ରିୟଲ ଲାଇଫରେ ଦେଖିବାକୁ ବହୁତ ହଟ ଓ ବୋଲ୍ଡ କବୀର ସିଂହ ରେ ଅଭିନୟ କରିଥିବା Shahid Kapoorଙ୍କ ଚାକରାଣୀ

ବନ୍ଧୁଗଣ ବଲିଉଡ ଅଭିନେତା “ସାହିଦ କପୁର” ଏବଂ “କିଆରା ଆଡବାଣୀ”ଙ୍କ ଫିଲ୍ମ “କବୀର ସିଂହ” ଚଳଚିତ୍ରଟି ବକ୍ସ ଅଫିସରେ ବହୁତ ନାମ କମାଇଅଛି । ଏହି ଚଳଚିତ୍ରରେ ଉଭୟଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ବନ୍ଧୁଗଣ ଆଜିକାଲି ଯୁବ ସମାଜ ଯେପରି ଚାଲେଜିଙ୍ଗ ଲାଇଫଟିର ଆଶା କରୁଅଛି ଠିକ ସେହିଭଳି ଏହି ଚଳଚିତ୍ରଟିରେ ଦର୍ଶାଯାଇଅଛି । ଏହା ଫଳରେ ଫିଲ୍ମଟିକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । ଏହି ଚଳଚିତ୍ରରେ “ସାହିଦ କପୁର”ଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା ।

ଏହି ଫିଲ୍ମଟିକୁ ନେଇ ସେ ବହୁତ ଉତ୍ତକଣ୍ଠା ପ୍ରକାଶ କରିଥିଲେ । ସେ ନିଜର ପ୍ରାଣପ୍ରଣେ ଫିଲ୍ମଟିରେ ସମସ୍ତଙ୍କ ଲୋକ ପ୍ରିୟ ହୋଇପାରିବେ ବୋଲି ଚେଷ୍ଟା ଆରମ୍ଭ କରିଦେଇଥିଲେ । ଏଥିରେ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା । ସେ ଏହି ଫିଲ୍ମଟିରେ ନିଜର ଅଭିନୟକୁ ଗୋଟିଏ ଚାଲେଞ୍ଜିଙ୍ଗ ଭାବେ ଗ୍ରହଣ କରିଥିଲେ । ବନ୍ଧୁଗଣ ଏହି ଚଳଚିତ୍ରରେ ଗୋଟିଏ ଏଭଳି ସିନ ଅଛି ଯେଉଁଥିରେ “ସାହିଦ କାପୁର”ଙ୍କ ଚାକରାଣୀ ହାତରୁ ଗୋଟିଏ ଗ୍ଳାସ ତଳେ ପଡି ଭାଙ୍ଗି ଯାଉଛି ।

ଏବଂ ଏହାପରେ “ସାହିଦ କାପୁର” ଚାକରାଣୀ ପଛରେ ଦୌଡୁଛନ୍ତି । ବନ୍ଧୁଗଣ ଏହି ସିନଟି ଦର୍ଶକ ମାନଙ୍କୁ ବହୁତ ହସାଇଛି । ଏହି ଚଳଚିତ୍ର ପ୍ରେମକୁ ନେଇ ଆଧାରିତ ହୋଇଥିଲା ବେଳେ ଏଥିରେ ଏହି ସିନଟି ଦର୍ଶକଙ୍କ ମନରେ ବହୁତ ହସର ଲହରୀ ଆଣିଦେଇଥିଲା ।

