ଓଡିଆ ସିରିଏଲ ଅଭିନେତ୍ରୀ ଶ୍ରୀ(Trupti)ଙ୍କ Family Album ଯାହା ଆଗରୁ କେବେ ଦେଖି ନଥିବେ

ଆପଣ ମାନେ ସମସ୍ତେ ଘରେ ସିରିଏଲ ଦେଖିବା ପସନ୍ଦ କରୁଥିବେ ତେବେ ଏହି ସିରିଏଲ କଳାକାର ଗୁଡେ ନିଜ ଅଭିନୟ ଓ ସିରିଏଲ ମାଧ୍ୟମରେ ରାତା ରାତି ଷ୍ଟାର ହୋଇଥାନ୍ତି । ତେବେ ଯିଏ ଚାନ୍ସ ପାଇଲା ଓ ଭଲ ଅଭିନୟ ଓ ସୁନ୍ଦରତା ଦେଖେଇ ପାରିଲା ଦର୍ଶକ ତାଙ୍କୁ ଭଲ ପାଇଥାନ୍ତି ଓ ସେହି ସିରିୟଲ ସୁପର ହିଟ ହୋଇଥାଏ ।

ତେବେ ବହୁତ ଏମିତି ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯିଏ ସିରିଏଲ ଦ୍ଵାରା ଫେମସ ହୋଇଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏମିତି ନିଜ ପ୍ରଥମ ସିରିଏଲ ଦ୍ଵାରା ରାତା ରାତି ଫେମସ ହୋଇଛନ୍ତି ।

Image Courtesy: Google

ଆପଣ ମାନେ ସମସ୍ତେ ମହାଦେବୀ ସିରିଏଲ ତ ନିଶ୍ଚିନ୍ତ ଦେଖିଥିବେ ତେବେ ଏହି ସିରିଏଲ ମୁଖ୍ୟ ଅଭିନେତ୍ରୀ ଶ୍ରୀ ଆପଣ ମାନଙ୍କୁ କେମିତି ଲାଗନ୍ତି ତାଙ୍କ ଅସଲ ନାମ ତୃପ୍ତି ଅଟେ । ତୃପ୍ତି ଛୋଟବେଳୁ ଅଭିନୟ ଓ ଓଡିଶୀ ନାଚରେ ବହୁତ ଭଲ ଅଟନ୍ତି, ସେ ନିଜ ଫେସବୁକରେ ମଧ୍ୟ ଏହା ଲେଖିଛନ୍ତି ଯେ ତାଙ୍କୁ ଓଡିଶୀ ନାଚ କରିବା ବହୁତ ପସନ୍ଦ ଓ ସେ ଜୀବନରେ ବହୁତ ସଫଳ ଅଭିନେତ୍ରୀ ହବାକୁ ଚାହନ୍ତି । ତେବେ ମହାଦେବୀ ସିରିଏଲରେ ତୃପ୍ତିଙ୍କୁ ପ୍ରଥମ ଥର ପାଇଁ ଚାନ୍ସ ମିଳିଛି ।

Image Courtesy: Google

ଯାହା ପ୍ପାରେ ତାଙ୍କ ଅଭିନୟ ଦେଖି ଦର୍ଶକ ମାନେ ଏହି ସିରିଏଲକୁ ବେସ ପସନ୍ଦ କରିଛନ୍ତି ଓ କେବଳ ନିଜ ଶୁଟିଙ୍ଗ ପାଇଁ ତୃପ୍ତି ଭୁବନେଶ୍ଵରରେ ରହିବାକୁ ଆସିଛନ୍ତି ବୋଲି ଖବର ମିଳିଛି । ତୃପ୍ତିଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟ ସମସ୍ତଙ୍କୁ ବେସ ପସନ୍ଦ ଆସିଛି ଓ ତାଙ୍କ ଅଭିନୟ ଦେଖି ଏହା ଜମା ଲାଗୁ ନାହିଁ ଯେ ସେ ଅଭିନୟ ଦୁନିଆକୁ ନୂଆ ନୂଆ ଆସିଛନ୍ତି । ଏହି ଧାରାବାହିକରେ ଶ୍ରୀଙ୍କ ଅଭିନୟ ବହୁତ ଭଲ ଅଛି ଏହି ଧାରାବାହିକ ମାଧ୍ୟମରେ ଶ୍ରୀ ଲୋକଙ୍କୁ ଏହା ବୁଝେଇବା ପାଇଁ ଚେଷ୍ଟା କରୁଛନ୍ତି ଯେ ଭଗବାନଙ୍କୁ ଅନ୍ଧବିଶ୍ଵାସ କର ନାହିଁ ।

Image Courtesy: Google

ଭଗବାନ ଏହା ଚାହନ୍ତି ନାହିଁ ଓ ଏହା ଦ୍ଵାରା ନିର୍ଧନ ଓ ଗରିବ ଲୋକଙ୍କ ସାହାଯ୍ୟ କେମିତି କରିବା ତାହା ବିଷୟରେ ମଧ୍ୟ ଶ୍ରୀ ଲୋକଙ୍କୁ ବୁଝାଉଛନ୍ତି ଓ କହୁଛନ୍ତି ଯଦି ଭଗବାନ ଅଛନ୍ତି ତେବେ ଏହି ଲୋକେ ଏତେ କଷ୍ଟ କଣ ପାଇଁ ଭୋଗ କରୁଛନ୍ତି ତାଙ୍କ କଷ୍ଟ ଦୂର କର ମାତା । ଏହା ଉପରେ ଏବେ ଧାରାବାହିକ ଚାଲିଛି ଓ ଆଗକୁ ଏହାର କାହାଣୀ କଣ ହବ ତାହା ସମସ୍ତେ ଜାଣିବାକୁ ଇଛା କରୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *