ଆପଣ ପ୍ରତେକ ଦିନ ଓଡିଆ ସିରିଏଲ ଦେଖୁଥିବେ । ଆଜି ଆମେ ଏହି ଭିଡିଓରେ ଦେଖିବାକି ଓଡିଆ ସିରିୟଲ ଜୀବନସାଥି ମାନେ ଦେଖିବାକୁ କେମିତି । ଏମାନେ ସିରିଏଲରେ ଜବରଦସ୍ତ ଏକ୍ଟିଂ କରି ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି ସେମାନେ । ପ୍ରଥମ ଲିଷ୍ଟରେ ଆସୁଛନ୍ତି ଏଲି ପାଢୀ ।
ଏଲି ପାଢୀ :- ଏଲି ପାଢିଙ୍କୁ ଆପଣ ସିନ୍ଦୁରର ଅଧିକାର ସିରିଏଲରେ ନେଗେଟିଭ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ । ଇଏ ହେଉଛନ୍ତି ଏଲିଙ୍କର ଜୀବନସାଥି । ତାପରେ ଦୁଇ ନମ୍ବରରେ ଆସୁଛନ୍ତି କନିକା ।
କନିକା :- ତାଙ୍କୁ ତାରା ତରେଣୀ ସିରିଏଲରେ ନିଶ୍ଚିନ୍ତ ଭାବେ ଦେଖିଥିବେ । ଆଉ ତାଙ୍କ ଜବରଦସ୍ତ ଅଭିନୟରେ ସେ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଇଏ ହେଉଛନ୍ତି କନିକାଙ୍କ ସ୍ଵାମୀ ।
ବୈଶାଳୀ :- ବୈଶାଳୀଙ୍କୁ ନୂଆ ବୋହୁ ସିରିଏଲରେ ଜବରଦସ୍ତ ଅଭିନୟ କରିଥିବାର ଦେଖିଥିବେ । ଇଏ ହେଉଛନ୍ତି ବୈଶାଳୀଙ୍କ ଜୀବନସାଥି ।
କବିତା :- କବିତା ଗତ କିଛିଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କୁଆଁରୀ ବୋହୁ ସିରିଏଲରେ ତାଙ୍କର ଜବରଦସ୍ତ ଅଭିନୟତ ଜାଣିଥିବେ । ତେବେ ଇଏ ହେଉଛନ୍ତି କବିତାଙ୍କର ଜୀବନ ସାଥି । ଏହାପରେ ପାଞ୍ଚ ନମ୍ବର ହେଉଛନ୍ତି ଲୋପା ମୁଦ୍ରା ।
ଲୋପମୁଦ୍ରା :- ଲୋପଙ୍କୁ ନୂଆ ବୋହୁ ସିରିଏଲରେ ଜବରଦସ୍ତ ଆକ୍ଟିଙ୍ଗ କରିଥିବାର ଦେଖିଥିବେ । ତେବେ ଇଏ ହେଉଛନ୍ତି ଲୋପାମୁଦ୍ରାର ଜୀବନସାଥି । ତେବେ ଛଅ ନମ୍ବରରରେ ଆସୁଛନ୍ତି ପଦ୍ମା ।
ପଦ୍ମା :- ତାଙ୍କୁ ନୂଆ ବୋହୁ ସିରିୟାଲରେ ବହୁତ ଭଲରେ ଦେଖିଥିବେ । ଆଉ ତାଙ୍କ ଏକ୍ଟିଂ ମଧ୍ୟ ଲୋକମାନକୁ ବହୁତ ପସନ୍ଦ ଆସିଥାଏ । ତେବେ ଏଇ ହେଉଛନ୍ତି ପଦମଙ୍କ ଜୀବନ ସାଥି ।
ଶ୍ରଦ୍ଧା :- କୁଆଁରୀ ବୋହୁ ସିରିଏଲରେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ କୁଆଁରୀ ବୋହୁ ସିରିଏଲ ନମ୍ବର 1 ହୋଇସାରିଛି । ଶ୍ରଦ୍ଧା ତାଙ୍କୁ ବହୁତ ଭଲ ପାଆଣନ୍ତି ଆଉ ଆଗାମୀ ଦିନରେ ତାଙ୍କୁ ମଧ୍ୟ ବିବାହ କରିବେ । ଆଠ ନମ୍ବରରେ ଆସୁଛନ୍ତି ରାଧିକା ।
ରାଧିକା :- ନୂଆବୋହୂ ସିରିଏଲରେ ଅଭିନୟ କରିଥିବା ରାଧିକଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଏପର୍ଯ୍ୟନ୍ତ ରାଧିକାକୁ ତାଙ୍କୁ ଜୀବନ ସାଥି ମିଳିନୀ । ୯ ନମ୍ବରରେ ଆସୁଛନ୍ତି ତାରେଣୀ ।
ତାରେଣୀ :- ତାରିଣୀ ସିରିଏଲରେ ଜବରଦସ୍ତ ଏକ୍ଟିଂ କରୁଛନ୍ତି ଲିପି । ତାଙ୍କ ଜବରଦସ୍ତ ଏକ୍ଟିଂ ପାଇଁ ତାରା ତାରେଣୀ ସିରିଏଲ ଜବରଦସ୍ତ ହୋଇସାରିଛି ।