ନର୍ଥ କୋରିଆରେ ଜୋର ଜବରଦସ୍ତ କରି କରାଯାଉଥିବା ଏହି ଅଜବ ଗଜବ ଚାକିରି ବିଷୟରେ ଜାଣି ଆପଣ ମୁଣ୍ଡରେ ହାତ ଦେବେ

ନର୍ଥ କୋରିଆ ଦେଶ ନା ଆସିଲେ ଆପଣଙ୍କୁ କିଂ ଜୋନ ଚେହେରା ପ୍ରଥମେ ମନେ ପଡିଥାଏ, କିନ ଜୋନ ଏମିତି ଗୋଟେ ରାଜା ଯିଏ ନିଜ ଦେଶ ବାସୀଙ୍କୁ ନିଜ ଗୁଲାମ କରି ରଖିଛନ୍ତି ଏଠାରେ ଲୋକ ଆଜାଦୀ କଣ ବଲି ଜାଣି ନାହାନ୍ତି, ଏଠାରେ କିଂ ଜୋନ ଯାହା କହିବେ ତାହା ନିୟମ ହୋଇଥାଏ ଓ ଯାହା ତାଙ୍କୁ ପସନ୍ଦ ନୁହ ତାକୁ କରିବାର ସାହସ କାହା ପାଖରେ ନାହିଁ, ତେବେ ଆଜି ଆମେ ଆପଣଙ୍କୁ ନର୍ଥ କୋରିଆ ଏମିତି କିଛି ଚାକିରି ବିଷୟରେ କହିବାକୁ ଯାଉଛୁ ଯାହା ବହୁତ ଅଜବ ଗଜବ ହୋଇଥାଏ ।

Image Courtesy: Google

ନର୍ଥ କୋରିଆ ରେ ସମସ୍ତଙ୍କୁ ୧୬ ବର୍ଷ ବୟସରେ ଚାକିରି କରିବାକୁ ପଡିଥାଏ ତାହା ମଧ୍ୟ ସରକାର ଇଛା ଅନୁଯାଇ, ତେବେ ଭାବନ୍ତୁ ନିଜ ଇଛା ରେ ମଣିଷ ଚାକିରି ମଧ୍ୟ କରି ପାରିବେ ନାହିଁ ଓ ୨୫ ବର୍ଷ ବୟସରେ ରିଟାୟଡ ମଧ୍ୟ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଜବ ଗଜବ ଚାକିରି ବିଷୟରେ ।

୧. କଣ ଆପଣ ପଥର ଘସିବା କାମ ବିଷୟରେ ଶୁଣିଛନ୍ତି ତେବେ ଆପଣ ମଧ୍ୟ କହିବେ ଜୋତା ପୋଲିସ ଶୁଣିଛୁ କିନ୍ତୁ ପଥର ପୋଲିସ କେବେ ନୁହଁ, କିନ୍ତୁ ନର୍ଥ କୋରିଆରେ ଏହା ଏକ ଚାକିରି ଅଟେ ଯାହା ମହିଳା ମାନଙ୍କୁ ଦିଆ ଯାଇଥାଏ ।

Image Courtesy: Google

୨. କଣ ଆପଣ ଜାଣିଛନ୍ତି ନର୍ଥ କୋରିଆ ରେ ଗୋଟେ ମହିଳା ସପନ ହୋଇଥାଏ ଟ୍ରାଫିକ ଲେଡି ହବା କାହିଁକିନା ଏହାର ନିଯୁକ୍ତି ନିଜେ କିଂ ଜୋନ କରନ୍ତି, ତେବେ କାମ ଥାଉ ବା ନାହିଁ ଏହି ଟ୍ରାଫିକ ଲେଡି ନିଜ ଫେସନ ଡ୍ରେସରେ ରାସ୍ତା ମଝିରେ ଠିଆ ହୁଅନ୍ତି ତେବେ କଣ ଆପଣ ଜାଣିଛନ୍ତି ନର୍ଥ କୋରିଆ ରେ ୩୦୦ ମହିଳା ଟ୍ରାଫିକ ଲେଡି ହୋଇଥାନ୍ତି । ତେବେ ଟ୍ରାଫିକ ଲେଡି ଅବିବାହିତ ହବା ସହ ସୁନ୍ଦରୀ ଏବଂ ୫ ଫୁଟ ୬ ଇଞ୍ଚ ଲମ୍ବା ହବା ଦରକାର ।

Image Courtesy: Google

୩. ଏଠାରେ ହେୟର ଷ୍ଟାଇଲିଙ୍ଗ ମାନଙ୍କ ଆରାମ ଜୀବନ ଅଟେ କାହିଁକିନା ନର୍ଥ କୋରିଆ ରେ ମହିଳାଙ୍କ ପାଇଁ ୧୮ ଷ୍ଟାଇଲ ଓ ପୁଅଙ୍କ ପାଇଁ କେବଳ ୧୦ ଟୋଟାଲ ୨୮ ହେୟର ଷ୍ଟାଇଲ ପୁରା ନର୍ଥ କୋରିଆରେ ସମସ୍ତଙ୍କୁ ପ୍ରଦାନ କରା ଯାଇଛି ଏହା ଛଡା ଅନ୍ୟ ଷ୍ଟାଇଲ କରି କିଏ ଘରୁ ବାହାରିଲେ ତା ପର ଦିନ ସେ ମିଳିବେ ନାହିଁ କାହିଁକିନା କିଂ ଜୋନ ତାଙ୍କୁ ଉପରେ ପଠେଇ ଦେଇଥିବେ । କିଂ ଜୋନ ହେୟର ଷ୍ଟାଇଲ ସମସ୍ତଙ୍କ ଠାରୁ ଅଲଗା ଅଟେ, ତାଙ୍କ ଷ୍ଟାଇଲ ଯିଏ କରିବ ସେ ସୂର୍ଯ୍ୟ ଦେଖି ପାରିବ ନାହିଁ କାହିଁକିନା ତାଙ୍କୁ ଫାଶି ହୋଇଯାଇଥିବ ।

Image Courtesy: Google

୪. କିଂ ଜୋନ ବାପା ବଞ୍ଚିଥିଲା ଭିତରେ ଗୋଟେ ବିନା କାମ ଚାକିରି ବାହାର କରିଥିଲେ ତାହା ଥିଲା ରାଇସ ଇନ୍ସପେକ୍ଟର ଏହି ଲୋକ ଚାଉଳକୁ ବାଛି ସର୍ବୋତମ ଚାଉଳ ରୋଷେଇଆକୁ ଦଉଥିଲେ ଯାହା ରୋଷେଇ ହେଲା ପରେ କିଂ ଜୋନ ବାପା ସେବନ କରୁଥିଲେ ।

୫. କିନ ଜୋନ ବାପା ନିଜେ ଓ ନିଜ ପରିବାର ଏନଜୟମେଣ୍ଟ ପାଇଁ କିଛି ସୁନ୍ଦର ଝିଅ ଓ ଗାୟକ ମାନଙ୍କୁ ଏହା ଚାକିରି ଦେଇଥିଲେ ଯେ ସେ ନିଜ ରୁଲର କୁ ଏଣ୍ଟରଟେନ କରିବେ ତେବେ ସେ କେବେ ବି ଡକା ଯିବେ ଓ ତାଙ୍କ ପାଖରେ ନିଜ ସରକାରକୁ ଦେଖେଇବା ପାଇଁ କିଛି ନୂଆ ହବା ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *