ଚାହୁଁ ଚାହୁଁ ବିତିଗଲା 11 ଦିନ, Aklantଙ୍କୁ ଝୁରି ଝୁରି କାନ୍ଦୁଛନ୍ତି Amlan, ଦେଖନ୍ତୁ Video

ଚାହୁଁ ଚାହୁଁ 11 ଦିନ ବୀତି ଗଲା ଆଉ ଭାଇକୁ ପର କରି ଭାଇ ଚାଲି ଗଲା । ଦିନ ଥିଲା 24 ଜାନୁୟାରୀ ଆଉ ସମୟ ଥିଲା ରାତି 12 ଟା ବାଜି 3 ମିନିଟ । ହଠାତ ଅମ୍ଳାନଙ୍କ ପାଖକୁ ଫୋନ କଲ୍ ଆସିଲା ରିକି ଆଉ ନାହିଁ ଏହା ଶୁଣି ଅମ୍ଳାନ ଆଶ୍ଚର୍ଯ୍ୟ ହେଇଗଲେ । ଆଉ ଭାବିଲେ ସତରେ କଣ ରିକି ମୋତେ ପର କରି ଚାଲି ଗଲା । ଏପରି କିଛି କହି ଭୋ ଭୋ ହୋଇ କାନ୍ଦି ପକାଇଲେ ଅମ୍ଳାନ ।

ଭାଇର ମୃ-ତ୍ୟୁ-କୁ ଆଜି ବି ବିଶ୍ଵାସ କରୁ ନାହାନ୍ତି ପୁରା ଭାଙ୍ଗି ପଡି ଛନ୍ତି ଅମ୍ଳାନ । ସେପଟେ ଆଜି ଭାଇର ପୂଜାରେ ବସି ଛନ୍ତି ଅମ୍ଳାନ । ତାର ଅମର ଆ-ତ୍ମା-ର ସ-ଦ-ଗ-ତି ପାଇଁ ଅମ୍ଳାନ ପୂଜା କରୁ ଥିବାର ଦେଖିବାକୁ ମିଳିଛି । ଭାଇ କୁ ନେଇ କେତେ କଥା ଭାବି ଥିଲେ ଅମ୍ଳାନ ଭାଇ ପାଇଁ କିଛି କରିବି । ବାପା ଗଲା ବେଳେ ଗୋଟେ କଥା କହିଥିଲେ ଅମ୍ଳାନ ତତେ ରିକି ଲାଗିଲା ହେଲେ ମୁଁ ବାପାଙ୍କୁ ଦେଇଥିବା କଥା ରଖି ପାରିଲିନି ।

ଭଗବାନ ମୋ ଭାଇ ତୁମର କଣ ଦୋଷ କରିଥିଲା ଏତେ ଜଲ୍ଦି ତାକୁ ଏତେ ବସ ଶାସ୍ତି ଦେଲ । ଆଉ ଏବେ ମିହିର ଦାସ ଙ୍କ ପରିବାରରେ କେବଳ ଅମ୍ଳାନ ଙ୍କ ଛଡା ଆଉ କେହି ନାହାନ୍ତି । ଏବେ ଏକୁଟିଆ ରହିବାକୁ ପଡିବ ଅମ୍ଳାନ ଙ୍କୁ । ଆଉ ସବୁ ପରିସ୍ଥିତିକୁ ସାମ୍ନା ବି କରିବାକୁ ପଡିବ । କଟକ ଅନ୍ତର୍ଗତ ରାମ ନଗରରେ ରିକି ଙ୍କ ଏ-କା-ଦ-ଶ ପୂଜା ଚାଲିଛି । ପୂଜାରେ ବସିଛନ୍ତି ବଡ ଭାଇ ଅମ୍ଳାନ ।

ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ କିଭଳି ଅମ୍ଳାନ ଦୁଃଖରେ ଭାଙ୍ଗି ପଡି ଛନ୍ତି । ଭାଇକୁ ଝୁରି ଝୁରି ଦୁଃଖରେ ଭାଙ୍ଗି ପଡିଛନ୍ତି ଅମ୍ଳାନ । ଆଉ ଏବେ ବାପା ଗଲେ ମାଆ ଗଲେ ଆଉ ଶେଷରେ ଭାଇ ବି ଛାଡି ଚାଲି ଗଲା । ଏକୁଟିଆ କରି ଦେଇ ସମସ୍ତେ ମତେ ଆର ପାରିକୁ ଚାଲି ଗଲେ । ମୋ କଥା ଟିକେ ବି କେହି ଭାବିଲେନି ତୁମେ ଯେଉଁଠି ବି ଥାଅ ଭଲରେ ଥାଅ । କେବଳ ତୁମ ମାନଙ୍କ ଆଶୀର୍ବାଦ ମୋ ଉପରେ ସବୁବେଳେ ରହିଥାଉ ।

ମିସ ୟୁ ରିକି ତୁ ମୋର ସବୁ ମନେ ପଡିବୁ । ସବୁବେଳେ ତୋର ସେଇ ଭାଇ ଡାକ ମନେ ପଡିବ । ଆଉ ତୋତେ ଛାଡି ମୁଁ କେବେ ବି ରହି ପାରିବି ନାହି । ମୁଁ ଯେତେ ଦିନ ବଞ୍ଚିବୀ ସେତେ ଦିନ ତୋର ଫୋଟୋ ଦେଖିକି ବଞ୍ଚିବୀ । ଆମର ବୁଲାବୁଲି କଥା ମୋର ସବୁ ମନେ ପଡିବ ରିକି । ଏଭଳି କିଛି ଭାବି ମନରେ ମନରେ କାନ୍ଦୁଛନ୍ତି ଅମ୍ଳାନ ।

ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ନେଇ ସମସ୍ତେ ସ୍ତବ୍ଧ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *