ଛୁଟି ଆଣି ଘରକୁ ଆସିଲା ଫୌଜି ସ୍ଵାମୀ ଏମିତି ଅବସ୍ଥାରେ ମିଳିଲେ ପତ୍ନୀ, ଯାହା ପରେ ସେ କହିଲେ କି ସେହି ରାତି…

ଗତ ୧୭ ଅଗଷ୍ଟ ରାତିରେ ସ୍ତ୍ରୀ କୁ ମାରି ଆତ୍ମହତ୍ୟା କରିଥିବା ଫୌଜି ମାମଲାରେ ଏକ ନୂଆ ମୋଡ ଆସିଛି । ଜଣାଯାଇଛି କି ମୃତାକା ଙ୍କୁ ୩ ମାସର ଗର୍ଭ ଥିଲା । କାରଣ ଏହି ଘଟଣା ଦିନ ହିଁ ମୃତକାଙ୍କ ଦେହ ଖରାପ ହେବା କାରଣରୁ ତାଙ୍କର ଚେକପ କରାଯାଇ ଥିଲା । ଡାକ୍ତର କହିଥିଲେ କି ତାଙ୍କ ପେଟରେ ୩ ମାସର ଗର୍ଭ ଅଛି । ଏହା ପରେ ତାଙ୍କ ସ୍ଵାମୀ ବହୁତ ବ୍ୟସ୍ତ ଥିଲେ । ଫୌଜି ସପ୍ତାହ ରେ ପ୍ରଥମେ ଛୁଟି ନେଇ ଆସିଥିଲେ ଏବଂ ତିନି ଦିନ ପୂର୍ବରୁ ସ୍ତ୍ରୀ କୁ ତାଙ୍କ ବାପ ଘରୁ ଆଣି ଆସିଥିଲା ।

ଗାଁ ଲୋକମାନେ କହିଛନ୍ତି କି ୧୭ ଅଗଷ୍ଟ ସନ୍ଧ୍ୟାରେ ଆକାଶ ମଦ ନିଶାରେ ବାଇକରେ ବୁଲୁଥିଲା ।

ସେହି ଦିନ ତାଙ୍କ ପ୍ରେଗନେସି ରିପୋର୍ଟ ଆସିଥିଲା । ପୁଲିସ କହିବା କଥାକି ଆକାଶ ଙ୍କୁ ତାଙ୍କ ସ୍ତ୍ରୀ ର ଚରିତ୍ର ଉପରେ ସନ୍ଦେହ ଥିଲା । ସେ ଦୁଇଜଣଙ୍କ ଭିତରେ ଏହି କଥାକୁ ନେଇ ବହୁତ ରାତି ପର୍ଯ୍ୟନ୍ତ ପଟିତୁଣ୍ଡ ହୋଇଥିଲା । ତା ପରେ ଆକାଶ ଟେଲିଫୋନ ତାରରେ ପତ୍ନୀ ନିକିତା ର ବେକ ଚିପିଦେଲା ଏବଂ ନିଜେ ଟ୍ରେନରେ କାଟିହୋଇ ନିଜ ଜୀବନ ଦେଇଦେଲେ ।

ପାମଗଡ ଥାନା ଇଲାକାରେ ରହୁଥିବା ୨୧ ବର୍ଷର ଆକାଶ ସିଂହ ସ୍ତଳ ସେନାରେ କାମ କରୁଥିଲେ । ଘଟଣା ର ତିନି ଦିନ ପୂର୍ବରୁ ମୃତକା ନିଜ ଘରୁ ଶାଶୁ ଘରକୁ ଆସିଥିଲା । ଫୌଜି ବି ଛୁଟି ଆଣି ଆସିଥିଲେ । ସକାଳ ୪ ରେ ଷ୍ଟେସନ ମାଷ୍ଟର କୁ ଘଟଣାର ସୂଚନା ମିଳିଥିଲା । ସେ ଜିଆରପି ଙ୍କୁ ଘଟଣା ଜଣାଇଲେ ,ସେତବେଳ ପର୍ଯ୍ୟନ୍ତ ତାଙ୍କର ଜୀବନ ଯାଇ ନଥିଲା ।

ମୁଁ ଆକାଶ ପୁରା ହୋସରେ ଥାଇ କହୁଛି କି ମୁଁ ପ୍ରଥମେ ମୋ ସ୍ତ୍ରୀ ର ବେକ ଚିପି ମାରିଦେଲି ତାପରେ ନିଜେ ଷ୍ଟେସନକୁ ଯାଇ ଆତ୍ମହତ୍ୟା କଲି । ଏଥିରେ ମୋ ପରିବାର କୌଣସି ଦୋଷ ନାହିଁ । ମୁଁ ଏବଂ ଅଙ୍କିତା ନିଜେ ଏ କଦମ ଉଠାଇଛୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *