Top 10 ଓଡିଆ ସେଲିବ୍ରେଟି ଯେଉଁମାନେ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ଦମଦାର ପ୍ରଦର୍ଶନ ଯୋଗୁ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଏହା ଛଡା ଓଡିଆ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ମଧ୍ୟ ଅଲଗା ସ୍ଥାନ ସୃଷ୍ଟି କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ବର୍ତ୍ତମାନ କୋରୋନା ମହାମାରି ପୁରା ଦେଶରେ ମାତିବା ଯୋଗୁ ଫିଲ୍ମ ଶୁଟିଙ୍ଗ ବନ୍ଦ ରହିଥିଲା ।

କିନ୍ତୁ କୋରୋନା କଟକଣା କୋହଳ ହେବାରୁ ଫିଲ୍ମ ଶୁଟିଙ୍ଗ ପୁଣି ଥରେ ଆରମ୍ଭ ହୋଇଛି । ତେବେ କିଛି ଏମିତି କଳାକାର ମାନେ ଅଛନ୍ତି ଯେଉଁ ମାନେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନେ କିଏ ଆସନ୍ତୁ ଜାଣିବା ।

୧- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମୁନମୁନ ଖୁଣ୍ଟିଆ ଯିଏ ଅନେକ ଓଡିଆ ସିରିଏଲରେ ଦମଦାର ଅଭିନୟ କରି ଲୋକପ୍ରିୟତା ହାସଲ ଅକରିଛନ୍ତି । ଗତ ବର୍ଷ ସେ କୋରୋନାରେ ପୀଡିତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ହୋଇ ପୁଣି ଥରେ ଅଭିନୟ କ୍ଯାରିୟର ଜାରି ରଖିଛନ୍ତି ।

୨- ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ଓଡିଆ ଜଗତର ହାସ୍ୟ ଅଭିନେତା ଗୁଡୁ ଯିଏ ନିଜର କମେଡି ଯୋଗୁ ପୁରା ଓଡିଆ ଇଣ୍ଡଷ୍ଟ୍ରିରେ ଫ୍ୟାମ୍ସ ହେବା ସହ ଫ୍ୟାନ୍ସ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିଛନ୍ତି । ଗତ ବର୍ଷ ଗୁଡୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ।

୩- ଆମ ଲିସ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ରିୟାଲିଟି ସୋ ରେ ଅଭିନେତା ରୁଦ୍ର ନଜର ଆସନ୍ତି । ଗତ ବର୍ଷ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ସେ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ।

୪- ଆମ ଲିସ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ସିରିଏଲରେ ଅଭିନୟ କରିଥିବା ଅଭିନେତା ଚିନ୍ମୟ । ଗତ ବର୍ଷ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ସେ ସୁସ୍ଥ ହୋଇ ନିଜର ଅଭିନୟ କ୍ଯାରିୟର ଜାରି ରଖିଛନ୍ତି ।

୫- ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ବଙ୍ଗାଳୀ ନାୟିକା ଝିଲିକ ଭତାଚାର୍ଜ୍ୟ ଯିଏ କି ଓଡିଆ ଜଗତରେ ଅନେକ ଫିଲ୍ମରେ ଅଭିନୟ କରିବାର ନଜର ଆସିଛନ୍ତି । ତେବେ ଗତ କାଲି ସେ କୋରୋନା ପଜେଟିଭ ହୋଇଛନ୍ତି ବୋଲି ସୂଚନା ମିଳିଛି । ସେ ତାଙ୍କ ଘରେ ହୋମ କ୍ଵାରେନ୍ଟେଡ଼ରେ ରହୁଛନ୍ତି ।

୬- ରୁଦ୍ରୀ : ଆପଣ ମାନେ “ମାୟା” ସିରିଏଲରେ ଅଭିନ୍ତେରି ରୁଦ୍ରୀଙ୍କୁ ମୁଖ୍ୟ ନାୟିକା ଭାବେ ଅଭିନୟ କରିବାର ନିଶ୍ଚୟ ଦେଖିଥିବେ । ଗତ କିଛି ଦିନ ତଳେ ରୁଦ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ କୋରୋନା ପଜେଟିଭ ହୋଇଛି ବୋଲି ସୂଚନା ମିଳିଥିଲା ଯାହା ସଂପୂର୍ଣ୍ଣ ଭାବେ ମିଥ୍ୟା ଅଟେ । ରୁଦ୍ରୀଙ୍କର ସ୍ବାସ୍ଥ୍ୟବସ୍ଥା ଅନ୍ୟ କାରଣ ଯୋଗୁ ଖରାପ ହୋଇଥିଲା । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *