Naba Dasଙ୍କୁ ମାରିଥିବା Gopalକୁ ନେଇ ବଡୁଛି କୌତୁହଳ, ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ! ଦେଖନ୍ତୁ କଣ କହୁଛନ୍ତି ତାଙ୍କୁ ଜାଣିଥିବା ଲୋକ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସାରା ଓଡିଶାରେ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃ-ତ୍ୟୁ ମାମଲାକୁ ନେଇ ବିବାଦ ଲାଗି ରହିଛି । ମନ୍ତ୍ରୀ ନବ ଦାସ ଙ୍କ ମୃ-ତ୍ୟୁ ର ମୁଖ୍ୟ ଅ-ଭି-ଯୁ-କ୍ତ ହେଉଛନ୍ତି ଗୋପାଳ ଦାସ । ଦିନକୁ ଦିନ ଏହି ଘଟଣା କୁ ନେଇ ଚାଞ୍ଚଲ୍ୟ କର ଖବର ଗଣମାଧ୍ୟମ ରେ ସାମ୍ନା କୁ ଆସୁଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରୁଛି ।

ତେବେ ନବ ଦାସ ଙ୍କ ମୃ-ତ୍ୟୁ ମାମଲାକୁ ନେଇ ଲୋକ ମାନେ ଯେତିକି ଆଗ୍ରହ ହେଉ ନାହାନ୍ତି ଜାଣିବାକୁ ତା ଠାରୁ ଅଧିକ ଅ-ଭି-ଯୁ-କ୍ତ ଗୋପାଳ କୃଷ୍ଣ ଦାସ ଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଆଗ୍ରହୀ ହେଉଛନ୍ତି ସର୍ବ ସାଧାରଣ । ଯାହାକୁ ନେଇ ଏବେ କୌତୁହଳ ଦେଖା ଯାଇଛି । ତେବେ ଦିନକୁ ଦିନ କ୍ରାଇମବ୍ରାଞ୍ଚ ତଦନ୍ତ ଯେତିକି ଯେତିକି ଆଗକୁ ଯାଉଛି ଗୋପାଳଙ୍କ ବିଷୟରେ ଜାଣିବା ପାଇଁ ଅହେତୁକ କୌତୁହଳ ସୃଷ୍ଟି ହେଉଛି ।

ଗୋପାଳ ଜଣେ ଭଲ ଗାୟକ ଥିବା କହିଛନ୍ତି ଝାରସୁଗୁଡା ରେ ତାଙ୍କୁ ଯାଇଥିବା ଲୋକ ମାନେ । ସ୍ଥାନୀୟ ସ୍ଵେଚ୍ଛା ସେବି ମାନେ କହିଛନ୍ତି ଗୋପାଳ ଦାସ ଖଟି ରେ ବସିଲେ 8ରୁ 10 ଜଣ ବୁଢା ଙ୍କୁ ଚାହା ନ ପିଆଇ ଛାଡୁ ନ ଥିଲେ । ବହୁତ ଭଲ ଲୋକ ଥିଲେ ଗୋପାଳ । ତାଙ୍କର ବ୍ରହ୍ମପୁର ହୋଟେଲ ରେ ଖାଇବା ପାଇଁ ଲୋକଙ୍କ ଭିଡ ଯମୁଥିଲା ବୋଲି ଲୋକେ କହିଛନ୍ତି ।

ସ୍ଥାନୀୟ ଅଞ୍ଚଳରେ ନାଚ ଗୀତ ହେଲେ ସେଠାରେ ପହଞ୍ଚି ଯାଆନ୍ତି ଗୋପାଳ । ଆଉ ସେଠାରେ ସେ ଗାଉଥିଲେ ହିନ୍ଦୀ ସିନେମାର ଗୀତ । ଝାରସୁଗୁଡା ରେ କୁଆଡେ ଅନେକ ଉଶ୍ଚବ ରେ ଗୀତ ଗାଇଛନ୍ତି ଗୋପାଳ । ବ୍ରହ୍ମପୁର ର ମୂଳ ନିବାସିକ ଗୋପାଳ ଦାସ ଜଣେ ଭଲ ଫୁଟବଲ ଖେଳାଳି ଥିଲେ । ସେଠାରେ ଥିବା ବେଳେ ସେ ଅନେକ ଥର ଖେଳରେ ଭାଗ ନେଇଛନ୍ତି ।

ପ୍ରତି ଦିନ ପଡିଆରେ ସେ ଫୁଟବଲ ଖେଳିବାକୁ ଭଲ ପାଉଥିଲେ । ଏପରିକି ଝାରସୁଗୁଡା ରେ ମଧ୍ୟ ଗୋପାଳ ଫୁଟବଲ ଖେଳୁଥିବା ଅନେକ ଲୋକ ଦେଖିଛନ୍ତି । ସେପଟେ ଗୋପାଳ ଙ୍କ ସମ୍ପର୍କ ରେ କ୍ରାଇମ ବ୍ରାଞ୍ଚର ତଦନ୍ତ ଜାରି ରହିଛି । ତେବେ କେତେ ଜଲ୍ଦି ଏହି ଘଟଣାର ଉଦ୍ଦେଶ୍ୟ କ୍ରାଇମ ବ୍ରାଞ୍ଚ ବାହାର କରି ପାରୁଛି ତାହା ଦେଖିବାକୁ ବାକି ରହିଲା ।

ତେବେ ଗୋପାଳ ଙ୍କ ସପକ୍ଷ ରେ ଯେଉଁ ମାନେ କହୁଛନ୍ତି ତାହା କେତେ ସତ ତାହା ତ ସମୟ କହିବ । କିନ୍ତ ନବ ଦାସ ଙ୍କୁ ମା-ରି-ବା ପଛରେ ପ୍ରକୃତ କଥା କଣ ରହିଛି ସେ ନେଇ ଅଧିକ ଖୋଳତାଡ ଚଲାଇଛି କ୍ରାଇମ ବ୍ରାଞ୍ଚ ।   ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *