NCB ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ହେଉଛନ୍ତି Bollywoodର ରିୟଲ ସିଙ୍ଘମ, ନାଁ ଶୁଣିଲେ ଥରହର ବଲୀଉଡ

ନମସ୍କାର ବନ୍ଧୁଗଣ । ଏବେ ଯେଉଁଠି ଶୁଣିବେ କେବଳ ଗୋଟିଏ ନାଁ ରହିଛି ଚର୍ଚ୍ଚା ରେ ସେ ହେଉଛନ୍ତି ଏନସିବୀରେ ଜୋନାଲ ଅଫିସର ସମୀର ୱାଙ୍ଖଡେ । ତାଙ୍କ ନାଁ ଶୁଣିଲେ ଥରହର ହେଉଛି ପୁରା ବଲିଉଡ ଇଣ୍ଡଷ୍ଟ୍ରି । ବଲିଉଡ କେତେ ବଡ ବଡ କଳାକାର ମାନଙ୍କୁ ସମୀର ୱାଙ୍ଖଡେ ପାଣି ପିଆଇ ଦେଇଛନ୍ତି । ଯଦି କାହାର ଭୁଲ ତାହା ତେବେ ସେ କିଛି ଶୁଣନ୍ତି ନାହି ବରଂ ତୁରନ୍ତ ଆ-କ୍ସ-ନ ନିଅନ୍ତି । ତାଙ୍କୁ ବର୍ତ୍ତମାନ ବଲିଉଡ ରିୟଲ ସି-ଙ୍ଘ-ମ କୁହା ଯାଉଛି । ମୁମ୍ବାଇ ଡ୍ର-ଗ୍ସ ମା-ମ-ଲା-ରେ ବଲିଉଡ କିଂ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟାନ ଖାନଙ୍କୁ ଗି-ର-ଫ କରାଯାଇ ବର୍ତ୍ତମାନ ତାଙ୍କୁ ଜେ-ଲ ପଠା ଯାଇଛି ।

ସମୀର ୱାଙ୍ଖଡେ ଡ୍ର-ଗ୍ସ ପାର୍ଟିରେ ଫିଲ୍ମ ଷ୍ଟାଇଲରେ ଏଣ୍ଟ୍ରି ମା-ରି-ଥି-ଲେ । ଯାତ୍ରୀ ହୋଇ ଯାଇ ଆର୍ୟନ ଖାନଙ୍କୁ ଧ-ରି-ଥି-ଲେ । ଏହା ପୂର୍ବରୁ ଅଭିନେତା ସୁଶାନ୍ତ ସିଂଙ୍କ ମୃ-ତ୍ୟୁ ମା-ମ-ଲା-ରେ ଡ୍ର-ଗ୍ସ ଲିଙ୍କ ଥିବା ସାମନାକୁ ଆସିଥିଲା । ସେହି ସମୟରେ ଚର୍ଚ୍ଚାରେ ରହିଥିଲେ ସମୀରା ୱାଙ୍ଖଡେ । ସମୀର ୱାଙ୍ଖଡେ ମହାରାଷ୍ଟ୍ରରେ ରୁହନ୍ତି । ସେ ୨୦୦୮ ବ୍ୟାଚର IRS ଅ-ଫି-ସ-ର- ଅଟନ୍ତି । ତାଙ୍କର ପ୍ରଥମ ପୋଷ୍ଟିଂ ମୁମ୍ବାଇର ଛତ୍ରପତି ଶିବାଜି ଇଣ୍ଟର ନ୍ୟାସନାଲ ଇଣ୍ଡଷ୍ଟ୍ରିର ଡେପୁଟି କମିଶନର ଭାବେ ହୋଇଥିଲା । ଏହା ପରେ ତାଙ୍କୁ ନା-ର୍କୋ-ଟି-କ୍ସ କଣ୍ଟ୍ରୋଲ ବ୍ଯୁ-ରୋ-କୁ- ତ୍ରାସଫର କରି ଦିଆ ଯାଇଥିଲା ।

ସେ ଗତ ଦୁଇ ବର୍ଷ ମଧ୍ୟରେ ୧୦ କୋଟି ଟଙ୍କାର ଡ୍ର-ଗ୍ସ ଓ ନି-ଶା ଦ୍ରବ୍ଯ କେ-ସ-ରେ ପ-ର-ଦା-ଫା-ସ କରି ସାରିଛନ୍ତି । ସେ ଜଣେ ସଚ୍ଚୋଟ ବ୍ୟକ୍ତି ଅଟନ୍ତି । ସେ ତାଙ୍କର ଡିୟୁଟି ସମୟରେ ଅନ୍ୟ କୌଣସି କଥାକୁ ଗୁରୁତ୍ଵ ଦିଅନ୍ତି ଅନହି । ସେ ୧୪ ଡିସେମ୍ବର ୧୯୮୯ରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ । ସେ ଅଭିନେତ୍ରୀ କ୍ରାନ୍ତି ରେଫରଙ୍କୁ ବିବାହ କରିଛନ୍ତି । ତାଙ୍କର ଦୁଇ ଝିଅ ଅଛନ୍ତି ଯାହାଙ୍କର ନାଁ ହେଉଛି ରିୟା ଓ ଜ୍ୟାଦା । ସେ ଗଣ ମାଧ୍ୟମରେ ଖୁବ କମ ଆକ୍ଟିଭ ରୁହନ୍ତି । ତାଙ୍କର ନେତୃତ୍ଵରେ ଏନସିବୀ ଅନେକ ରେ-ଡ କରିଛି ।

ସୁଶାନ୍ତ ସିଂଙ୍କ ମୃ-ତ୍ୟୁ ଘଟଣାରେ ରିୟା ଚକ୍ରବର୍ତ୍ତୀ, ଦୀପିକା ପାଦୁକନ, ରକୁଲ ପ୍ରୀତ ଭଳି ଅନେକ କଳାକାର ମାନଙ୍କୁ ପାଣି ପିଆଇ ଦେଇଥିଲେ । କମେଡି କୁଇନ ଭାରତୀ ସିଂଙ୍କ ଘରୁ ମଧ୍ୟ ଡ୍ର-ଗ୍ସ ଜ-ବ-ତ କରିଥିଲେ ସମୀର ୱାଙ୍ଖଡେ । ୨୦୧୩ରେ ଆଏ ଗାୟକ ମିକ୍କା ସିଂଙ୍କୁ ବିଦେଶୀ ମୁଦ୍ରା ସହ ଧରିଥିଲେ । ବର୍ତ୍ତମାନ ସେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଡ୍ର-ଗ୍ସ ମା-ମ-ଲା-ରେ ଧରି ବେଶ ଚର୍ଚ୍ଚା ରେ ଅଛନ୍ତି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *