ରେଖାଙ୍କ ଜୀବନରେ ବହୁତ କିଛି ଏମିତି ହୋଇଥାଏ, ରେଖାଙ୍କ ଜନ୍ମ ଗୋଟେ ସାଉଥ ପରିବାରରେ ହୋଇଥିଲା ତାଙ୍କ ମା ବାପା ଦୁହେଁ ବହୁତ ବଡ ବଡ ସାଉଥ ଅଭିନେତା ଓ ଅଭିନେତ୍ରୀଥିଲେ ଯାହା ଫଳରେ ରେଖାଙ୍କୁ 3 ବର୍ଷ ବୟସରେ କାମ ମିଳି ଯାଇଥିଲା । ଏହା ପରେ ରେଖା କାମ କଲେ କିନ୍ତୁ ଅଭିନୟ ଦୁନିଆକୁ ପସନ୍ଦ କଲେ ନାହିଁ ।
ରେଖାଙ୍କୁ ଅଭିନୟ ଶିଖେଇବାକୁ ପଡି ନଥିଲା ଯେଉଁ କାରଣ ପାଇଁ ତାଙ୍କୁ ଡାଇରେକ୍ଟର୍ସ ନିଜ ଫିଲ୍ମରେ ଚାଇଲ୍ଡ ଆର୍ଟିସ୍ଟ ରୂପରେ ନବା ପସନ୍ଦ କରୁଥିଲେ । କିଛି ସମୟ ଗଲା ଓ ରେଖା ବଡ ହେଲେ ୧୩ ବର୍ଷ ବୟସରେ ରେଖା ମୁମ୍ବାଇ ଆସିଲେ ଯାହା ପରେ ତାଙ୍କ ଘର ଲୋକଙ୍କ ବହୁତ ପ୍ରେସର ଥିଲା ଯେ ତମେ ଅଭିନୟ କର ଚଳଚିତ୍ରରେ ନା କର ତାଙ୍କ ମା ତାଙ୍କୁ ବହୁତ ପ୍ରେରିତ କରୁଥିଲେ କିନ୍ତୁ ରେଖାଙ୍କ ଇଛା ନଥିଲା ।
ବଡ ହବା ପରେ ମଧ୍ୟ ଅଭିନେତ୍ରୀ ହେଲା ପରେ ରେଖା ୬ -୭ ବର୍ଷ ପରେ ଅଭିନୟ କଣ ଜାଣିବା ପାଇଁ ଚେଷ୍ଟା କଲେ ଓ ନିଜ ଅଭିନୟକୁ ଦର୍ଶକ ମାନଙ୍କ ସତ ଭାବନା ଦେଖାଇଲେ ଯାହା ପରେ ସେ ବହୁତ ଫେମସ ହୋଇଥିଲେ । ରେଖା ନିଜ ଜୀବନରେ ୪୦୦ରୁ ୫୦୦ ଚଳଚିତ୍ର କରିଛନ୍ତି ଏହା ତାଙ୍କ ଛୁଆବେଳୁ ବର୍ତମାନ ପର୍ଯ୍ୟନ୍ତ ର ରେକଡ ଅଟେ । ରେଖା ତାଙ୍କ ଜୀବନରେ କେବଳ ଗୋଟେ ଅଭିନେତାଙ୍କୁ ମନ ଦେଇ ଭଲ ପାଇଥିଲେ ତାହା ହେଉଛନ୍ତି ଅମିତାବ ବଚନ କିନ୍ତୁ ତାଙ୍କ ସହ ବିବାହ ହୋଇ ପାରିଲା ନାହିଁ ।
କିଛି କାରଣ ବସ ରେଖା ମଧ୍ୟ ଅମିତାବଙ୍କ ବ୍ୟଭାର ଓ ତାଙ୍କର ଜୟାଙ୍କ ପ୍ରତି ଆକର୍ଷଣ ଦେଖି ଅଟକି ଯାଇଥିଲେ ରେଖା । ତେବେ ରେଖାଙ୍କ ଜୀବନ ସାଦା କାଗଜ ହୋଇ ରହି ଗଲା ଅମିତାବଙ୍କ ଗଲା ପରେ ରେଖା ବହୁତ କିଛି ଅନୁଭବ କରିଥିଲେ କିନ୍ତୁ ତାଙ୍କ ବିନା ରେଖା କିଛି ବର୍ଷ ପାଇଁ ଗୁପ୍ତ ହୋଇଯାଇଥିଲେ ନା କାହା ସହ ଦେଖା ନା କାହା ସହ କଥା କେବଳ ନିଜ ଜାଗାରେ ରହୁଥିଲେ।
ରେଖା କେବେ ବିବାହ କରିବାକୁ ଇଛା କରି ନଥିଲେ କିନ୍ତୁ ଅମିତାବ ବଚନ ସହ ରେଖା ବିବାହ କରିବା ପାଇଁ ଇଛା କରିଥିଲେ ଯାହା ପୂର୍ଣ ହେଲା ନାହିଁ । ତେବେ ରେଖାଙ୍କୁ ଏବେ ବଗିଚା ସଜେଇବା, ନୂଆ ନୂଆ ଡ୍ରେସ ବନାଇବା, ୟୋଗା କରିବା ଏହି ସବୁ ଜିନିଷ ବହୁତ ପସନ୍ଦ ଅଟେ ଓ ମିଡିଆରେ ବ୍ୟାପୀଥିବା କଥାକୁ ମିଥ୍ୟା କହି ଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।