କାଳ ହେଲା ମର୍ନିଙ୍ଗ ୱାର୍କ ! ବ୍ୟକ୍ତିଙ୍କ ସହ ହେଲା କିଛି ଏମିତି… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘଟଣା ଦେଖିବାକୁ ମିଳୁଛି । ବିଶେଷ କରି ସଡକ ଦୁ-ର୍ଘ-ଟ-ଣା ଅଧିକ ମାତ୍ରା ରେ ଘଟୁଛି । ଯାହା ପାଇଁ ଲୋକ ମାନଙ୍କର ଜୀବନ ହାନି ହେଉଛି ତ କିଛି ଲୋକଙ୍କର ଅନେକ କ୍ଷ-ତି ହେଉଛି । କିନ୍ତୁ ପୋଲିସ ଦୁ-ର୍ଘ-ଟ-ଣା କରିଥିବା ବ୍ୟକ୍ତି କୁ ଧରିବାରେ କେବେ ସଫଳ ହେଉଛି ତ ଆଉ କେତେବେଳ ବି-ଫ-ଳ ହେଉଛି । ତେବେ ଆଜିର ଆମର ବିଷୟ ବସ୍ତୁ ଏହାକୁ ଆଧାର କରି ରହିଛି ।

ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ର ବାଙ୍ଗିରିପୋଷି ଥା-ନା ଅନ୍ତର୍ଗତ ମଣଦା ଗାଁ ଛକ ରେ ଅଜଣା ଗାଡି ଧ-କ୍କା ରେ ଜଣେ ବ୍ୟକ୍ତି ଙ୍କ ମୃ-ତ୍ୟୁ ହୋଇଛି । ବ୍ୟକ୍ତି ଜଣକ ସକାଳେ ମରନିଙ୍ଗ ୱାର୍କ କରି ଯାଉଥିବା ବେଳେ ତାଙ୍କ ସହ ଏପରି ଦୁ-ର୍ଘ-ଟ-ଣା ଘଟିଛି । ସେଠିକାର ସ୍ଥାନୀୟ ଲୋକ ମାନଙ୍କ କହିବା ଅନୁଯାୟୀ ଅଜଣା ବ୍ୟକ୍ତି ଜଣକ ରାସ୍ତା ରେ ଚାଲି ଚାଲି ଯାଉଥିବା ବେଳେ ଗୋଟେ ଗାଡି ପଛରୁ ଆସି ତାଙ୍କୁ ଧ-କ୍କା ମା-ରି ଫେ-ରା-ର ହୋଇ ଯାଇଥିଲା । ଏହା ପରେ ସେଠାରେ ଉପସ୍ଥିତି ଥିବା ଲୋକ ମାନେ ଅଜଣା ବ୍ୟକ୍ତି ଙ୍କୁ ତୁରନ୍ତ ହସପିଟାଲ ନେଇଥିଲେ ।

କିନ୍ତୁ ସେତେବେଳ ଡାକ୍ତର ସେହି ଅଜଣା ବ୍ୟକ୍ତି ମୃ-ତ ବୋଲି ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ପୋ-ଲି-ସ ଏହି ଘଟଣା ର ତ-ଦ-ନ୍ତ ଜାରି ରଖିଛି । ସ୍ଥାନୀୟ ଲୋକ ମାନେ ଗାଡି କୁ ଧରିବା ସହ ତାର ଡ୍ରାଇଭର ଓ କ୍ଷତିପୂରଣ ଦେବା ପାଇଁ ଦାବି କରି ଜାତୀୟ ରାସ୍ତା ଅ-ବ-ରୋ-ଧ କରିଛନ୍ତି । ଅଜଣା ବ୍ୟକ୍ତିଙ୍କର ମୃ-ତ୍ୟୁ ପରେ ତାଙ୍କ ପରିବାର ଲୋକ ମାନେ ଅ-ପ-ରା-ଧୀ କୁ ଧ-ରି-ବା ପାଇଁ ଅ-ଭି-ଯୋ-ଗ କରିଛନ୍ତି ।

ତେବେ ଘଟଣା ସ୍ଥଳ ରେ ପୋ-ଲି-ସ ପହଞ୍ଚି ଏହାର ଯା-ଞ୍ଚ ପରତାଳ ଆରମ୍ଭ କରିଛି । କିନ୍ତୁ ଏ ଯାଏଁ ଗାଡି କି ଡ୍ରାଇଭର ର କୌଣସି ପତ୍ତା ମିଳି ନାହି ବୋଲି ସୂତ୍ର ରୁ ଜଣା ପଡିଛି । ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ଲୋକ ମାନେ ଗାଡି ଚଳାଇବା ସମୟରେ କିଛି ଭାବୁ ନାହାନ୍ତି । ଏମିତି ଗାଡି ଚଲାଉଛନ୍ତି ଯାହା ପାଇଁ ଅନ୍ୟ ଜଣେ ବ୍ୟକ୍ତିର ଜୀବନ ଚାଲି ଯାଉଛି ।

ବନ୍ଧୁଗଣ ଏଥିପାଇଁ ସ୍ଥାନୀୟ ଲୋକ ମାନେ ଯେଉଁ ଦାବି କରିଛନ୍ତି ତାହା କେତେ ଦୂର ଠିକ ତାହା ଆପଣ ମାନେ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *