ନେହା କାକର ଗତ ଅକ୍ଟୋବର ମାସରେ ବିବାହ କରିଛନ୍ତି ଓ ତାଙ୍କ ବିବାହରେ ସେ ସବୁ ପ୍ରକାର ଅରେଞ୍ଜମେଣ୍ଟ କରିଥିଲେ କିନ୍ତୁ କରୋନା ପାଇଁ ବହୁତ ବଲୀଉଡ ବଡ ବଡ ଲୋକ ତାଙ୍କ ବିବାହରେ ଆସି ପାରି ନଥିଲେ ଯାହା ପରେ ସେ ନେହାଙ୍କୁ ଉପହାର ଭାବରେ ଏମିତି କିଛି ପଠେଇଥିଲା ଯାହା ବହୁତ ମହଙ୍ଗା ଅଟେ ।
ତେବେ ନେହାଙ୍କୁ ସମସ୍ତେ ତାଙ୍କ ନୂଆ ଜୀବନ ପାଇଁ ସୁବେକ୍ଷା ଦେଇଛନ୍ତି ଓ ଦୁହେଁ ସବୁବେଳେ ଏମିତି ରୁହନ୍ତୁ ବୋଲି ଆଶୀର୍ବାଦ ମଧ୍ୟ କରିଛନ୍ତି ତେବେ ଆସନ୍ତୁ ଜାଣିବା କେଉଁ କଳାକାର ନେହାଙ୍କୁ କଣ କଣ ଦେଲେ ।

୧. ଅମିତାବ ବଚନ :
ଅମିତାବ ବଚନ ବଲୀଉଡ ଜଗତ ବହୁତ ବଡ ନା ଅଟନ୍ତି ସେ ନେହାଙ୍କ ବିବାହରେ ଆସି ପାରିଲେ ନାହିଁ ବୋଲି ନିଜ ଦୁଃଖ ପ୍ରକଟ କରିଥିଲେ ଓ ନେହାଙ୍କୁ ଫୁଲ ସହ ନୂଆ ଜୀବନ ପାଇଁ ଗୋଟେ ସୁବେକ୍ଷା ପତ୍ର ମଧ୍ୟ ପଠେଇଥିଲେ ଯାହା ନେହାଙ୍କୁ ବହୁତ ଭଲ ଲାଗିଥିଲା ।
୨. ଆଲିଆ ଭଟ :
ଆଲିଆ ଭଟ ମଧ୍ୟ ନେହାଙ୍କ ବିବାହରେ ଆସି ପାରିଲେ ନାହିଁ ବୋଲି ତାଙ୍କୁ ନୂଆ ଜୀବନ ସୁବେକ୍ଷା ସହ ଗୋଟେ ଡାଇମଣ୍ଡ ଇଅରିଙ୍ଗ ପଠେଇଥିଲେ ଯାହା ଦାମ ୩ ଲକ୍ଷ୍ୟ ଟଙ୍କା ଥିଲା ।

୩. ଦୀପିକା ପାଦୁକୋଣ :
ଦୀପିକା ପାଦୁକୋଣ ନେହାଙ୍କୁ ବିବାହ ପାଇଁ ଖୁସି ଦେଖେଇବା ପାଇଁ ଦୁହିଙ୍କୁ ଘଣ୍ଟା ସେଟ ଗିଫ୍ଟ କରିଥିଲେ ଯାହା ଦାମ ୮ ଲକ୍ଷ୍ୟ ଟଙ୍କା ଥିଲା ।
୪. ସାରା ଅଲି ଖାନ :
ନେହା ବଲୀଉଡ ଜଗତରେ ସମସ୍ତଙ୍କ ସହ ବହୁତ ଭଲ ସମ୍ପର୍କ ରଖିଛନ୍ତି ସାରା ମଧ୍ୟ ନେହାଙ୍କ ପାଇଁ ଗୋଟେ ବ୍ରେସଲେଟ ଉପହାର ସ୍ୱରୂପ ପଠେଇଥିଲେ ଯାହା ଦାମ ୨ ଲକ୍ଷ୍ୟ ଟଙ୍କା ଥିଲା ।
୫. କାର୍ତିକ ଆରୟନ :
କାର୍ତିକ ଆରୟନ ନେହାଙ୍କୁ ବିବାହ ପାଇଁ ସୁବେକ୍ଷା ରୂପରେ ଗୋଟେ ହୟାଣ୍ଡବ୍ୟାଗ ପଠେଇଥିଲେ ଯାହା ଦାମ ହେଉଛି ୪ ଲକ୍ଷ୍ୟ ଟଙ୍କା ।

୬. କପିଲ ଶର୍ମା :
କପିଲ ଶର୍ମା ଓ ନେହାଙ୍କ ମଧ୍ୟରେ ଭାଇ ଭଉଣୀ ଭଳି ପ୍ରେମ ଆପଣ ଦେଖିବାକୁ ପାଇଥିବେ ଯେତେବେଳେ ନେହା ନିଜ ପରିବାର ସହ କପିଲଙ୍କ ଶୋ କୁ ଯାଇଥିଲେ ସେତେବେଳେ ଭି ଦୁହେଁ ବହୁତ ମଜା ମସ୍ତି କରିଥିଲେ । ତେବେ କପିଲ ନିଜ ଭଉଣୀ କୁ ପ୍ଲାଟିନମ ଚେନ ଓ ଇଅରିଙ୍ଗ ଉପହାରରେ ଦେଇଥିଲେ ।
୭. ଜନ ଅବରାହିମ :
ଜନ ଅବରାହିମ ନେହାଙ୍କ ବିବାହରେ ଯାଇ ପାରିଲେ ନାହିଁ କାହିଁକିନା କରୋନା ପାଇଁ ବହୁତ କିଛି ଅସୁବିଧା ଚାଲିଛି । ସେ ନେହାଙ୍କୁ ବିବାହ ପାଇଁ ଡାଇମଣ୍ଡ ସେଟ ଗିଫ୍ଟ ଦେଇଛନ୍ତି ଯାହା ବହୁତ ମହଙ୍ଗା ଅଟେ ।
ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।