ଏହା ମଧ୍ୟରୁ ବାଛନ୍ତୁ ଆପଣଙ୍କ ରାଶି ଓ ଜାଣନ୍ତୁ କେଁ ଦୋଷ ଲେଖାଅଛି ଆପଣଙ୍କ କୁଣ୍ଡଳିରେ

ଦୁନିଆରେ ହିନ୍ଦୁ ଶାସ୍ତ୍ର ଅନୁଯାଇ ୧୨ଟି ରାଶି ଅଛି, ତେବେ ଯେତେ ମଣିଷ ଜନ୍ମ ହୋଇଛନ୍ତି ସେ କୌଣସି ରାଶିରେ ଜନ୍ମ ହୋଇଛନ୍ତି, ତେବେ ଏହି ରାଶିରେ ଥିବା ଗ୍ରହ ଅନୁଯାଇ ମଣିଷ ଜୀବନ ଚାଲିଥାଏ, କେବେ ଭଲ କେବେ ଖରାପ ସମସ୍ତଙ୍କ ଜୀବନରେ ଆସିଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ସବୁ ରାଶି ଅନୁଯାଇ କିଛି ଦୋଷ ହୋଇଥାଏ ଯାହା ଆପଣ ଜାଣି ନାହାନ୍ତି, ତେବେ ଆସନ୍ତୁ ଜାଣିବା ଆପଣଙ୍କ ରାଶି ଦୋଷ ବିଷୟରେ ।

Image Courtesy: Google

ମେଷ : ହତ୍ୟା

ମେଷ ରାଶି ଲୋକ ବହୁତ ରାଗି ସ୍ଵଭାବର ହୋଇଥାନ୍ତି, ଏହି ରାଶି ଲୋକ ରାଗିଲେ କାହାରି ନୁହନ୍ତି, ଏହି ଲୋକ ଯେଉଁ କାମ କରିଥାନ୍ତି ତାହା ମନ ଧ୍ୟାନ ଦେଇ କରିଥାନ୍ତି ଏହି ଭଳି ଲୋକ ରାଗରେ ମର୍ଡର ମଧ୍ୟ କରି ପାରନ୍ତି ।

ବୃଷ : ଲୋଭ

ଏହି ରାଶି ଲୋକ ଦୁନିଆରେ ସର୍ବ ପ୍ରଥମେ ନିଜ ବିଷୟରେ ଚିନ୍ତା କରିଥାନ୍ତି, ଏହି ରାଶି ଲୋକ ବହୁତ ସ୍ଵାର୍ଥୀ ଓ ଲୋଭୀ ପ୍ରକାରର ହୋଇଥାନ୍ତି ଲୋଭ ନଦେଖିଲେ ଆପଣଙ୍କ ପାଖରେ ରହିବେ ନାହିଁ ।

ମିଥୁନ : ବେଈମାନ

ଏହି ରାଶି ଲୋକ ବେଈମାନ ହୋଇଥାନ୍ତି ଆପଣ ଏହି ଲୋକଙ୍କୁ ଜାଣି ପାରିବେ ନାହିଁ କାହିଁକିନା ଏହା ଦିବ୍ୟସ୍ଵଭାବ ରାଶି ଅଟେ ।

କର୍କଟ : ଭୁଲ ଭଗବାନ

ଏହି ରାଶି ଲୋକ ଭୁଲ ଭଗବାନ ବା ଭୁଲ ମଣିଷ ସହ ବହୁତ ପ୍ରେମ କରିଥାନ୍ତି, ଏହି ରାଶି କାହାକୁ ପାଇବା ପାଇଁ କିଛି ବି କରି ପାରନ୍ତି ।

ସିଂହ : ଅହଂକାର

ଏହି ରାଶି ଲୋକଙ୍କ ନିଜ ଉପରେ ବହୁତ ଅହଂକାର ହୋଇଥାଏ ତେବେ ଏହି ଅହଂକାରରେ ସେ ଅନ୍ୟ ଲୋକଙ୍କୁ ଗାଳି ମଧ୍ୟ କରିଥାନ୍ତି । ଏହି ଲୋକଙ୍କ ପାଇଁ ସମ୍ପର୍କ ଅତ୍ୟଧିକ ମହତ୍ଵ ରଖି ନଥାଏ ।

