ରବିବାର 17 ଜାନୁୟାରୀ 2021- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି 5ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ:-

ଆଜିର ଦିନ ଆପଣଙ୍କ ପାଇଁ ଟିକେ ମୁସ୍କିଲ ରହିବ । ଘରର କୌଣସି ସଦସ୍ୟ ବା କୌଣସି ସନ୍ତାନଙ୍କ ବ୍ୟବହାର ଦ୍ଵାରା ଅସନ୍ତୁଷ୍ଟ ରହିବେ । ହୋଇପାରେ ପତ୍ନୀ କି ପ୍ରେମିକା ଆପଣଙ୍କ ମନ ଦୁଃଖ କରିପାରେ । ଆଜି ନ ଚାହିଁଲେ ବି ଆପଣଙ୍କୁ ଏମିତି କିଛି କାମ କରିବାକୁ ପଡିପାରେ ଯାହା ଅଲଗା ଲୋକଙ୍କ ପାଇଁ ଅସୁବିଧା କ୍ରିଏଟ କରିପାରନ୍ତି । ଆଜି ଆପଣଙ୍କର ମନ ଚିଡା ଭାବ ରହିବ । ଭାଗ୍ୟ ୫୫ ପ୍ରତିଶତ ସହଯୋଗ କରିବ ।

ବୃଷ :-

ଆଜିର ଦିନ ଆପଣଙ୍କ ପାଇଁ ଟିକେ ଗୁଣା ଭାଗ ରହିବ ଓ ଆଉ ସମ୍ଭବ ହେଲେ ଆପଣଙ୍କୁ କିଛି ଜିନିଷର ଆଜି ହିସାବ କିତାବ ଲଗାଇବାକୁ ପଡିପାରେ । ଏବେ ସମୟ ଆସିଯାଇଛି ଏବେ ସମୟ ଆସିଯାଇଛି ଆପଣଙ୍କୁ ଆପଣଙ୍କ ଘରର କୌଣସି ଜିନିଷର ମୂଲ୍ୟ ଆକଳନ କରିବାକୁ ପଡିପାରେ । ଆଜିର ଦିନେ ଆପଣ କୌଣସି ବଡ ଡିଲ ନେଇକି ଆସିପାରନ୍ତି ଓ ଆପଣଙ୍କୁ ଏଥିରେ ମଧ୍ୟ ଲାଭ ମିଳିପାରେ ।

ମିଥୁନ :-

ଆଜିର ଦିନରେ ଆପଣଙ୍କ ଛବିରେ ସୁଧାର ହେବ ଓ ଭାଗ୍ୟ ଆପଣଙ୍କ ସାଥ ଦେବ । ଲୋକ ମାନଙ୍କର ଭାବନାବି ଜାଗୃତ ରହିବ । ଦୁଇପ୍ରହାର ବେଳକୁ ଆର୍ଥିକ ସଙ୍କୋଚବି ଦୂର ହେବ କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଧୀର ଗତିରେ କାମ ହେବା ଦ୍ଵାରା ଆପଣଙ୍କ ମନ ମଧ୍ୟ ଚିନ୍ତା ଗ୍ରସ୍ତ ରହିବ । ସବୁ କଥାର ଦୁଇଟି କଥା ବାହାରୁଛି, ସାବଧାନ ରୁହନ୍ତୁ । କୌଣସି କାମ କରିବା ପୂର୍ବରୁ ବିଚାର କରନ୍ତୁ । ଆଜି ଭାଗ୍ୟ ୭୮ ପ୍ରତିଶତ ସାଥ ଦେବ ।

କର୍କଟ :-

ଆଜିର ଦିନ ଆପଣଙ୍କ ପାଇଁ ସକାଳୁ ହିଁ କିଛି ଖରାପ ହୋଇପାରେ । ଆଜି ସମ୍ଭବ ହୋଇପାରେ କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆସିପାରେ । ଦିନର ପ୍ରଥମ ଭାଗରେ ଡାକ୍ତରଙ୍କ ସହିତ ଦେଖା ନକରିବା ବହୁତ ଭଲ ରହିବ । ତାପରେ ଆପଣ ଆପଣଙ୍କ ରୁଟିନ କାମ କରିପାରିବେ । ଆଜି ଭାଗ୍ୟ ୫୫ ପ୍ରତିଶତ ସହଯୋଗ କରିବ ।

