ନଭେମ୍ଵର 1 ତାରିଖଠାରୁ 43 ଟି ସ୍ମାର୍ଟଫୋନ୍‌ରେ ବନ୍ଦ ହୋଇଯିବ ହ୍ଵାଟସ୍‌ଆପ୍, ଦେଖନ୍ତୁ ଲିଷ୍ଟ…

ଆଜିକାଲି ସମସ୍ତଙ୍କ ମୋବାଇଲରେ ହ୍ଵା-ଟ-ସ୍‌-ଆ-ପ୍ ନିଶ୍ଚିତ ରୂପରେ ଥିବ । ହ୍ଵା-ଟ-ସ୍‌-ଆ-ପ୍କୁ ନେଇ ସମୟ ସମୟ ବହୁତ ଭ-ୟ-ଙ୍କ-ର ଖ-ବ-ର ଆସିଥାଏ । ଏମିତିରେ ବର୍ତ୍ତମାନ ଖ-ବ-ର ଆସୁଛି କି ଆଉ କିଛି ଦିନ ପରେ ହ୍ଵା-ଟ-ସ୍‌-ଆ-ପ୍ ବ-ନ୍ଦ ହୋଇଯିବ । ନଭେମ୍ବର ୧ ରୁ ନାମଦାମି କମ୍ପାନୀର ଏହି ୪୩ ଟି ସ୍ମା-ର୍ଟ-ଫୋ-ନରେ ହ୍ଵା-ଟ-ସ୍‌-ଆ-ପ୍ କାମ କରିବ ନାହିଁ । ଏହି ଖ-ବ-ର ଆସିବା ପରେ ପ୍ରାୟତଃ ସମସ୍ତେ ଚି-ନ୍ତା-ରେ ପଡି ଯାଇଛନ୍ତି କାରଣ ଆଜିକାଲି ସମସ୍ତେ ହ୍ଵା-ଟ-ସ୍‌-ଆ-ପ୍ ବ୍ୟବହାର କରୁଛନ୍ତି ।

କେତେକ ପୁରୁଣା ମୋବାଇଲରେ ହ୍ଵା-ଟ-ସ୍‌-ଆ-ପ୍ ବନ୍ଦ ହେବାକୁ ଯାଉଛି । Apple ର IOS ଓ Androidର ଏହି ୪୩ ଟି ସ୍ମା-ର୍ଟ-ଫୋ-ନରେ ହ୍ଵା-ଟ-ସ୍‌-ଆ-ପ୍ ସପୋର୍ଟ କାମ କରିବା ବ-ନ୍ଦ କରିଦେବ । ମିଳିଥିବା ସୂଚନା ଅନୁସାରେ Android 4.0.4ରେ ହ୍ଵା-ଟ-ସ୍‌-ଆ-ପ୍ ସ-ପୋ-ର୍ଟ କରିବ ନାହିଁ ।

ଏହି ତାଲିକାରେ ଯଦି ଆପଣଙ୍କର ଫୋ-ନ ଅଛି ତେବେ ଜଲ୍ଦି ହିଁ ନୂଆ ଫୋ-ନ କିଣି ନିଅନ୍ତୁ ଓ ନଚେତ ନଭେମ୍ବର ମାସରୁ ଆପଣଙ୍କୁ ବିଭିନ୍ନ ପ୍ରକାରର ଅ-ସୁ-ବି-ଧା ହୋଇପାରେ । ସେହି ସମସ୍ତ ୪୩ ଟି ସ୍ମା-ର୍ଟ-ଫୋ-ନର ଲିଷ୍ଟ କିଛି ଏହିଭଳି ଅଟେ ।

Apple

I Phone SE, 6s ଓ 6s Plus,

Samsung

Samsung Galaxy Trend Light, Galaxy Trend II, Galaxy S2, Galaxy S3 Mini, Galaxy Xcover 2, Galaxy Core Galaxy Ace 2

LG

Lucid 2, Optimus F7, Optimus F5, Optimus L3II Dual, Optimus F5, OptimusL5, Optimus L5 II, Optimus L5 Dual, Optimus L5 Dual, Optimus L3 II, Optimus L7, Optimus L7 II Dual, Optimus L7 II, Optimus F6, Enact, Optimus L4 II Dual, Optimus F3, Optimus L4 II, Optimus L2 II, Optimus Nitro HD, 4X HD and Optimus F3Q ମୋବାଇଲରେ ଆଉ ଅଳ୍ପ ଦିନ ମଧ୍ୟରେ ୱା-ଟ କାମ କରିବା ବ-ନ୍ଦ କରିଦେବ ।

ZTE

ZTE Grand S Flex, ZTE V956, Grand X Quad V987, Grand Memo

Huawei

The Huawei Ascend G740, Ascend Mate, Ascend D Quad XL, Ascend D1 Quad XL, Ascend P1 S and Ascend D2.

Sony

The Sony Xperia Miro, Sony Xperia Neo L and Xperia Arc S.

Others Mobile

The Alcatel One Touch Evo 7, Archos 53 Platinum, HTC Desire 500, Caterpillar Cat B15, Wiko Cink Five, Wiko Darknight, Lenovo A820, UMi X2, Faea F1 and THL W8

ବ୍ୟସ୍ତ ପୂର୍ଣ ଏହି ଜୀବନରେ ନିଜର ସ-ମ୍ପ-ର୍କୀ-ୟ,ଭାଇ, ଭଉଣୀ , ବାପା ମା ସମସ୍ତଙ୍କ ଗୋଟିଏ ଡୋ-ରି-ରେ ବା-ନ୍ଧି ରଖିଥାଏ ଏହି ହ୍ଵା-ଟ-ସ୍‌-ଆ-ପ୍ । କିନ୍ତୁ ୪୩ ଟି ପୁରୁଣା ସ୍ମା-ର୍ଟ-ଫୋ-ନରେ ହ୍ଵା-ଟ-ସ୍‌-ଆ-ପ୍ ବନ୍ଦ ହେବା ସମସ୍ତଙ୍କ ପାଇଁ ଏକ ଚି-ନ୍ତା-ର ବିଷୟ ଅଟେ ।

Leave a Reply

Your email address will not be published. Required fields are marked *