Navratri Special: ନବରାତ୍ରିର ପ୍ରଥମ ଦିନରୁ ମାତାରାନୀ ବଦଳାଇବେ ଏହି ରଶିଙ୍କ ଭାଗ୍ୟ

ମା ଦୂର୍ଗା ବହୁତ ଦୟାବାନ ଅଟନ୍ତି, ଯେଉଁ ଲୋକ ତାଙ୍କ ଚରଣରେ ନତ ମସ୍ତକ ହୋଇ ନମନ କରିଥାଏ ଓ ନିଜ ଜୀବନ ମାତାଙ୍କ ଭରସାରେ ଛାଡି ଥାଏ ସେହି ଭଳି ବ୍ୟକ୍ତିଙ୍କ ଜୀବନ ବଦଳିଯାଇଥାଏ । ଜୀବନରେ କୌଣସି ପ୍ରକାର ଦୁଃଖ ହେଲେ ମନ ଦୁଃଖ କରନ୍ତୁ ନାହିଁ ମାତାଙ୍କ ପାଖରେ ମୁଣ୍ଡିଆ ମାରନ୍ତୁ ଓ ମା ଦୂର୍ଗାଙ୍କ ଭରସାରେ ନିଜ ଜୀବନ ଛାଡି ଦିଅନ୍ତୁ ମାତା ଆପଣଙ୍କ ଜୀବନରେ ସବୁ ସୁଖ ଫେରେଇବେ ।

ତେବେ ମଣିଷକୁ ନିଜ ପରିଶ୍ରମ ବନ୍ଦ କରିବା ଉଚିତ ନୁହ କେବେ ବି କାହାକୁ କଷ୍ଟ ଦେଲା ଭଳି କାମ କରନ୍ତୁ ନାହିଁ । ଆଜିଠାରୁ ମତାରାଣୀଙ୍କ ନବରାତ୍ରି ପୂଜାର ଆରମ୍ଭ । ଯଦି ଆପଣ ମଧ୍ୟ ମାତାଙ୍କ କୃପା ଚାହୁଁଛନ୍ତି ତେବେ ଏହି ୯ଦିନ ମା’ଙ୍କର ଆରାଧନା ନିଶ୍ଚୟ କରନ୍ତୁ ।

Image Courtesy: Google

୧. ବୃଷ ରାଶି :

ବୃଷ ରାଶି ଲୋକଙ୍କ ଉପରେ ମା ଦୂର୍ଗା ବହୁତ ପ୍ରସନ୍ନ ଅଛନ୍ତି ଆପଣଙ୍କୁ କେବଳ ମନ ଦେଇ କାମ କରିବାର ଅଛି ଓ ମାଙ୍କ ଆଗରେ ମୁଣ୍ଡିଆ ମାରନ୍ତୁ, ମନ ଓ ଧ୍ୟାନ ଦେଇ ପୂଜା କରନ୍ତୁ । ଏହି ନବରାତ୍ରି ମାଙ୍କ ଆରତୀ କରନ୍ତୁ ଓ ସନ୍ଧ୍ୟାରେ ଦୀପ ପ୍ରଜ୍ଵଳନ କରନ୍ତୁ ।

୨. କନ୍ୟା ରାଶି :

ଏହି ରାଶି ଲୋକ ବହୁତ ସମୟ ଧରି ନିଜ ଭାଗ୍ୟ ଉଦୟ ହବା ପାଇଁ ଅପେକ୍ଷାରେ ରହିଥିଲେ ଏହି ନବରାତ୍ରିରେ ତାଙ୍କ ଭାଗ୍ୟ ଉଦୟ ହୋଇଛି । ଏହି ରାଶି ଲୋକ ବହୁତ ଟଙ୍କା ରୋଜଗାର କରନ୍ତି କିନ୍ତୁ ସବୁ ଖର୍ଚ ହୋଇଥାଏ ତେବେ ବହୁତ ଦୁଖୀ ରୁହନ୍ତି କିନ୍ତୁ ଏବେ ଏମିତି ଆଉ ହବ ନାହିଁ ମାତା ରାନୀଙ୍କ କୃପାରୁ ଆପଣଙ୍କ ଆର୍ଥିକ ସବୁ ସମସ୍ଯା ବହୁତ ଶୀଘ୍ର ଦୂର ହୋଇଯିବ, ସନ୍ଧ୍ୟା ସକାଳେ ମାତାଙ୍କ ଆରତୀ ପାଠ କରନ୍ତୁ ଓ ପ୍ରତିଦିନ ନାଲି ମନ୍ଦାର ଫୁଲ ଅର୍ପଣ କରନ୍ତୁ ଦେଖିବେ ଆପଣାଙ୍କ ଜୀବନରେ ବହୁତ କିଛି ଭଲ ହବ ।

୩. ବିଛା ରାଶି :

ବିଛା ରାଶି ଜାତକଙ୍କ ପାଇଁ ବହୁତ ଶୁଭ ଫଳ ସମୟ ଅଟେ । ଯଦି ଆପଣ ନିଜ ଭାଗ୍ୟ ଉଦୟ କରିବାକୁ ଚାହନ୍ତି, ତେବେ ଆପଣଙ୍କୁ ନିଜ ଖରାପ ଅଭ୍ଯାସ ଗୁଡିକ ଏହି ନବରାତ୍ରିରେ ଛାଡିବାକୁ ହବ । ଆପପଣଙ୍କ ଜୀବନରେ ସୁଖ ଓ ଶାନ୍ତି ଆସିବ ଓ ତା ପାଇଁ ଆପଣଙ୍କୁ କିଛି ଧାର୍ମିକ କାର୍ଯ୍ୟ କରିବା ଉଚିତ । ଏହି ରାଶି ଲୋକଙ୍କୁ ଚାକିରି ପ୍ରାପ୍ତ ହବ ବା ପ୍ରୋମୋସନ ମଧ୍ୟ ହୋଇପାରେ ।

Image Courtesy: Google

୪. ସିଂହ ରାଶି :

ଏହି ରାଶି ଲୋକ ଧର୍ମ ଓ ଧାର୍ମିକ କାର୍ଯ୍ୟରେ ବହୁତ ମାନ୍ୟତା ରଖନ୍ତି, ଏହି ରାଶି ଜାତଙ୍କ ଜୀବନରେ ବହୁତ ସୁଖ ସମୟ ଆସିଛି, ଏହି ରାଶି ଜାତକଙ୍କୁ ମା ଦୂର୍ଗାଙ୍କ ସ୍ତୁତି କରିବା ଉଚିତ ଆପଣ ଚାହିଁଲେ ମାଙ୍କୁ ଘରେ ବସେଇ ପାରିବେ ତେବେ ଆପଣଙ୍କ ଘରେ ଜଗରାତା କରନ୍ତୁ ଦେଖିବେ ସବୁ ଦୁଖ ଅସୁବିଧା ସବୁ ଦୂର ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *