ନିଜ ମଥାରେ ଥିବା ରେଖାରୁ ଜାଣନ୍ତୁ ନିଜ ଜୀବନର ରାଜ- Astrology

ଆଜି ଆମେ ଆଲୋଚନା କରିବା ଆମ କପାଳରେ ଥିବା ଗାର ଆମ ଭବିଷ୍ୟ ବିଷୟରେ କଣ କହିଥାଏ । ଜ୍ୟୋତିଷ ଶାସ୍ତ୍ର ଦ୍ଵାରା କୌଣସି ମଣିଷର ଜୀବନ ତାର ଭବିଷ୍ୟ ଓ ତାର ସ୍ଵଭାବ ବିଷୟରେ ବହୁତ କିଛି ଜାଣି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ କୌଣସି ମଣିଷର ମଥାର ଲକିର ପାଢୀ ବହୁତ କିଛି କୁହାଯାଇପାରେ । ଯେଉଁ ଭଳି ବ୍ୟକ୍ତିର ହାତର ପାପୁଲି ଦେଖି ଆମେ ଭବିଷ୍ୟ ଓ ସ୍ଵଭାବ ବିଷୟରେ ଜାଣି ପାରନ୍ତି ।

ସେହିଭଳି ଜ୍ୟୋତିଷ ଶାସ୍ତ୍ରରେ କୌଣସି ବ୍ୟକ୍ତିର ମଥାର ଲକିର ପଢି ବହୁତ କିଛି ଜାଣି ହୋଇଥାଏ । ଯେଉଁ ଲୋକଙ୍କର ମଥାରେ ସଫା, ଗାଢ, ପୂର୍ଣ ତଥା ସ୍ପଷ୍ଟ ରେଖା ଥାଏତ ଏମିତି ଲୋକ ଦୀର୍ଘାୟୁ ଓ ସୁଖୀ ହୋଇଥାନ୍ତି ।


ମଥାର ଗୋଟେ ପକ୍ଷରୁ ଆଉ ଗୋଟେ ପାଖ ପର୍ଯ୍ୟନ୍ତ ଯାଇଥିବା ରେଖା ୨୦ ବର୍ଷ ଆୟୁକୁ ଦର୍ଶାଇ ଥାଏ । ଅର୍ଥାତ ବ୍ୟକ୍ତିର ମଥାରେ ଯେତେ ରେଖା ଥିବ ତାର ଆୟୁରେ ସେତିକି ବୃଦ୍ଧି ହୋଇଥାଏ । ଏମିତି ଲୋକ ବହୁତ ସୁଖୀ ହୋଇଥାନ୍ତି,ଯଦି କୌଣସି ବ୍ୟକ୍ତିର ମଥାରେ ତିନୋଟି ରେଖା ଥାଏତ ଆସନ୍ତୁ ଜାଣିବା ଏହାର ଅର୍ଥ କଣ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରଅନୁସାରେ ଯଦି କୌଣସି ବ୍ୟକ୍ତିର ମଥାରେ ତିନୋଟି ରେଖା ଥାଏ ।


କୁହାଯାଏକି ତାର ବୟସ ପାଖାପାଖି ୭୫ ବର୍ଷ ହୋଇଥାଏ । ଯେଉଁ ଲୋକର ମଠାରେ ଦୁଇଟି ରେଖା ପୁରୀ ହୋଇଥାଏତ ତାର ୭୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାଏ । ଓ ତାଙ୍କୁ ଧନର କେବେ କମି ହୋଇନଥାଏ । ଯେଉଁ ଲୋକଙ୍କ ମତରେ ଚାନ୍ଦ ହୋଇଥାଏ ସେଇ ଲୋକଙ୍କୁ ଭଗବାନଙ୍କ  ଆଶୀର୍ବାଦ ରହିଥାଏ ।ଏମିତି ଲୋକଙ୍କ ଉପରେ ଭଗବାନଙ୍କ କୃପା ଦ୍ରୁଷ୍ଟି ସବୁବେଳେ ରହିଥାଏ । ଏହି ଲୋକ ଜୀବନରେ ମହାନ ସନ୍ଥ, ଉପଦେଶ ଓ ମହାନ ଯୋଗୀ  ହୋଇଥାନ୍ତି ।


ଜ୍ୟୋତିଷ ଶାସ୍ତ୍ରରେ କୁହାଯାଏକି ଯେଉଁ ବ୍ୟକ୍ତିର ମଥାରେ ଯେତେ ରେଖା ହୋଇଥାଏ ତାର ସେତିକି ଭାଇ ଭଉଣୀ ହୋଇଥାନ୍ତି । ମଥାରେ ସ୍ଥିତ ମୋଟା ରେଖା ଭାଇ ଓ ପତଳା ରେଖା ଭଉଣୀ ସଂଖ୍ୟା ଦର୍ଶାଇ ଥାଏ ।  ଯେଉଁ ଲୋକଙ୍କ  ମଥାର ଉପରି ଭାଗ  ଭଲସେ ଦେଖାଯାଇଥାଏ ଓ ଏହା ସହିତ ତଳକୁ ହୋଇଥାଏ ଏମିତି ଲୋକ ତାଙ୍କ ଜୀବନରେ ବହୁତ ଉଚ ସ୍ଥାନ ପ୍ରାପ୍ତ କରିଥାନ୍ତି । ଏହି ଲୋକ ମାନଙ୍କୁ ସବୁବେଳେ ସ୍ୱାସ୍ଥ୍ୟ ସମ୍ବଧିତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *