ଗୋଟେ ମାସ ସକାଳୁ ଖାଲି ପେଟରେ ନିମ୍ବର 2ଟି ପତ୍ର ଖାଇନିୟ, ମୂଳରୁ ଶେଷ ହୋଇଯିବ ଏହି ରୋଗ- Health Tips

ଆମେ ଯଦି ବହୁତ ପୂର୍ବ ଦିନ ମାନଙ୍କୁ ପଳାଇବୁ ତେବେ ସେହି ସମୟରେ ବହୁତ ଲୋକଙ୍କ ଘରେ ନିମ ଗଛ ସମସ୍ଥଙ୍କ ଘରେ ଥିଲା ସେମାନେ ଏହାକୁ ଏକ ବହୁତ ଉପକାରୀ ଗଛ ମାନୁଥିଲେ । ଯଦି ଆମେ ଦେଖିବା ଆଧୁନିକ ଉପାୟ ଓ ଯନ୍ତ୍ରପାତିରେ ବହୁତ ଆଗକୁ ପଳାଇଛୁ କିନ୍ତୁ ଆମ ସ୍ଵାସ୍ଥ୍ୟର ଧ୍ୟାନ କେବେ ହେଲେ ରଖିପାରୁ ନାହୁଁ ।

ଯଦି ଆପଣଙ୍କୁ ଡାଇବେଟିସ ହେଉଛି ତେବେ ଏହାକୁ ଆପଣ ମୂଳରୁ ଭଲ କରି ପାରିବେ ନାହିଁ କିନ୍ତୁ ଏହାକୁ ଆପଣ ନିୟତ୍ରଣରେ ରଖି ପାରିବେ । ଆପଣ ଯେଉଁ ଜିନିଷ ପାଇଁ ଡାକ୍ତରଙ୍କ ପରାମର୍ଶକୁ ମାନି ଚାଲୁଛନ୍ତି ଏବେ ଆଉ ଏହା କରିବା ଦରକାର ନାହିଁ । କାରଣ ଆମେ ଆଜି ବହୁତ ଭଲ ଔଷଧୀୟ ଜିନିଷ ବିଷୟରେ କହିବାକୁ ଯାଉଛୁ ।

ଆପଣ କେବେଳ ନିଜ ଘରେ ନିମ ଗଛ ଲଗାଇ ସବୁ ଜିନିଷ ପାଇ ପାରିବେ । ଏହା ଆପଣଙ୍କ ପାଇଁ ଏକ ବଦାନ ସଦୃଶ ଭଳି କାମ କରିବ । ଆଜି ଆମେ ନିମ ପତ୍ର ଏପରି କିଛି ଫାଇଦା କହିବାକୁ ଯାଉଛୁ ଆପଣ ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଯିବେ ଓ ଆପଣ ଏହା ମଧ୍ୟ ଭାବିବେ ମୁଁ କାହିଁକି ମୋ ଘରେ ଏହି ଗଛ ଲାଗି ନାହିଁ । ଆପଣ ନିଜେ ଓ ପରିବାରର ସ୍ୱାସ୍ଥ୍ୟ ଠିକ ରଖାଇବା ପାଇଁ କିଛି ନୂଆ ଉପାୟ କହିବାକୁ ଯାଉଛୁ ।

ଯଦି ଆପଣ ଦିନକୁ ୩ ଟି ପତ୍ର ଖାଉଛନ୍ତି ତେବେ ଏଥିରେ ଆପଣଙ୍କ ଶରୀର ବହୁତ ଠିକ ରହିବ । ଡାଇବେଟିସ ଠିକ କରିବାକୁ ଚାହୁଛନ୍ତି ତେବେ ଦିନକୁ ଦୁଇଟି ଲେଖାଏଁ ପତ୍ର କ୍ଷାନ୍ତୁ ବହୁତ ଭଲ ହେବ । ଯଦି ଆପଣ ଏହାଠାରୁ ଅଧିକ ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀର ଉପରେ କିଛି ପ୍ରଭାବ ପକାଇବା ସହ ଆଖି ଉପରେ ମଧ୍ୟ ପ୍ରଭବ ପଡିବ ।

ଆୟୁର୍ଦେବର କିଛି ନିୟମ ଅଛି ଯାହାକି ସଠିକ ମାତ୍ରାରେ ଲଗାଇବା ଉଚିତ ଓ ନିମ ମଧ୍ୟ ତାମଧ୍ୟରୁ ଏକ ଅଟେ ଏହାକୁ ସଠିକ ମାତ୍ରାରେ ଲଗାଇବା ଦରକାର । ସକାଳେ ଆପଣ କେବେଳ ୨ ରୁ ୩ ପତ୍ର ଖାଇବାର ଅଛି । ଯଦି ଆପଣ ସବୁ ବେଳେ ଏହା କରୁଛନ୍ତି ତେବେ ନିଜର ଥିବା ଡାଇବେଟିସ ବହୁତ କମିଯିବ । ଆପଣଙ୍କୁ କୌଣସି ଔଷଧ ଖାଇବାକୁ ପଡିବ ନାହିଁ ।

କିନ୍ତୁ ନିଜ ଘରେ ଏକ ନିମ ଗଛ ଲାଗାଇ ଦିଅନ୍ତୁ । ଏହାକୁ ଆପଣ ସକାଳୁ ଖାଲି ପେଟରେ ୨ ପତ୍ର ଖାଇବା ଫଳରେ ସେହି ରୋଗ ନିୟତ୍ରଣ ହୋଇଯିବ । ଏହା ଛଡା ଆପଣ ଯଦି ପ୍ରତିଦିନ ସକାଳୁ ଖାଲି ପେଟରେ ନିମ ପତ୍ର ଖାଉଛନ୍ତି ତେବେ ଏହା ଆପଣଙ୍କର ରକ୍ତ ସଫା ରଖିଥାଏ । ଯାହା ଦ୍ଵାରା ଆପଣଙ୍କର କେବେ ହେଲେ ମୂହରେ ବ୍ରଣ ହେବ ନାହିଁ ।

ସବୁଠୁ ବଡ କଥା ହେଉଛି ଆଜିକା ସମୟରେ ଏବେ ବହୁତ ଶୀଘ୍ର ହେଉଥିବା ରୋଗ ହେଉଛି କ୍ୟାନସର । ଏହା ଯଦି ଥରେ ମାତ୍ର ଆପଣଙ୍କୁ ହୋଇଯିବ ତେବେ ଆପଣ ଏହି ରୋଗରୁ ମୁକ୍ତି ପାଇବା ବହୁତ କଷ୍ଟ କର ହୋଇଯିବ । ଏହି ନିମ ପତ୍ରରେ ଆଣ୍ଟି କ୍ୟାନସର ଅଛି । ଏହା ଆପଣଙ୍କ ଶରୀରରେ ଥିବା ସେହି କୀଟାଣୁକୁ ମାରିଥାଏ ।

ଏହା କ୍ୟାନସର ସହିତ ଲଢିବା ପାଇଁ ବହୁତ ବଡ ଆୟୁର୍ବେଦ ଔଷଧ ମାନନ୍ତୁ । କ୍ୟାନସର ଆମକୁ କେଉଁ ସମୟରେ ହେଉଛି ଆମକୁ ଜମା ଜଣା ପଡିନଥାଏ । କିନ୍ତୁ ଆପଣ ଏହି ୨ଟି ପତ୍ର ଖାଇ ବହୁତ ରୋଗ ଭଲ କରି ପାରିବେ ।

Leave a Reply

Your email address will not be published. Required fields are marked *