ଆସନ୍ତୁ ଏବେ ଜାଣିବା ଚାକରାଣୀ ରୋଲ ପ୍ଲେ କରିଥିବା ଅଭିନେତ୍ରୀ ବିଷୟରେ, ବନ୍ଧୁଗଣ ଏହି ଅଭିନେତ୍ରୀଙ୍କୁ ରିୟଲ ଲାଇଫରେ ଦେଖିଲେ ଆପଣ ବିଶ୍ଵାସ କରିପାରିବେ ନାହି ଯେ ଏହି ଅଭିନେତ୍ରୀ ଜଣକ ଦେଖିବାକୁ ଏତେ ସୁନ୍ଦର । ଆପଣଙ୍କୁ ଆଦୌ ବିଶ୍ଵାସ ହେବନାହିଁ ଯେ ସେହି ଅଭିନେତ୍ରୀ ଜଣକ ଏଭଳି ଦେଖିବାକୁ । ଫିଲ୍ମଟିରେ ସେ ବହୁତ ମୋଟା ଦେଖା ଯାଉଥିଲା ବେଳେ ରିୟଲ ଲାଇଫରେ ସେ ଦେଖିବାକୁ ବହୁତ ପତଳା ଏବଂ ସ୍ମାର୍ଟ ଅଟନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀଙ୍କ ନାମ “ବନିତା ଖରାଟ” ଅଟେ । ସେ ଦେଖାଯାଉଥିବା ଚାକରାଣୀ ଅପେକ୍ଷା ବହୁତ ଅଧିକ ପତଳା ଅଟନ୍ତି ।

ତାଙ୍କର ଓରିଜିନାଲ ଫୋଟକୁ ଦେଖିଲେ ଆପଣଙ୍କୁ ଲାଗିବ ଯେ ସେ ଏହାଠାରୁ ମଧ୍ୟ ଅଧିକ ଭଲ ରୋଲ ପ୍ଲେ କରି ପାରିଥାନ୍ତେ । ବନ୍ଧୁଗଣ ସେ ବର୍ତମାନ ଦେଖିବାକୁ ଯେଉଁଭଳି ଅଟନ୍ତି ତାଙ୍କର କଥା-ବାର୍ତା ତାହାଠାରୁ ଉନ୍ନତ ମାନର ଅଟେ । ତାଙ୍କର ସୁନ୍ଦର ସ୍ମାଇଲକୁ ଦେଖିଲେ ମଣିଷ ସବୁକିଛି ଭୁଲିଯିବ । “ସାହିଦ କାପୁର” ଗୋଟିଏ ଇନ୍ଟରଭିଉରେ କହିଥିଲେ ଯେ ତାଙ୍କର ଏହି ଚଳଚିତ୍ରଟିରେ ଅଭିନୟ କରିବା ବହୁତ ଚାଲେଜିଙ୍ଗ ହୋଇଥିଲା । “ସାହିଦ କପୁର” ଜଣେ ଏଭଳି ଅଭିନେତା ଯେ କି ଯେକୌଣସି ଅଭିନୟକୁ ସଠିକ ଏବଂ ଉନ୍ନତ ମାନର କରିବା ପାଇଁ ସମ୍ପୂର୍ଣ ରୂପେ ଚେଷ୍ଟା କରିଥାନ୍ତି ।

ସେ ଅଧିକରୁ ଅଧିକ ପରିଶ୍ରମ କରିଥାନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ଏହି ଚଳଚିତ୍ରଟିକୁ କରିବା ତାଙ୍କ ପାଇଁ ଇମୋଷ୍ନାଲି ଏବଂ ଫିଜିକାଲି ବହୁତ ଚାଲେଜିଙ୍ଗ ଥିଲା । ଫିଲ୍ମରେ ତାଙ୍କର ୩ଟି ଅଲଗା ଅଲଗା ଲୁକ ଥିଲା । ଯାହା ଫଳରେ ତାଙ୍କୁ ବହୁତ ସିଗାରେଟ ସେବନ କରିବାକୁ ପଡିଥିଲା ଏବଂ ଦାଢି ମଧ୍ୟ ରଖିବାକୁ ପଡିଥିଲା । ସେ ଏହା ମଧ୍ୟ କହିଥିଲେ ତାଙ୍କ ଡାଇରେକ୍ଟର ଯେଭଳି ଚାହୁଁଥିଲେ ସେ ସେହିଭଳି ଭାବେ ଆକ୍ଟିଙ୍ଗ କରିବାରେ ସମସ୍ତ ପ୍ରୟାସରେ ସଫଳ ହୋଇଛନ୍ତି । ବନ୍ଧୁଗଣ ଏହି ବିବରଣୀଟି ଆପଣଙ୍କୁ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *