ନଣନ୍ଦ ଙ୍କ ସହ ମିଶି ଜବରଦସ୍ତ ଡ୍ୟାନ୍ସ କଲେ ଓଡିଆ ହିରୋଇନ Archita Sahu, ଦେଖନ୍ତୁ Video

ଓଲିଉଡ ଇଣ୍ଡଷ୍ଟ୍ରି ରେ କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । କେବଳ ସେତିକି ନୁହେଁ ସେମାନେ ନିଜର ଷ୍ଟାଇଲିସ ଅନ୍ଦାଜ, ପର୍ଶନାଲିଟି ଓ ସୁନ୍ଦରତା ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ଓଡିଆ ଜଗତର କଳାକାର ମାନେ କେହି କାହ ଠାରୁ କମ ନୁହନ୍ତି ।

ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ଶୁ-ଟି-ଙ୍ଗ ସେଟ ରୁ ପ୍ରେମ କରି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଏମିତି ଅନେକ ଯୋଡି ଅଛନ୍ତି ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଅର୍ଚ୍ଚିତା ନିଜ ନଣନ୍ଦଙ୍କ ସହ କିପରି ଡ୍ୟାନ୍ସ ପର୍ଫୋମାଂସ ଦେଇଛନ୍ତି ସେହି ବିଷୟରେ କହିବାକୁ କରିବାକୁ ଯାଉଛୁ । ଓଡିଆ ଜଗତରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ କିଏ ନ ଜାଣିଛନ୍ତି । ସେ ନିଜର ଦମଦାର ଅଭିନୟ ଏତେ ସୁନ୍ଦର ଭାବେ ପେସ କରନ୍ତୁ ଯାହାକି ଦର୍ଶକ ମାନେ ଖୁବ ଆଗ୍ରହ ର ସହ ଦେଖିବାକୁ ପସନ୍ଦ କରନ୍ତି ।

ଅନେକ ଓଡିଆ ଚଳଚ୍ଚିତ୍ର ରେ ଅର୍ଚ୍ଚିତା ଅଭିନୟ କରି ନିଜର ବେଷ୍ଟ ଦେଇଛନ୍ତି । ଗତ କିଛି ଦିନ ତଳେ ସେ ଓଡିଆ ଜଗତର ଅଭିନେତା ସବ୍ୟସାଚୀ ମିଶ୍ର ଙ୍କୁ ପ୍ରେମ ବିବାହ କରିଛନ୍ତି । ଦୁହିଙ୍କର ଯୋଡି ଓଡିଆ ଚଳଚ୍ଚିତ୍ର ଦୁନିଆରେ ଯେତିକି ସୁନ୍ଦର ଲାଗେ ଠିକ ସେତିକି ରିୟାଲ ଲାଇଫରେ ମଧ୍ୟ ଲାଗୁଛି । ଏହି ଦୁଇ ଯୋଡି ବିବାହ ପରେ ପରସ୍ପର ସହ ବହୁତ ଖୁସିରେ ସମୟ ଅତିବାହିତ କରିବାର ନଜର ଆସୁଛନ୍ତି ।

କୋରୋନା ମହାମାରି ଯୋଗୁ ଫିଲ୍ମ ଶୁ-ଟି-ଙ୍ଗ ବନ୍ଦ ଥିବାରୁ ଏହି ଦୁଇ ନୂଆ ବିବାହିତା ଯୋଡି ସମାଜ ସେବାରେ ନିଜକୁ ନିୟୋଜିତ ରଖିଥିଲେ । ଅସହାୟ ଲୋକଙ୍କୁ ସାହାଜ୍ଯ ହାତ ବଢାଇଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତା । ତେବେ ବର୍ତ୍ତମାନ କୋରୋନା କଟକଣା କୋହଳ ହେବାରୁ ଫିଲ୍ମ ଶୁ-ଟି-ଙ୍ଗ କାମ ଆରମ୍ଭ ହୋଇଛି । ବିବାହ ପରେ ପ୍ରଥମ ଥର ପାଇଁ ଏହି ଦୁଇ ଯୋଡି ଏକ ଆଡ ସୁଟ କରିବାରେ ଏକାଠି ନଜର ଆସିଛନ୍ତି ।

ତେବେ ଏହି ଆଡ ରେ ଅର୍ଚ୍ଚିତା ବହୁତ ସୁନ୍ଦର ଦେଖାଯିବା ସହ ବହୁତ ସୁନ୍ଦର ଶାଢୀ ମଧ୍ୟ ପିନ୍ଧି ଥିବାର ନଜର ଆସୁଛନ୍ତି ଯାହାକୁ ସବ୍ୟସଚୀ ନିଜ ସୋସିଲାଲ ଆକାଉଣ୍ଟ ରେ ନିଜ ଫ୍ୟାନ୍ସ ମାନଙ୍କୁ ଶେୟାର କରିଛନ୍ତି । ତେବେ ଏହି ଭିଡିଓ ରେ ଅର୍ଚ୍ଚିତା ନିଜ ନଣନ୍ଦ ଙ୍କ ସହ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି । ସଂଗୀତାର ତାଳେ ତାଳେ ଅର୍ଚ୍ଚିତା ଓ ତାଙ୍କ ନଣନ୍ଦ ଏତେ ସୁନ୍ଦର ଭାବେ ଡ୍ୟାନ୍ସ କରୁଛନ୍ତି ଯାହାକୁ ଦେଖିଲେ ଲାଗୁ ନାହାଇ ଯେ ଏମାନେ ଭାଉଜ ଓ ନଣନ୍ଦ ବରଂ ଲାଗୁଛି ଦୁଇ ଭଉଣୀ ଏକାଠି ଡ୍ୟାନ୍ସ ପରଫୋମାଂସ ଦେଉଛନ୍ତି ।

ଦୁହିଙ୍କର ସ୍ଟେପ ଏତେ ସୁନ୍ଦର ହେଉଛି ଯାହା ପ୍ରଶଂସାର ଯୋଗ୍ୟ ଅଟେ । ଅର୍ଚ୍ଚିତା ନିଜ ନଣନ୍ଦଙ୍କ ସହ ଏତେ ଭଲ ଡ୍ୟାନ୍ସ କରୁଛନ୍ତି ଯେଉଥିରୁ ଲାଗୁଛି ଯେ ଦୁହିଙ୍କ ମଧ୍ୟରେ କେତେ ଭଲ ସମ୍ପର୍କ ରହିଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *