‘Nadiya Ke Paar’ ଫିଲ୍ମର ଅଭିନେତା ଚନ୍ଦନ ଆଜି ଦେଖାଯାଉଛନ୍ତି ଏତେ Handsome

ବନ୍ଧୁଗଣ ଆପଣ ନଦିୟାକା ପାର ଏହି ଫିଲ୍ମତ ନିଶ୍ଚିତ ରୂପରେ ଦେଖିଥିବେ । ଏହି ଫିଲ୍ମ ସେହି ସମୟରେ ବହୁତ ବଡ ହିଟ ଫିଲ୍ମ ହୋଇଥିଲା । ଏହା କାରଣ ହୋଇଛି ଆଜି ମଧ୍ୟ ଲୋକ ସେହି ଫିଲ୍ମକୁ ଦେଖିବାକୁ ପସନ୍ଦ କରିଥାନ୍ତି । ଏହି ଫିଲ୍ମ ଏତେ ହିଟ ହୋଇଥିଲାକି ସେହି ସମୟରେ ଏହାର ସିକୁଏନ୍ସ ମଧ୍ୟ ବନାଯାଇଥିଲା । ଯାହାର ନାମ ଥିଲା ହାମ ଆପକେ ହେ କନ, ଯେଉଁଥିରେ ସଲମାନ ଲିଡ ରୋଲ କରିବାରେ ନଜର ଆସିଥିଲେ ।


କନ ଆପଣ ନଦୀୟାକି ପାରରେ ଅଭିନୟ କରିଥିବା ଅଭିନେତା ଆଜି କନ କରୁଛନ୍ତି କିପରି ଅଛନ୍ତି ଜାଣିଛନ୍ତିକି । ଫିଲ୍ମ ନଦୀୟକୀ ପାରରେ ଲିଡ ରୋଲରେ ଅଭିନୟ କରିଥିବା ଅଭିନେତାଙ୍କ ନାମ ସଚିନ ପିଲଗବାଙ୍କର ଅଟେ । ତାଙ୍କର ଜନ୍ମ ୧୭ ଅଗଷ୍ଟ ୧୯୫୭ ରେ ମୁମ୍ବାଇରେ ହୋଇଥିଲା । ସେତାଙ୍କର  ଫିଲ୍ମ କ୍ଯାରିଅର ଫିୟଳ୍ମ ଗୀତ ଗାତେ ଜା, ରୁ କରିଥିଲେ । ଏଥିରେ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରାଯାଉ ଥିଲା ।


ଏହା ଛଡା ସେ ଫିଲ୍ମ ଆଖିୟୋନକି ଝରକାରେ ମଧ୍ୟ କାମ କରିଥିଲେ ।  ଏହି ଫିଲ୍ମ ହିଟ ହୋଇନଥିଲା କିନ୍ତୁ ଫିଲ୍ମ ର ଗୀତା ବକ୍ସ ଅଫିସରେ ଧୁମ ମଚାଇ ଥିଲା । ଏହା ପରେ ସଚିନ ଫିଲ୍ମ ବାଳିକା ବଧୂରେ ନଜର ଆସିଥିଲେ । ଏଥିରେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରାଯାଉଥିଲା । ଏହି ଫିଲ୍ମ ତାଙ୍କୁ ଖାସ ପରିଚୟ ମିଳିଥିଲା । କାରିୟର ସୁପରହିଟ ଫିଲ୍ମ କରିବା ପରେ ତାଙ୍କୁ ଆଉ ଗୋଟେ ଫିଲ୍ମ ନଦୀୟକି ପାର ରେ ମଧ୍ୟ କାମ କରିଥିଲେ ।


ଏହା ତାଙ୍କ ଜୀବନର ସବୁଠୁ ସୁପରହିଟ ଫିଲ୍ମ ବନିଯାଇଥିଲା । ଦର୍ଶକ ଆଜି ମଧ୍ୟ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି । ସଚିନ ଏହି ଫିଲ୍ମରେ ଚନ୍ଦନର ଚରିତ୍ର ନିଭାଇ ଥିଲେ । ଆଉ ତାଙ୍କ ଅପଜିଟରେ ସାଧନା ସିଂହ ବା ଗୁଞ୍ଜା ନଜର ଆସିଥିଲେ । ଦୁଇଜଣକ ଯୋଡିକୁ ଫିଲ୍ମରେ ବହୁତ ପସନ୍ଦ କରାଜାଥିଲା । କିନ୍ତୁ ବହୁତ ଜଲ୍ଦି ସଚିନଙ୍କ କ୍ଯାରିଅର କମ ହୋଇଥିଲା, ତାଙ୍କର ଶେସ ଫିଲ୍ମ ଦୁଲହନ ୱୋହୀ ଜୋ ପିଆ ମନକୋ ଭାଏ, ରେ ଦେଖାଯାଇଥିଲେ ।


ତାପରେ ସଚିନ କେବେ ଫିଲ୍ମରେ ନଜର ଆସିନଥିଲେ । ତାଙ୍କର କାରିୟର କମ ହରୁଥିବା ଦେଖି ଟିଭି ଇଣ୍ଡଷ୍ଟ୍ରିରେ ରହିଜାଇଥିଲେ ।ଯାହା ତାଙ୍କୁ ପ୍ରଥମ ଟିଭି ସିରିୟାଲ ତୁ ତୁ ମେଂ ମେଂ ରେ ଦେଖିଥିବେ । ଏହା ଛଡା ଟିଭି ସୋ ଚାଲତି କି ନାମ ଗାଡିରେ ମଧ୍ୟ ନଜର ଆସିଥିଲେ । ଆଜି ଶେ ପୂର୍ବ ଅପେକ୍ଷା ବହୁତ ବଦଳି ଗଲେଣି ଓ ଶେ କଫି ଏଜେଡ ଦେଖାଯାଉଛନ୍ତି । ଟ୍ଯାବକୁ ପ୍ରଥମ ନଜରେ ଚିହ୍ନିବା ମୁସ୍କିଲ  ହୋଇଥାଏ । କିନ୍ତୁ ଆଜି ମଧ୍ୟ ଟିଭି ସଫର ତାଙ୍କର ଚାଲୁରହିଛି ।  ଶେ ଏବେ ଜଣାଶୁଣା ନିର୍ଦେଶକ ଓ ନିର୍ମାତା ମଧ୍ୟ ହୋଇଛନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *