ଜଣେ ବ୍ୟକ୍ତି ବିନା ପାରାଚ୍ୟୁଟରେ ଉଡାଜାହାଜରୁ ଡେଇଁ ପଡିଲେ, ତଥାପି ତାଙ୍କୁ କିଛି ହେଲା ନାହିଁ, କେମିତି ? ଏହା ସହ ଆହୁରି 8 Gk Questions & Answers

ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।

୧. କେଉଁଠାରେ ଗୁରୁବାର ପୂର୍ବରୁ ଶକ୍ରବାର ଆସିଥାଏ ?

Image Courtesy: Google

ଉତ୍ତର : ଡିକ୍ସନାରୀ

୨. ନୁଧବାର, ଶୁକ୍ରବାର ଏବଂ ରବିବାର ଏହି ଦିନ ଗୁଡିକର ନାମ ନନେଇ କ୍ରମାନ୍ୱୟରେ ତିନୋଟି ଦିନ କୁହନ୍ତୁ ?

ଉତ୍ତର : ଗତକାଲି, ଆଜି ଏବଂ ଆସନ୍ତା କାଲୀ

୩. ଜଣେ ବ୍ୟକ୍ତି ଏକ ଅନ୍ଧକାର କୋଠରିରେ ବସିଥିଲା । ଯେଉଁଠାରେ କୌଣସି ପ୍ରକାର ଆଲୋକର ବ୍ୟବସ୍ଥା ନଥିଲା । ସମ୍ପୁର୍ଣ୍ଣ ଅନ୍ଧକାର କୋଠରିରେ ବ୍ୟକ୍ତି ଜଣକ ପାଢୀ ପାରୁଥିଲା । କେମିତି ?

ଉତ୍ତର : କାରଣ ସେ ଅନ୍ଧଥିଲା ଏବଂ ବ୍ରାଲି ପଢୁଥିଲା ।

Image Courtesy: Google

୪. ଆପଣ ଏକ ଦୌଡ ପ୍ରତିଯୋଗୀତାରେ ଭାଗ ନେଇଛନ୍ତି । ଯଦି ଆପଣ ପ୍ରତିଯୋଗୀତାର ଦ୍ଵିତୀୟ ବ୍ୟକ୍ତିକୁ ଅତିକ୍ରମ କରନ୍ତି, ତେବେ ଆପଣ କେତେ ନମ୍ବର ସ୍ଥାନରେ ରହିବେ ?

ଉତ୍ତର : ଦ୍ଵିତୀୟ

୫.  ଆଇଏଏସ ଇଣ୍ଟରଭ୍ୟୁରେ ଇଣ୍ଟରଭ୍ୟୁଅର ଆପଣଙ୍କୁ କହିଲେ ଆପଣ ଏମିତି କିଛି କରନ୍ତୁ ଯାହା ଦ୍ଵାରା ଆମେ ସମସ୍ତେ ତୁରନ୍ତ ଛିଡା ହେଇଯିବୁ । ଆପଣ କଣ କରିବେ ?

ଉତ୍ତର : ଜାତୀୟ ସଙ୍ଗୀତ ଗାଇବେ ।

୬. ଆପଣ ଗୋଟିଏ ଏମିତି ରୋମାରେ ଅଛନ୍ତି ଯେଉଁଠାରେ ମାଙ୍କଡ ହାତରେ କଦଳୀ, ଦେକୁଆ ହାତରେ ଗାଜର ଏବଂ କୁକୁର ମୁହଁରେ ହାଡ ଅଛି । ସେଠାରେ ସବୁଠାରୁ ବୁଦ୍ଧିମାନ ପ୍ରାଣୀ କିଏ ?

ଉତ୍ତର : ଆପଣ

Image Courtesy: Google

୭. ନଦୀର ମାଛମାନେ କେଉଁ ବ୍ଯାଙ୍କକୁ ଯାଇପାରିବେ ?

ଉତ୍ତର : ରିଭର ବ୍ଯାଙ୍କ / ନଦୀକୂଳ

୮.  ୩ଟି କୁକୁଡା ୩ ଦିନରେ ୩ଟି ଅଣ୍ଡା ଦିଅନ୍ତି । ୩୦୦ଟି କୁକୁଡା ୩ ଦିନରେ କେତେଗୋଟି ଅଣ୍ଡା ଦେବେ ?

ଉତ୍ତର : ୩୦୦ଟି, କାରଣ ଗୋଟିଏ କୁକୁଡା ୩ ଦିନରେ ଗୋଟିଏ ଅଣ୍ଡା ଦିଏ ।

୯. ଜଣେ ବ୍ୟକ୍ତି ବିନା ପାରାଚ୍ୟୁଟରେ ଉଡାଜାହାଜରୁ ଡେଇଁ ପଡିଲେ । ତଥାପି ତାଙ୍କୁ କିଛି ହେଲା ନାହିଁ । କେମିତି ?

ଉତ୍ତର : କାରଣ ଉଡାଜାହାଜଟି ଉଡୁ ନଥିଲା । ରନୱେ ଉପରେ ଥିଲା ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *