରୁ ଯାଇନଥିଲା । ତେଣୁ ଭାରତ ପାକିସ୍ତାନକୁ କଣ୍ଟାର ଯବାବ କଣ୍ଟାରେ ଦେଲାଭଳି ଏମିତି ଏକ ଆକ୍ରମଣ ଆଜି କରିଛି ଯାହା ପାକିସ୍ତାନ ଆତହ୍କବାଦୀମାନଙ୍କର ଆଖିରୁ ନୀଦ ହୋଜିଜାଇଛି । ମାତ୍ର 12 ଦିନ ପରେ ଭାରତ ପାକିସ୍ତାନ ଆତଙ୍କବାଦୀ ମାନଙ୍କର ଯବାବ ଦେଲେ ଯାହା ସଂପୂର୍ଣ୍ଣ ଭୟଙ୍କର ଥିଲା । କାରଣ ଆମର ବାୟୁସେନା ଯେପରି ପାକିସ୍ତାନକୁ ତାହାର ଯବାବ ଦେଲେ ସେଥିରେ ଅନେକ ଆତଙ୍କବାଦୀଙ୍କର ପ୍ରାଣ ଯାଇଛି ।

ଏହି ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀ ମାନଙ୍କର ୩ ଟି ଶିବିରକୁ ଧ୍ଵଂସ କରଯାଇଥିଲା ଯାହା ତାଙ୍କ ମନରେ ଭୟ ସୃଷ୍ଟି କରିପାରିଛି । ଜୈଶ ମହମ୍ମଦ ଯିଏ କି ଆତଙ୍କବାଦୀ ମାନଙ୍କର ମାଷ୍ଟର ତାର ମୁଖ୍ୟ ଆଡ୍ଡା ମଧ୍ୟ ଏହି ଆକ୍ରମଣ ଦ୍ବାରା ଧଂଶ ହୋଇଛି । ଏହା ପରେ ସେମାନେ ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଥିବାର ସୂଚନା ମିଳିଛି । ଜୈଶ ସେ ଏକ ଚିଠିରେ ଲେଖିଛନ୍ତି କି ମୋଦୀଙ୍କର ରାଲିରେ 2 କେ.ଜି ର RDX ରେ ଉଡିବ ତାଙ୍କ ସଭା ମଞ୍ଚ । ତେବେ ଆସନ୍ତୁ ଜାଣିବା କଣ ସତରେ ମହମ୍ମଦଙ୍କର ଏଚିଠି ସତ ଏବଂ ତାଙ୍କର ଧମକ କଣ ଭାରତ ଉପରେ ପୁଣିଥରେ କ୍ଷତିରେ ପକାଇବ ?

ତେବେ ଏହି ଚିଠି ଅନୁସାରେ ସେମାନେ ଏମିତି କିଛି ଯୋଜନା କରିଛନ୍ତି, ଯେ ପ୍ରଥମେ ଦିଲ୍ଲୀ- କାନପୁର ରୋଡ଼ରେ କାନପୁର ପୂର୍ବରୁ ୩୦ କିଲୋମିଟର ଦୂରତାରେ ୨୭ ଫେବ୍ରୁଆରୀରେ ଗୋଟିଏ ପୁଲିଆ କୁ ବ୍ଲାଷ୍ଟ କରି ଉଡାଇବାର ଅଛି । ଦେଢ଼ କିଲୋ RDX ବିସ୍ଫୋଟ ଦ୍ୱାରା ଦିଲ୍ଲୀ ଓ କାନପୁର ଶତାବ୍ଦୀକୁ ମଧ୍ୟ ଟାର୍ଗେଟ ରଖାଯାଇଛି । ଆନନ୍ଦ ବିହାର ବସ ଷ୍ଟେସନରେ ଗୋଟିଏ ଦିନ ପୂର୍ବରୁ ବିସ୍ଫୋରଣ କରାଇ ଦିଆଯିବ ।

ତେବେ ସେହି ଚିଠିରେ ଜୈଶ ଏମିତି ବି ଲେଖିଛନ୍ତି ଯେ ମୋଦୀଙ୍କର ମଞ୍ଚକୁ ବୋମାରେ ଉଡାଇ ଦିଆଯିବା ।  ଏହି ଧମକ ଭରା ଚିଠିର ଯାଞ୍ଚ ଏବେ ଏଟିଏସ କରୁଛି । ସେହି ଚିଠି ଦ୍ୱାରା ମିଳିଥିବା ଧମକୀ ଗୁଡିକୁ ଗମ୍ଭୀରତାର ସହ ନିଆ ଯାଇଛି । ସମସ୍ତ ଉଚ୍ଚ ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଯାଇଛି । କିଛି ଯାଞ୍ଚ ଅଧିକାରୀଙ୍କ କହିବା ଅନୁଯାୟୀ ଯେଉଁ ହିସାବରେ ଚିଠି ଲେଖା ଯାଇଛି ତାହା କାହାର ଥଟା ବୋଲି ମନେ ହେଉଛି ।

ମାନ୍ୟବର ପ୍ରଧାନମନ୍ତ୍ରୀ ପାକିସ୍ତାନକୁ ଏପରି ହାମଲା ପାଇଁ ଆାମର ବାୟୁସେନାଙ୍କୁ ସ୍ବାଧୀନତା ଦେଇଥିବାରୁ ତାଙ୍କୁ ବହୁତ କୃତଜ୍ଞତାଜ୍ଞାପନା କରୁଛନ୍ତି ସମଗ୍ର ଭାରତ ବାସୀ । ତେଣୁ ଏପରି ସମୟରେ ମୋଦୀଙ୍କୁ ଆତଙ୍କବାଦୀର ମୁହତୁଡ ଯବାବ ଦେବା ଉଚିତ ଏବଂ ସାମ୍ମନା କରି ତାଙ୍କର ଏହି ଧମକକୁ କଡାଯବାବ ଦେବା ଦରକାର । ଏହି ବିଷୟରେ ଆପଣଙ୍କର କଣ ମତ ନିଶ୍ଚୟ ଜଣେଇବେ, ଅନ୍ୟମାନଙ୍କୁ ଏହି ବିଷୟରେ ଜଣାଇବା ପାଇଁ ଲେଖାଟିକୁ ଶେୟାର କରିବେ ।

Leave a Reply

Your email address will not be published. Required fields are marked *