ସିଂହ :-

ଆଜିର ଦିନ ଭାଗ୍ୟ ବଳରୁ ବହୁତ ଭଲରେ କାଟିବା । ଆପଣଙ୍କ ସବୁ କିଛି ଠିକ ଚାଲୁଅଛି ଆଓ ଆପଣଙ୍କର ଫସିକି ରହିଥିବା ପଇସା ମଧ୍ୟ ପ୍ରାପ୍ତ ହୋଇପାରେ । କାରୋବାର ସ୍ଥିତି ମଧ୍ୟ ସୁଧୁରିଯିବ । କୌଣସି ବଡ ଅଧିକାରୀ ସହଯୋଗ ଦ୍ଵାରା ଆପଣଙ୍କ କାମ ହୋଇପାରିବ । ବିରୋଧୀ ଓ ଆଲୋଚନା କରୁଥିବା ଲୋକ ହୃଦୟବି ତରଲି ଯାଇପାରେ । ଆଜି ଭାଗ୍ୟ ୭୮ ପ୍ରତିଶତ ସହଯୋଗ କରିବ ।

କନ୍ୟା :-

ଆଜି ଭାଗ୍ୟ ଆପଣଙ୍କ ସାଥ ଦେବ ଓ ଆପଣଙ୍କ ସବୁ କାମ ସହଜରେ ହୋଇପାରିବ । ଆପଣ ଲାଭ ଉଠାଇବାରେ ପଛକୁ ହଟିବେ ନହିଁ । ବହୁତ ବାର ଆପଣଙ୍କୁ ଏହାର ଅସୁବିଧା ମଧ୍ୟ ଭୋଗିବାକୁ ପଡିଥାଏ । କିଛି ଲୋକ ଆପଣଙ୍କ ସହଯୋଗ କରିଥାନ୍ତି ଆପଣଙ୍କୁ ଏମିତି ଲୋକଙ୍କୁ ଚିହ୍ନିବା ଆବଶ୍ୟକ ହୋଇଥାଏ । ମିତ୍ରା ମାନଙ୍କ ସହିତ ଚର୍ଚା ହୋଇପାରେ । କୌଣସି ନୂଆ କାର୍ଯ୍ୟକୁ ମଧ୍ୟ ଆରମ୍ଭ କରିପାରନ୍ତି । ଆଜି ଭାଗ୍ୟ ୮୦ ପ୍ରତିଶତ ସହଯୋଗ କରିବ ।

ତୁଳା :-

ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ଓ ଆପଣଙ୍କୁ କୌଣସି ପ୍ରକାର ପ୍ରତିଯୋଗୀ ପରୀକ୍ଷାରେ ସାମିଲ ହେବାର ମୌକା ମିଳିବ ଓ ସଫଳତା ପ୍ରାପ୍ତ ହେବ । ବ୍ୟବସାୟ ବା କାରୋବାର ସହିତ ସମ୍ବନ୍ଧିତ କୌଣସି ଅନୁବନ୍ଧ ପ୍ରାପ୍ତ ହୋଇପାରେ । ଏଥିରେ ଆପଣଙ୍କୁ ଖାସ ଲାଭ ହୋଇପାରେ । ବାକି ଅନ୍ୟ କାମ ପାଇଁ ସମୟ ଭଲ ରହିବ ।

ବିଛା :-

ଆଜି କୌଣସି କାମ ଆପଣଙ୍କ ଭାବନା ବାହାରେ ହୋଇପାରେ । ଆପଣ ଯାହାକୁ ଭଲ ଭାବୁଛନ୍ତି, ସମ୍ଭବ ହୋଇପାରେ ସେହିମାନେ ଆପଣଙ୍କୁ ଧୋଖା ଦେଇପାରନ୍ତି । କିଛି ଏହିଭଳି ଘଟଣା ଆଜି ମଧ୍ୟ ହୋଇପାରେ । ବାକି ମିଶ୍ରିତ ଲାଭ ଦାୟକ ଦିନ ହୋଇପାରେ । ବହୁତ କାମ ହେବା ଦ୍ଵାରା ମନ ଦୁଃଖ କାମ ହୋଇପାରେ । କୌଣସି ଖରାପ ସମାଚାର ମିଳିବା  ଦ୍ଵାରା ମନ ହତାସ ବା ନୀରାସ ହୋଇପାରେ । ଆଜି ଭାଗ୍ୟ ୫୬ ପ୍ରତିଶତ ସହଯୋଗ କରିବ ।

ଧନୁ :-

କିଛି ଦିନରୁ କୌଣସି କାମକୁ ବିଗିଡି ଯାଉଥିବାର ଦେଖି ଚିନ୍ତିତ ହୋଇପାରନ୍ତି । ହୋଇପାରେ ଆଜି ଯଦି ଆପଣଙ୍କର କୌଣସି କାମ ବନିଯାଏ ତେବେ ଆପଣ ଖୁସି ହୋଇପାରନ୍ତି । ଆଜି ଭାଗ୍ୟ ଆପଣଙ୍କ ସହଯୋଗ କରୁଛି ଓ ଆପଣ ଆଗକୁ ବଢିବା ବିଷୟରେ ଭାବି ମଧ୍ୟ ପାରିବେ । ମନକୁ ଶାନ୍ତ ଓ ଧୀର ରଖନ୍ତୁ । ଆଜି ଭାଗ୍ୟ ୭୬ ପ୍ରତିଶତ ସହଯୋଗ କରିବ ।

ମକର :-

ଆଜିର ଦିନ କୌଣସି ଜାନକାରିପୂର୍ଣ ଓ ଆପଣଙ୍କ ବୌଧିକ କ୍ଷମତାକୁ ବଢାଇ ପରେ । ଭଲ ଓ ବୁଦ୍ଧିମାନ ଲୋକଙ୍କ ସହିତ ଆପଣଙ୍କ ଦେଖା ଆପଣଙ୍କୁ ବହୁତ ଆଗକୁ ନେଇଯାଇପାରେ । କୌଣସି ବଡ ଲାଭ ଆଶାରେ ଦିନ ସାର୍ଥକ ହେବ । କୌଣସି ବଡ ଲାଭ ଆଶାରେ ଦିନ ସାର୍ଥକ ନଜର ଆସିବ । ପ୍ରିୟଜନଙ୍କ ତରଫରୁ ଭଲ ଖବର ମିଳିପାରେ ଓ କୌଣସି ଧାର୍ମିକ କାର୍ଯ୍ୟ କରିବା ବେଳେ ଆପଣଙ୍କ କଥା ମାନି ପାରନ୍ତି ।

କୁମ୍ଭ :-

ଏହି ସମୟରେ କାର୍ଯ୍ୟ କ୍ଷେତ୍ରରେ କୌଣସି ଅଧା କାମକୁ ପୁରା କରିବେ । ଏହା ଭିତରେ ନିଜ ଲୋକ ହିଁ ଆପଣଙ୍କ ଚିନ୍ତା ବଢାଇ ପାରନ୍ତି । ଯଦି ଆପଣ କୌଣସି ପ୍ରେମ ଜାଲରେ ପଡିଛନ୍ତି ତାର ଫଇସଲା ମଧ୍ୟ ଜଲ୍ଦି କରନ୍ତୁ । ଆସୁଥିବା ସମୟରେ ଆପଣଙ୍କୁ କୌଣସି ମାମଲାରେ ଅସୁବିଧା ହୋଇପାରେ । ଆଜି ଭାଗ୍ୟ ୭୦ ପ୍ରତିଶତ ସହଯୋଗ କରିବ ।

ମୀନ :-

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ନହିଁ । ଦିନର ପ୍ରଥମ ଭାଗରେ ବହୁତ ସାରା କାମ ଗୋଟିଏ ସାଥିରେ ଆପଣଙ୍କ ସାମ୍ନାରେ ଆସିଯିବ । ଯେତିକି ହୋଇପାରିବ ମହତ୍ଵପୂର୍ଣ କାର୍ଯ୍ୟ ପୁରା ହେବା ଠିକ ରହିବ । ଦୁଇପ୍ରହାର ବେଳ ସମୟ ଠିକ ନୁହେଁ । ହେଉଥିବା କାମରେ  ମଧ୍ୟ ପ୍ରତିବନ୍ଧ ଆସିପାରେ ଓ ମାନସିକ ଅବସାଦ ସନ୍ଧ୍ଯା ପର୍ଯ୍ୟନ୍ତ ରହିପାରେ । ମିତ୍ର ମାନଙ୍କ ସହଯୋଗ ନେବା ଜରୁରୀ ହୋଇପାରେ ।  ଆଜି ଭାଗ୍ୟ ୬୦ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *