ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ଭୟଙ୍କର ସତ, ନିଜ ସହ ଏମିତି କରୁଛନ୍ତି ଋଷ ସୈନ୍ୟ… ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ଦୀର୍ଘ ୨୬ ଦିନ ହୋଇଥିଲେ ମଧ୍ୟ ଥମିବାର ନାଁ ନେଉ ନାହି । ଏହାରି ମଧ୍ୟରେ ୟୁକ୍ରେନ ର ଅନେକ କ୍ଷ କ୍ଷତି ହେବା ସହ ଅନେକ ସହର ଧ୍ଵଂସ ହୋଇ ସରାଇଛି । କିନ୍ତୁ ଫେବୃଆରି ୨୪ ରେ ୟୁକ୍ରେନ ଉପରେ ଆକ୍ରମଣ କରିଥିବା ଋଷିଆ ଯାହା ଭାବିଥିଲା ତାହା ଏ ଯାଏଁ ହାସଲ କରିପାରି ନାହି । ଋଷିଆ ଭାବିଥିଲା କି ଖୁବ କମ ଦିନରେ ସେ ୟୁକ୍ରେନ କୁ କବଜା କରି ନେବ ।

କିନ୍ତୁ ଏ ପର୍ଯ୍ଯନ୍ତ ୟୁକ୍ରେନ କୁ କବଜା କରିବା ଋଷିଆ ପକ୍ଷରେ ସମ୍ଭବ ହୋଇପାରି ନାହି । ୟୁକ୍ରେନ ସେନା ସହ ଲଢେଇ କରି କରି ଥକି ପଡିଲେଣି ଋଷିଆ ସେନା । ଏବେ ଯୁଦ୍ଧ ନୁହେଁ ଘରକୁ ଫେରିବାକୁ ଇଚ୍ଛା କରୁଛନ୍ତି ଋଷିଆ ସେନା । ଯେଉଁଥିପାଇଁ ନିଜକୁ ନିଜେ ଗୁ ଳି କରିବା ପାଇଁ ପଚାଇ ନାହାନ୍ତି ଋଷିଆ ସେନା । ଇଣ୍ଟର ସେପ୍ଟେଡ଼ ଋଷି ଫୋନ କଲରୁ ଜଣା ପଡିଛି ଯେ ଋଷିଆ ସେନା ଏବେ ୟୁକ୍ରେନ ସେନା ମାନଙ୍କର ଗୋଳା ବାରୁଦ ଖୋଜିବାରେ ଲାଗିଛନ୍ତି ।

କାରଣ ସେମାନେ ନିଜକୁ ନିଜେ ଗୁ ଳି କରି ଆହତ ହୋଇ ଘରକୁ ଫେରିବାର ରାସ୍ତା ଖୋଜୁଛନ୍ତି ଋଷିଆ ସେନା । ଯୁଧା ରେ ୟୁକ୍ରେନ ସେନାର ଗୁ ଳି ରେ ଆହାତ ହୋଇଥିବା ଦର୍ଶାଇ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି ଋଷିଆ ସେନା । ଜଣେ ଯବାନ ନିଜ ମା ଙ୍କୁ ଫୋନ କରି ଏପରି କିଛି କହିବାର କଲ ରେକର୍ଡ ସାମନାକୁ ଆସିଛି । ଫୋନ ରେ ଏହି ଯବାନ ଜଣକ କହିଛନ୍ତି ଯେ ଅନେକ ଯବାନ ପୂର୍ବରୁ କରି ସାରିଛନ୍ତି ।

ୟୁକ୍ରେନ ସେନାରୁ ପରସ୍ପରକୁ ଗୁ ଳି କରି ଚିକିତ୍ସା ପାଇଁ ଯୁଦ୍ଧ କ୍ଷେତ୍ର ରୁ ମେଡିଅକାଲ ଯାଇଛନ୍ତି । ପାଖାପାଖି ୧୨୦ ଜଣ ଋଷିଆ ଯବାନ ପୂର୍ବ ରୁ ଏପରି କରି ସାରିଛନ୍ତି । ୩୫୦ ରୁ ଅଧିକ ସେନା ତାବୁଡ ରୁ ଋଷିଆ ଫେରି ଯାଇଛନ୍ତି । ଅନ୍ୟ ପକ୍ଷରେ ଋଷିଆର ଆଉ ଏକ ସତ୍ୟ ସାମନାକୁ ଆସିଛି । ଋଷିଆ ର କମାଣ୍ଡର ଯୁଦ୍ଧ ରେ ସାମିଲ ନ ହେବାକୁ ଇଚ୍ଛା କରୁଥିବା ଜବାନ ଙ୍କୁ ଗିରଫ କରି ଜେଲ ପଠାଇ ଦିଆ ଯାଉଛି ।

ଯେଉଁ ମାନେ ଯୁଦ୍ଧ ରେ ସାମିଲ ହେବ ପାଇଁ ମନା କରିଛନ୍ତି ସେମାନଙ୍କୁ ୮ ବର୍ଷ ଯାଏଁ ଜେଲ ଦଣ୍ଡ ସୁନା ଯାଇଛି । ଏହା ସହ ପୁଟିନ ଡେଡ ସ୍କ୍ବାଟ ନାମକ ଏକ ଟିମ ଗଠନ କରିଛନ୍ତି । ଯେଉଁ ମାନେ ଯୁଦ୍ଧ ରେ ସାମିଲ ହେବାକୁ ଚାହୁଁ ନାହାନ୍ତି ବା ଯୁଦ୍ଧ କ୍ଷେତ୍ର ଛାଡି ପଳାୟନ କରୁଛନ୍ତି ସେମାନଙ୍କୁ ଦେ ସ୍କ୍ବାଟ ଖୋଜି ଖୋଜି ହତ୍ୟା କରୁଛି । ଯାହାର ଖୁଲାସା କରିଛନ୍ତି ୟୁକ୍ରେନ ହାତରେ ଧରା ପଡିଥିବା ଜଣେ ଋଷିଆ ସେନା ।

ବନ୍ଧୁଗଣ ଆପଣ ମାନଙ୍କର ଋଷିଆ ସେନାଙ୍କର ଏପରି କାର୍ଯ୍ୟ କଳାପ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *