ଦୂର୍ଗାପୂଜାରେ ଏକାଠି ହେଲେ Rachana ଓ Sidharth, ମିଶିକି କାଲେ ମା’ ଙ୍କ ପୂଜା… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଆଉ ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ବ୍ୟକ୍ତିଗତ ଲାଇଫ କୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆପଣ ମାନେ ଜାଣିଥିବେ ସାରା ଭାରତ ବର୍ଷ ରେ ପାଳିତ ହୋଇ ସାରିଛି ପବିତ୍ର ଦୁର୍ଗାପୁଜା ବା ନବରାତ୍ରି ।

ଏହି ନବରାତ୍ରି ରେ ଲୋକ ମାନଙ୍କ ଠାରୁ ଆରମ୍ଭ କରି କଳାକାର ମାନେ ଖୁବ ଧୂମ ଧାମ ରେ ସେଲିବ୍ରେସନ କରିଛନ୍ତି । ଆଉ ଓଡିଆ କଳାକାର ମାନେ ହୁଅନ୍ତୁ କି ହିନ୍ଦୀ କଳାକର ଏମାନେ ହୁଅନ୍ତୁ ସମସ୍ତେ ନିଜ ନିଜ ଘରେ ନବରାତ୍ରି ପାଳନ କରିଛନ୍ତି ଆଉ ମା ଦୂର୍ଗା ଙ୍କ ଆଶୀର୍ବାଦ ନେଇଛନ୍ତି । ଆପଣ ମାନେ ସମସ୍ତେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ଏବେ ବି ସେ ନିଜର ଅଭିନୟ ଜାରି ରଖିଛନ୍ତି । ଏହା ବ୍ଯତୀତ ଆପଣ ମାନେ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ମଧ୍ୟ ଜାଣିଥିବେ । ସେ ନିଜର ବିବାହ ପରେ ଓଡିଶା ରୁ ଦୂରେଇ ରୁହନ୍ତୁ ଆଉ ଅଭିନୟ ଦୁନିଆରୁ ବି ଦୂରେଇ ରହିଛନ୍ତି । ତେବେ ଗତ କିଛି ଦିନ ରଚନା ଙ୍କ ସ୍ଵାମୀ ଙ୍କ ପରଲୋକ ଘଟିଛି । ଯାହା ପାଇଁ ସେ ଦୁଖରେ ଭାଙ୍ଗି ପଡିଛନ୍ତି । ରଚନା ବାନାର୍ଜୀ ବହୁତ ଜଲ୍ଦି ଓଡିଶା ଫେରୁଛନ୍ତି । ତେବେ ଦୁର୍ଗାପୁଜା ଆସିବା ଆଗରୁ ଆସିଥାଏ ପ୍ରଥମେ ଅଷ୍ଟମୀ, ନବମୀ ଆଉ ତା ପରେ ଦଶହରା ସରିବା ପରେ ସାମନାକୁ ଆସିଛି କିଛି ଘଟଣା ।

ଯାହାକି ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହାଲିଛି । ସୂଚନା ଅନୁଯାୟୀ ଅଭିନେତା ସିଦ୍ଧାନ୍ତ ମହାପତ୍ର ଓ ଅଭିନେତ୍ରୀ ରଚନା ବନାରୀ ଏଥର ଦଶହରା ରେ ଏକାଠି ହୋଇଛନ୍ତି । ତେବେ ଏହି ଦୁଇ କଳାକାର ପୁଣି ଥରେ ଏକାଠି ହୋଇଛନ୍ତି ଯାହା କି ବର୍ତ୍ତମାନର ସବୁଠାରୁ ବଡ ଖବର ରହିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଏହି ଦୁଇ କଳାକାର ଙ୍କୁ ଅନେକ ବର୍ଷ ପରେ ଏକାଠି ଦେଖିବାକୁ ମିଳିଛି ଯାହା ପାଇଁ ସେମାନଙ୍କର ଫ୍ୟାନ୍ସ ମାନେ ବେଶ ଆଗ୍ରହୀ ଆଉ ଖୁସି ଥିବାର ନଜର ଆସିଛନ୍ତି ।

କିନ୍ତୁ ଏହା ସଂପୂର୍ଣ୍ଣ ସତ ନୁହେଁ । ଏମିତି କି ସିଦ୍ଧାନ୍ତ ନିଜ ପୁରା ପରିବାର ସହ ନବରାତ୍ରି ପାଳନ କରିଛନ୍ତି ଯାହାର ଦ୍ରୁଶ୍ଯ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ସିଦ୍ଧାନ୍ତ ଓ ରଚନା ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *