Odia Jagannath Quiz- କଣ ଆପଣ ଜାଣିଛନ୍ତି ପ୍ରସାଦରେ ତୁଳସୀ ପତ୍ର କାହିଁକି ପଡେ ? ଏହା ସହ ଆହୁରି 22Gk Quiz

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ କିଛି ନା କିଛି ସାଧାରଣ ଜ୍ଞାନ ଆହରଣ କରିବା ନିହାତି ଜରୁରୀ ଅଟେ । ସେଥିପାଇଁ ବ୍ୟକ୍ତି କିଛି ନା କିଛି ଶିକ୍ଷା ଗ୍ରହଣ କରିଥାଏ । କିନ୍ତୁ ଅନେକ ସମୟରେ ଏମିତି କିଛି କଥା ରହିଥାଏ ଯାହା ଆମ ପାଠ ରେ ନ ଥାଏ । ତାହା ସବୁ ସାଧାରଣ ଜ୍ଞାନ ହୋଇଥାଏ ଯାହାକୁ ଆମକୁ ବାହାରୁ ଶିଖିବାର ଥାଏ । ଯାହା ବିଷୟରେ ବିଦ୍ୟାର୍ଥୀ ମାନେ ଅଜଣା ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

୧- ଜଗନ୍ନାଥ କୁ ବେଶ, ଫୁଲ ଲାଗି ଓ ଅବକାଶ ପୂଜା କେଉଁ ସେବାକାରୀ କରନ୍ତି ?

ଉତ୍ତର- ସିଂହାରୀ

୨- କେଉଁ ମୁସଲମାନ ଜଗନ୍ନାଥ ଙ୍କ ପରମ ଭକ୍ତ ଅଟନ୍ତି ?

ଉତ୍ତର- ସାଲବେଗ

୩- ଓଡିଶାର ଗଦା କ୍ଷେତ୍ର କାହାକୁ କୁହାଯାଏ ?

ଉତ୍ତର- ଯାଜପୁର

୪- କେଉଁ ମହାପୁରୁଷ ଙ୍କ ପିଠ ରେ ଶୁଖୁଆ ଭୋଗ ହୁଏ ?

ଉତ୍ତର- ଅରକ୍ଷିତ ଦାସ

୫- ଆହେ ନୀଳଶୈଳ ଗୀତା ର କବି କିଏ ଅଟନ୍ତି ?

ଉତ୍ତର- ସାଲବେଗ

୬- ଆହେ ଦୟାମୟ ବିଶ୍ଵ ବିହାରୀ ର ରଚୟତା କିଏ ?

ଉତ୍ତର- ରାମକୃଷ୍ଣନନ୍ଦ

୭- ପୁରୀ ସମୁଦ୍ର ର ଅନ୍ୟ ନାମ କଣ ?

ଉତ୍ତର- ମହୋଦଧି

୮- ସୟନ ବେଳେ ଭଗବାନ ବିଶୁଣୁଙ୍କର କେଉଁ ନାମ ଜପିବା ଉଚିତ ?

ଉତ୍ତର- ପଦ୍ମନାଭ

୯- କାକଟପୁର ମଙ୍ଗଳା ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର- ପୁରୀ

୧୦- ମା ତାରା ତାରିଣୀ ମନ୍ଦିର କେଉଁ ଜିଲ୍ଲାଳରେ ଅବସ୍ଥିତ ?

ଉତ୍ତର- ଗଞ୍ଜାମ

୧୧- ବିରଜା ମନ୍ଦିର କେଉଁ ନଦୀ କୂଳରେ ଅବସ୍ଥିତ ?

ଉତ୍ତର- ବୈତରଣୀ

୧୨- ବାଟ ମଙ୍ଗଳା ପାଖ ବଟ ବୃକ୍ଷ ପାଖରେ କେଉଁ ଦେବତା ପୂଜା ପାଆନ୍ତି ?

ଉତ୍ତର- ବଟକୃଷ୍ଣ

୧୩- ନାରାୟଣୀ ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର- ଗଞ୍ଜାମ

୧୪- ନନ୍ଦିଘୋଷ ରଥ କେତେ ଖଣ୍ଡ କାଥରେ ନିର୍ମିତ ଅଟେ ?

ଉତ୍ତର- ୭୪୨ ଖଣ୍ଡ

୧୫- ଶ୍ରୀ ଜଗନ୍ନାଥ ଅଣବାସରରେ ରହିବା ସମୟରେ ବ୍ରହ୍ମଗିରିରେ କେଉଁ ରୂପରେ ପୂଜା ପାଆନ୍ତି ?

ଉତ୍ତର- ଅଲାରନାଥ

୧୬- ଲଡୁ ବାବାଙ୍କ ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର- ନୟାଗଡ

୧୭- ମହିମାଗାଦି କେଉଁ ଜିଲ୍ଲା ଅବସ୍ଥିତ ?

ଉତ୍ତର- ଢେଙ୍କାନାଳ

୧୮- ଉଗ୍ର ତାରା ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର- ଖୋର୍ଦ୍ଧା

୧୯- ମୁକ୍ତି ମଣ୍ଡପର ଲମ୍ବ କେଟ ଫୁଟ ?

ଉତ୍ତର- ୩୮ ଫୁଟ

୨୦- ଶ୍ରୀ ମନ୍ଦିରରେ ଜଗନ୍ନାଥ ଦାସ ଓଡିଆ ଭଗବତ କେଉଁଠି ବସି ଶୁଣାଉଥିଲେ ?

ଉତ୍ତର- ରାଜସମଣ୍ଡପ

୨୧- ସାବର ଶ୍ରୀ କ୍ଷେତ୍ର କେଉଁ ଜିଲ୍ଲା ରେ ଅବସ୍ଥିତ ?

ଉତ୍ତର- କୋରାପୁଟ

୨୨- ଶ୍ରୀ ମନ୍ଦିର ଦକ୍ଷିଣ ଦ୍ବାରର ନାମ କଣ ?

ଉତ୍ତର- ଅଶ୍ଵଦ୍ଵାର

୨୩- ପ୍ରସାଦରେ ତୁଳସୀ ପତ୍ର କାହିଁକି ପଡେ ?

ଉତ୍ତର- ତୁଳସୀ ପତ୍ରରେ ଔଷଧୀୟ ଗୁଣ ଥାଏ ଯାହା ବି ବାୟୁମଣ୍ଡଳରେ ଥିବା ଜୀବାଣୁ ଅଛନ୍ତି ଆଉ ସେହି ଯିବାନୁରୁ ସଂକ୍ରମିତ ହେବାରେ ରକ୍ଷା କରିଥାଏ ତୁଳସୀ ପତ୍ର ଏବଂ ପ୍ରସାଦକୁ ପବିତ୍ର ମଧ୍ୟ କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *