ଏହି ବର୍ଷ ଆପଣାନ୍ତୁ ଏହି ୫ଟି ଉପାୟ- ଧନ, କର୍ମ ଓ ଜୀବନସାଥି ସବୁକିଛି ମିଳିବ

ସାଙ୍ଗମାନେ ୨୦୨୦ ଆରମ୍ଭ ହୋଇସାରିଛି । ଏହି ନୂଆବର୍ଷ କେତକ ଲୋକଙ୍କ ପାଇଁ ଏକ ନୂଆ କିରଣ ଆଣି ଆସିଛି । ପୂର୍ବ ବର୍ଷରେ କେତେକ ଲୋକଙ୍କୁ ଭଲପାଇବା ,ଚାକିରି ,ବ୍ୟବସାୟ ଏବଂ ପଇସା ପାଇବାରେ ସଫଳତା ମିଳିନଥିବ । ଏମିତିରେ ସେ ଭବିଥାନ୍ତି କି ଏହି ନୂଆ ବର୍ଷରେ ତାଙ୍କ ଜୀବନରେ ନିହାତି କିଛି ଭଲ ହେବ । ଆପଣଙ୍କର ଏହି ଭାବନାକୁ ସତରେ ପରିଣତ କରିବା ପାଇଁ ଆଜି ଆମେ ୫ ଟି ଏମିତି ଉପାୟ ଆଣିକି ଆସିଛୁ ଯାହାକୁ ଆପଣେଇବା ପରେ ଆପଣଙ୍କର ସବୁ ସମସ୍ଯା ଦୂର ହୋଇଯିବ ।

୧ -ଜୀବନ ସାଥିଙ୍କ ପାଇଁ

ସୋମବାର ଦିନ ଭଗବାନ ଶିବଙ୍କୁ କ୍ଷୀରରେ ଅଭିଷେକ କରି ତାଙ୍କୁ ବେଲପତ୍ର ଏବଂ ଗଇଛ ଫୁଲରେ ତିଆରି ମାଳ ଅର୍ପଣ କରନ୍ତୁ । ଏହା ପରେ ସେହି ମନ୍ଦିରରେ ବସି ‘ଓଂ ନମଃ ଶିବାୟ’ ୧୦୮ ଥର ଜପ କରନ୍ତୁ । ଏହି ଦିନ ଆପଣଙ୍କୁ ଦିନସାରା ଶିବଙ୍କ ବ୍ରତ ରଖିବାକୁ ବି ହେବ । ଏମିତି ଆପଣ ପୁରା ୧୬ ସୋମବାର ପର୍ଯ୍ୟନ୍ତ କରନ୍ତୁ । ବର୍ଷ ସାରିବା ପୂର୍ବରୁ ଆପଣଙ୍କର ସମ୍ପର୍କ କେଉଁ ଠିବୀ ଠିକ ହୋଇଯିବ ।

୨ -ଧନ ପାଇଁ

ଶୁକ୍ରବାର ଦିନ ଲକ୍ଷ୍ମୀ ମାଙ୍କୁ ଲାଲ ରଙ୍ଗର ଓଢଣି ଏବଂ ଚାନ୍ଦିର ଏକ ମୁଦ୍ରା ଚଢାନ୍ତୁ । ଏହି ଚାନ୍ଦିର ମୁଦ୍ରାକୁ ରାତିସାରା ମାଙ୍କ ପାଦତଳେ ରହିବାକୁ ଦିଅନ୍ତୁ ଏବଂ ଏହାକୁ ସେହି ଲାଲ ଓଢଣିରେ ବାନ୍ଧି ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଟଙ୍ଗାଇ ଦିଅନ୍ତୁ । ଏମିତି କରିବା ଦ୍ଵାରା ଘରକୁ ଧନ ଆସିବାର ବାଟ ଖୋଲିଯାଏ ।

୩ -ଚାକିରି ପାଇଁ

ଗୋଟେ ଭଲ ଛକିରି ପାଇବା ପାଇଁ ଏହି ଉପାୟ କରନ୍ତୁ । ବଜାରରୁ ଏକ ଧଳା ରଙ୍ଗର ସୂତାର ଧାଗା କିଣନ୍ତୁ । ଏହି ଧାଗାକୁ ସିନ୍ଦୁରରେ ବୁଡାଇ ଦିଅନ୍ତୁ । ଏବେ ଗଣେଶ ମନ୍ଦିରକୁ ଯାଇ ନିଜ ଚାକିରି କିମ୍ବା ପ୍ରମୋଶନ ର ମନସ୍କାମନା କରନ୍ତୁ । ଏହା ପରେ ସେହି ସିନ୍ଦୁର ବାଲା ଧାଗାକୁ ମଝିରୁ ଅଧା ଛିଣ୍ଡାଇ ଗଣେଶ ମନ୍ଦିରରେ କୌଥିବୀ ବାନ୍ଧି ଦିଅନ୍ତୁ । ବାକି ଥିବା ଧାଗାକୁ ଆପଣ ନିଜ ହାତରେ ବାନ୍ଧି ଦିଅନ୍ତୁ ସେହି ସମୟ ପର୍ଯ୍ୟନ୍ତ ରଖନ୍ତୁ ଜେତାବେଳେ ଆପଣ ଚାକିରି ପାଇଁ ଇନ୍ଟରଭିଉ ଦେବାକୁ ଯାଉଛନ୍ତି ।

୪ -ଭଲ ବ୍ୟବସାୟ ପାଇଁ

ଯେଉଁ ଲୋକ ବ୍ୟବସାୟରେ ଉନ୍ନତି କରିବାକୁ ଚାହୁଁ ଛନ୍ତି ସେମାନେ ଏହି ଉପାୟ କରନ୍ତୁ । ଏକ ଲାଲ କପଡାରେ ୧ ଟଙ୍କିଆ ମୁଦ୍ରା ,ଚାଉଳର ୨୧ଟି ଦାନା ,୩ଟି ଗୁଆ ଏବଂ ଲବଙ୍ଗ ପକାଇ ଏକ ପୁଡା ବାନ୍ଧନ୍ତୁ । ଏବେ ଏହି ପୁଡାକୁ ଦୋକାନର ଉତ୍ତର ଦିଗରେ ଟାଙ୍ଗୀ ଦିଅନ୍ତୁ । ଆପଣଙ୍କୁ ଏହି ପୁଟୁଳିକୁ ସବୁ ଶୁକ୍ରବାର ଦିନ ଧୂପ ଦେଇ ପୂଜା କରିବାକୁ ପଡିବ । ଏହା କରିବା ଦ୍ଵାରା ଆପଣଙ୍କ ବ୍ୟବସାୟରେ ବହୁତ ଉନ୍ନତି ହେବ ।

୫ -ଭଲ ଭାଗ୍ୟ ପାଇଁ

ଯଦି ଆପଣ କୌଣସି ବି କାମକୁ ଜଲ୍ଦି କରିବା ପାଇଁ ଆପଣଙ୍କ ଭାଗ୍ୟ କୁ ଜୋର କରିବାକୁ ଚହନୁ ଛନ୍ତି ତେବେ କରନ୍ତୁ ଏହି ଉପାୟ । ସବୁ ଶନିବାର ସାନି ମନ୍ଦିର ଯାଇ ତେଲର ଦୀପ ଜାଳନ୍ତୁ ଏବଂ ଶାଣିଦେବଙ୍କ ନାମରେ ବ୍ରତ ରଖନ୍ତୁ । ଏହି ଦିନ କଳା ଗାଈ କିମ୍ବା କଳା କୁକୁରକୁ ଗୁଡ ଖୁଆନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କର ଘରର ଖରାପ ଡ଼ିଓଏସ କଟିଯିବ ଏବଂ ଆପଣଙ୍କର ବ୍ୟାଡ ଲକ ଗୁଡ ଲକରେ ବଦଳି ଯିବ ।

Leave a Reply

Your email address will not be published. Required fields are marked *