ଜଣେ ବ୍ୟକ୍ତି ୧୦୦ ଟଙ୍କା ନେଇ ଦୋକାନରୁ ଯାଇଥିଲେ, ସେ ୭୫ଟଙ୍କାର ସଉଦା କିଣିଲେ ଏବଂ ଦୋକାନୀ ତାଙ୍କୁ ୫ଟଙ୍କା ଫେରାଇଲା, ବ୍ୟକ୍ତି ଜଣକ କିଛି ନକହି ଚୁପଚାପ ଘରକୁ ଚାଲିଆସିଲେ କାହିଁକି ?

ଆପଣ ବହୁତ ଲୋକଙ୍କ କଥା ଶୁଣି ଥିବେ ଯେ ଆଇଏସ ପରୀକ୍ଷା ପାସ କରିବା କୌଣସି ଛୁଆ ଖେଳ ନୁହ, ଲିଖିତ ପରୀକ୍ଷା ରେ ତେବେ ଗୋଟେ ଥର ପାସ କରି ପାରିବେ କିନ୍ତୁ ଏହାର ଇଣ୍ଟରଭ୍ୟୁ ବହୁତ କଠିନ ହୋଇଥାଏ ଏଥିରେ ପଚରା ଯାଇଥିବା ପ୍ରଶ୍ନ ଉତ୍ତର ଭଲ ଭଲ ବିଦ୍ଵାନ ଲୋକଙ୍କ ପାଖରେ ନଥାଏ ।

କେତେ ଥର ପ୍ରଶ୍ନ ବହୁତ ବୁଲେଇ ବଙ୍କେଇ ପଚରା ଯାଇଥାଏ, ତେବେ ପ୍ରଶ୍ନ ସହଜ ଥିଲେ ମଧ୍ୟ ଏତେ ବୁଲେଇକି ପଚରା ଯାଏ ଯାହା ଉତ୍ତର ଦବା କଷ୍ଟକର ହୋଇଥାଏ । ଯଦି ଆପଣଙ୍କୁ ମନରେ ମଧ୍ୟ ଏହି ପରିକା ପ୍ରଶ୍ନ ଅଛି ତେବେ ଆପଣଙ୍କୁ ବି ଜାଣି ଭଲ ଲାଗିବ ଯେ ଆମ ପାଖରେ ବହୁତ ପ୍ରକାର ପ୍ରଶ୍ନ ଉତ୍ତର ଅଛି ।

Image Courtesy: Google

୧. ତାହା କଣ ଯାହା ଭାଇର ଦୁଇଟି ଏବଂ ଭଉଣୀର ତିନୋଟି ଥାଏ ?

ଉତ୍ତର : ଅକ୍ଷର

୨. କଥା କହିଲେ କଣ ଭାଙ୍ଗିଯାଏ ?

ଉତ୍ତର : ମଉନ ବ୍ରତ

୩. ତାହା କେଉଁ ଶବ୍ଦ ଯାହାକୁ ଆମେ ଲେଖିଥାଏ ଏବଂ ପଢୁ ନାହିଁ ?

ଉତ୍ତର – ନାହିଁ

୪. କିଛି ମାସରେ ୩୦ ଦିନ ଥାଏ, କିଛି ମାସରେ ୩୧ ଦିନ ଥାଏ । ଏମିତି କେତେଗୋଟି ମାସ ଅଛି ଯେଉଁଥିରେ ୨୮ ଦିନ ଥାଏ ?

ଉତ୍ତର : ସମସ୍ତ ମାସରେ

Image Courtesy: Google

୫. ତାହା କଣ ଯାହା ଆପଣଙ୍କ ପାଖରେ ଯେତେ ଅଧିକ ହେବ, ଆପଣଙ୍କୁ ସେତେ କମ ଦେଖାଯିବ ?

ଉତ୍ତର : ଅନ୍ଧାର

୬. ତାହା କଣ ଯାହାକୁ ଅଧା ଖାଇଲା ପରେ ମଧ୍ୟ ତାହା ପୁରୀ ରହିଥାଏ ?

ଉତ୍ତର : ପୁରୀ

୭. ତାହା କଣ ଯାହାର ଡେଣା ନଥିଲେ ମଧ୍ୟ ଜନ୍ମ ହେବା ମାତ୍ରେ ଉଡିଥାଏ ?

ଉତ୍ତର : ଧୂଆଁ

Image Courtesy: Google

୮. ତାହା କଣ ଯାହାକୁ ଭାଙ୍ଗିବା ପରେ ସମସ୍ତେ ଖୁସି ହୋଇଥାନ୍ତି ?

ଉତ୍ତର : ରେକର୍ଡ

୯. କ୍ଷୀର ସମୁଦ୍ରରେ କରେ ମୁଁ ବାସ, ଦେଖନ୍ତିନି ମୋତେ କେହି ସମୁଦ୍ର ମନ୍ଥନ ହୋଇଲେ ଶେଷ ମୋ ରୂପ ଦେଖିବୁ ତୁହି ଏହାର ଉତର କଣ ?

ଉତ୍ତର – ଲହୁଣୀ

୧୦. ଜଣେ ବ୍ୟକ୍ତି ୧୦୦ ଟଙ୍କା ନେଇ ଦୋକାନରୁ ଯାଇଥିଲେ । ସେ ୭୫ଟଙ୍କାର ସଉଦା କିଣିଲେ ଏବଂ ଦୋକାନୀ ତାଙ୍କୁ ୫ଟଙ୍କା ଫେରାଇଲା । ବ୍ୟକ୍ତି ଜଣକ କିଛି ନକହି ଚୁପଚାପ ଘରକୁ ଚାଲିଆସିଲେ କାହିଁକି ?

ଉତ୍ତର : କାରଣ ସେ ୧୦୦ ଟଙ୍କାର କୁଚୁରା ନେଇଥିଲେ ଏବଂ ଦୋକାନୀକୁ ୮୦ ଟଙ୍କା ଦେଇଥିଲେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *