ଚଳଚିତ୍ର ଦୁନିଆ ଏମିତି ଗୋଟେ ଜଗତ ଯେଉଁଠି ଲୋକ ନିଜ ନା ସହ ବହୁତ କିଛି ପାଇଥାନ୍ତି । ଏହା ଏମିତି ଗୋଟେ କେରିଅର ଯାହା ଆପଣଙ୍କୁ ବହୁତ ଶୀଘ୍ର ନା ଓ ଟଙ୍କା ଦେଇଥାଏ କିନ୍ତୁ ଏହା ପାଇଁ ଦୁଇଟି ଜିନିଷ ବହୁତ ଆବଶ୍ୟକ ଅଟେ ତାହା ହେଉଛି ସୁନ୍ଦରତା ଓ ଅଭିନୟ କଳା । ତେବେ ଆଜି ଆମେ ଆପଣଙ୍କୁ ଓଡିଆ ଚଳଚିତ୍ର ଜଗତ ର କିଛି ପ୍ରସିଦ୍ଧ ଅଭିନେତାଙ୍କ ଛୁଆବେଳ ଫଟୋ ଦେଖେଇବୁ ଯାହା ବହୁତ କ୍ୟୁଟ ହୋଇଛି ।
୧.ଆକାଶ :
ଆପଣ ମାନେ ସମସ୍ତେ ଆକାଶଙ୍କୁ ବେସ ଭଲ ଭାବରେ ଜାଣିଥିବେ ସେ ବହୁତ ଓଡିଆ ଚଳଚିତ୍ରରେ କାମ କରିଛନ୍ତି ତାଙ୍କ ଚଳଚିତ୍ର ଦେଖିବାକୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ତେବେ ତାଙ୍କ ଛୁଆବେଳ ଫଟୋ ଦେଖି ଆପଣ ମଧ୍ୟ କହିବେ କେତେ କ୍ୟୁଟ ଥିଲେ ।

୨. ସବ୍ୟସାଚୀ ମିଶ୍ର :
ସବ୍ୟସାଚୀ ମିଶ୍ର ଓଡିଶାର ବହୁତ ପ୍ରସିଦ୍ଧ କଳାକାର ଅଟନ୍ତି ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଏତେ ପସନ୍ଦ ଆସିଛି ଯେ ଲୋକେ ତାଙ୍କ ଚଳଚିତ୍ର ଦେଖିବା ବହୁତ ପସନ୍ଦ କରନ୍ତି । ତେବେ କଣ ଆପଣ ଜାଣିଛନ୍ତି ସବ୍ୟସାଚୀ ଛୁଆବେଳେ ଦେଖିବାକୁ କେମିତି ଥିଲେ ଯଦି ଦେଖି ନାହାନ୍ତି ତେବେ ଆମେ ଆଜି ଆପଣଙ୍କୁ ତାଙ୍କ ଛୁଆବେଳ ଫଟୋ ଦେଖେଇବାକୁ ଯାଉଛୁ । ସବ୍ୟସାଛିଙ୍କ ସହ ଅର୍ଚିତାଙ୍କ ଯୋଡି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ଓ ପ୍ରାୟତଃ ଦୁହେଁ ଏକାଠି କରିଥିବା ଫିଲ୍ମ ସୁପର ହିଟ ହୋଇଥାଏ ।

୩. ସ୍ଵରାଜ :
ସ୍ଵରାଜଙ୍କୁ କିଏ ଅବା ଜାଣି ନାହିଁ ସ୍ଵରାଜ ଏମିତି ଜଣେ ଅଭିନେତା ଯିଏ ଅଭିନୟ ବହୁତ ଭଲ କରନ୍ତି ଓ ଦେଖିବା ପାଇଁ ଏବେ ବି ଛୁଆ ଦେଖା ଦିଅନ୍ତି ତାଙ୍କ ଅଭିନୟ ଓ ସୁନ୍ଦରତା ଲୋକଙ୍କୁ ଆକର୍ଷିତ କରିଥାଏ ତେବେ କଣ ଆପଣ ଜାଣିଛନ୍ତି ସେ ଛୋଟବେଳେ କେମିତି ଦେଖା ଯାଉଥିଲେ ଯଦି ଜାଣି ନାହାନ୍ତି ତେବେ ଏହି ଫଟୋରେ ଦେଖନ୍ତୁ ।

୪. ଅନୁଭବ ମହାନ୍ତି :
ଅନୁଭବ ମହାନ୍ତି ଓଡିଶାର ମେଗା ଷ୍ଟାର ଅଟନ୍ତି ତାଙ୍କ ନା ସମସ୍ତେ ଶୁଣିଥିବେ ତେବେ ତାଙ୍କ ଚଳଚିତ୍ର ସୁପର ଡୁପର ହିଟ ହୋଇଥାଏ ଆଜି ଆମେ ଆପନାଙ୍କୁ ଏମିତି କିଛି ତାଙ୍କ ଛୋଟ ବେଳ ଫଟୋ ଦେଖେଇବାକୁ ଯାଉଛୁ ଯାହା ଦେଖି ଆପନାଙ୍କୁ ଏହା ଅନୁଭବ ହବ ଯେ ସେ ଛୋଟବେଳେ କେତେ କ୍ୟୁଟଥିଲେ ଓ ତାଙ୍କୁ ଲୋକେ ବହୁତ ପସନ୍ଦ କରନ୍ତି ଯାହା ଫଳ ସ୍ୱରୂପ ସେ ନିଜକୁ ବହୁତ ଭାଗ୍ୟଶାଳି ମନେ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।