Image Courtesy: Google

କନ୍ୟା : ଈର୍ଷ୍ୟା

ଏହି ରାଶି ଲୋକ କୌଣସି ଜାଗାରେ ନିଜକୁ ସବୁଠାରୁ ଉପରେ ଦେଖିବା ପସନ୍ଦ କରନ୍ତି, ଯଦି ତାଙ୍କୁ ସେହି ମାନ ସମ୍ମାନ ପ୍ରାପ୍ତ ହୁଏ ନାହିଁ ତେବେ ସେ ରାଗିଥାନ୍ତି ।

ତୁଳା : ଘମଣ୍ଡ

ଏହି ରାଶି ସ୍ଵାମୀ ଶୁକ୍ର ଅଟନ୍ତି, ସେଥିପାଇଁ ଏହି ରାଶି ଲୋକଙ୍କ ବିଷୟରେ ଜାଣି ପାରିବା ବହୁତ କଷ୍ଟକର ଅଟେ । ଏହି ଭଳି ଲୋକଙ୍କ ପାଇଁ ସୁନ୍ଦରତା ଓ ଆକର୍ଷଣ ବହୁତ ମହତ୍ଵପୂର୍ଣ ହୋଇଥାଏ ଏହା ଛଡା କିଛି ନୁହ ।

ବିଛା : ହବସ

ଏହି ରାଶି ଲୋକ ବହୁତ କାମୁକ ହୋଇଥାନ୍ତି, ଏହି ଭଳି ଲୋକ ବହୁତ ସମ୍ପର୍କରେ ରହିବା ପସନ୍ଦ କରନ୍ତି, ଏହି ଭଳି ଲୋକ ବହୁତ ସହଜ ଭାବରେ କାହା ପ୍ରେମରେ ପଡି ଯାଇଥାନ୍ତି ।

Image Courtesy: Google

ଧନୁ : ଦିଲଫେଙ୍କ

ଏହି ରାଶି ଲୋକଙ୍କୁ ଭଲ ପାଇବା ଖୋଜିବାକୁ ପଡିଥାଏ ଏହା ଛଡା ଏହି ରାଶି ଲୋକ ବହୁତ ଫ୍ଲର୍ଟ କରିବା ପସନ୍ଦ କରନ୍ତି ଓ ଗୋଟେ ଜୀବନସାଥୀ ସହ ରହି ପାରନ୍ତି ନାହିଁ ।

ମକର : ଲୋଭୀ

ଏହି ରାଶି ଲୋକ ବହୁତ ଲୋଭୀ ସ୍ଵଭାବର ହୋଇଥାନ୍ତି, ଏହି ଭଳି ଲୋକ ଟଙ୍କା ପାଇଁ କୌଣସି ପ୍ରକାର କାମ କରିବା ପାଇଁ ରାଜି ହୋଇଥାନ୍ତି ।

କୁମ୍ଭ : ମିଛ ସମ୍ମାନ

ଏହି ରାଶି ଲୋକ ମିଛ ସମ୍ମାନ ପାଇଁ ପୁରା ସଂସାର ସହ ଲଢି ଯାନ୍ତି, ଏହି ରାଶି ଲୋକଙ୍କୁ ସବୁଠାରୁ ଅଧିକ ନିଜ ଠାରୁ ପ୍ରେମ ହୋଇଥାଏ ।

ମୀନ : ଅଳସୁଆ

ଏହି ରାଶି ଲୋକଙ୍କୁ ସପନ ଦେଖିବା ବହୁତ ପସନ୍ଦ ହୋଇଥାଏ କିନ୍ତୁ ସପନ ସତ କରିବା ପାଇଁ ପରିଶ୍ରମ କରିବାକୁ ପଡେ ତାହା ତାଙ୍କୁ ପସନ୍ଦ ନୁହ, ଏହି ରାଶି ଲୋକ ବହୁତ ଅଳସୁଆ ହୋଇଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *