ଓଡିଆ Film Heroin ମାନଙ୍କ ଘର କେଉଁଠି ?

ଓଡିଶା ଚଳଚିତ୍ର ଜଗତରେ ବହୁତ ପ୍ରକାର ଅଭିନେତା ଅଭିନେତ୍ରୀ ଅଟନ୍ତି ତେବେ ତାଙ୍କ କଳା ଓ ସୁନ୍ଦରତା ଅନୁଯାଇ ଦର୍ଶକମାନେ ତାଙ୍କୁ ପସନ୍ଦ କରିଥାନ୍ତି ଓ ଯାହା ଅଭିନୟ ଦର୍ଶକ ମାନଙ୍କୁ ସବୁଠାରୁ ବିଶେଷ ଲାଗିଥାଏ ସେହି ଅଭିନେତ୍ରୀ ବା ଅଭିନେତା ସବୁଠାରୁ ଉଞ୍ଚ ସ୍ଥାନରେ ପହଞ୍ଚି ଯାଇଥାଏ ।

ତେବେ ଅଭିନେତା ଅଭିନେତ୍ରୀ ମଧ୍ୟ ଫିଲ୍ମ କରିବା ଆଗରୁ ସାମାନ୍ଯ ଲୋକ ହୋଇଥାନ୍ତି ଓ ଚଳଚିତ୍ର ଦ୍ଵାରା ତାଙ୍କୁ ପ୍ରସିଦ୍ଧି ମିଳିଥାଏ ଯାହା ପରେ ଦର୍ଶକ ମାନେ ତାଙ୍କ ଘର ଲୋକେ ଓ ପରିବାର ଘର ବିଷୟରେ ଜାଣିବା ପାଇଁ ଇଛା କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଓଡିଶାର କିଛି ବିଶେଷ ଅଭିନେତ୍ରୀଙ୍କ ଘର କେଉଁଠି ତାହା କହିବୁ ।

Image Courtesy: Google

୧. ଭୂମିକା :

ଆପାନ ମାନେ ଭୂମିକାଙ୍କୁ ବେସ ଭଲ ଭାବରେ ଜାଣିଥିବେ ଭୂମିକା ଛୁଆବେଳୁ ଚଳଚିତ୍ର ଦୁନିଆରେ କାମ କରୁଛନ୍ତି ତାଙ୍କ ପ୍ରଥମ ଚଳଚିତ୍ର ଥିଲା ରୁମକୁ ଝୁମାନା ଯାହା ଲୋକଙ୍କୁ ବହୁତ ପ୍ପାସନ୍ଦ ଆସିଥିଲା ଏହା ପରେ ସେ ମୁଖ୍ୟ ଅଭିନେତ୍ରୀ ରୂପରେ ପ୍ରଥମ ଚଳଚିତ୍ର କରିଥିଲେ ତୁ ମୋ ଲଭ ଷ୍ଟୋରୀ ତେବେ ଏହି ଫିଲ୍ମ ଶୁଟିଙ୍ଗ ସମୟରେ ଭୂମିକା ନବମ ଶ୍ରେଣୀରେ ପାଠ ପଢୁଥିଲେ । ଭୂମିକାଙ୍କ ଘର ଭୁବନେଶ୍ବର ଅଟେ ସେ ନିଜ ପରିବାର ମା ବାପା ଓ ଗୋଟେ ଭାଇ ସହ ରୁହନ୍ତି ।

 

Image Courtesy: Google

୨. ବର୍ଷା ପ୍ରିୟଦର୍ଶିନୀ :

ବର୍ଷା ଅଲିଉଡ କ୍ଵିନ ଅଟନ୍ତି ବୋଲି କୁହାଯାଏ ତାଙ୍କ ଅଭିନୟ ଦର୍ଶକ ମାନାଙ୍କୁ ବହୁତ ପସନ୍ଦ ଆସୁଥିଲା କିନ୍ତୁ ବିବାହ ପରେ ସେ କୌଣସି ଫିଲ୍ମ କରି ନାହାନ୍ତି । ତାଙ୍କ ହୋମ ଟାଉନ ଭୁବନେଶ୍ବର ଅଟେ କିନ୍ତୁ ବିବାହ ପରେ ସେ ଅନୁଭବ ମହାନ୍ତିଙ୍କ ସହ ତାଙ୍କ ସାସୁଘରେ କଟକରେ ରହୁଛନ୍ତି ।

୩. ପୂର୍ଣମୀ ମିଶ୍ର :

ଆପଣ ମାନେ ପୂର୍ଣମୀମିଶ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ ସେ ବହୁତ ଗୁଡେ ଓଡିଆ ଚଳଚିତ୍ରରେ କାମ କରିଛନ୍ତି, ତେବେ ପୂର୍ଣମୀଙ୍କ ହୋମ ଟାଉନ ଭୁବନେଶ୍ବର ଅଟେ ଓ ତାଙ୍କ ଜନ୍ମ ସ୍ଥାନ ମଧ୍ୟ ଭୁବନେଶ୍ବର ଅଟେ ।

 

Image Courtesy: Google

୪. ଅର୍ଚ୍ଚିତା ସାହୁ :

ଆପଣ ମାନେ ଅର୍ଚିତା ସାହୁଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ତାଙ୍କ ବହୁତ ଫିଲ୍ମ ସୁପର ଡୁପର ହିଟ ହୋଇଥାଏ ଓ ଦର୍ଶକ ମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥାନ୍ତି । ତେବେ ଅର୍ଚିତାଙ୍କ ଘର ମଧ୍ୟ ଭୁବନେଶ୍ବର ଅଟେ ଓ ତାଙ୍କ ଜନ୍ମ ସ୍ଥାନ ମଧ୍ୟ ଭୁବନେଶ୍ବର ଅଟେ । ଅର୍ଚିତାଙ୍କ ବିଷୟରେ ଏହା ଜଣା ପଡିଛି ଯେ ସେ ବୁଲିବା ବହୁତ ପସନ୍ଦ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *