ଓଡିଶା ର ପ୍ରସିଦ୍ଧ କଣ୍ଠଶିଳ୍ପୀ “Tapu Mishra” ଙ୍କ ଶୁଦ୍ଧିକ୍ରିୟା କିଭଳି ପାଳନ କରାଗଲା, ଦେଖନ୍ତୁ Full Video

ବନ୍ଧୁଗଣ, ଅଭିନେତ୍ରୀ “ତପୁ ମିଶ୍ର” ଓଡିଆ ଇଣ୍ଡଷ୍ଟ୍ରି ର ଏକ ପ୍ରସିଦ୍ଧ ଗାୟିକା ଅଟନ୍ତି । ଚଳିତ ବର୍ଷ “ତପୁ ମିଶ୍ର” କୋରୋନା ସଂକ୍ରମଣ ରେ ସଂକ୍ରମିତ ହୋଇଥିଲେ । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସ୍ୟା ହେବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ହୋଇଯାଇଥିଲା ।

ଏହାପରେ ତପୁ ମିଶ୍ର ଆମ୍ଭ ମାନଙ୍କୁ ଛାଡି ଚାଲି ଯାଇଥିଲେ । ବନ୍ଧୁଗଣ ଆଜି ଓଲିଉଡ ର ଗାୟିକା ତପୁ ମିଶ୍ର ଙ୍କର ଏକାଦଶ । ବନ୍ଧୁଗଣ ତପୁ ମିଶ୍ର ଙ୍କ ଏକାଦଶ ଦିନ ଓଲିଉଡ ର ସମସ୍ତ ହିରୋ ହିରୋଇନ ତପୁମିଶ୍ର ଙ୍କ ଫଟୋ ଚିତ୍ର କୁ ପୋଷ୍ଟ କରିବା ସହିତ ତପୁ ମିଶ୍ରଙ୍କ ପାଇଁ ଅତ୍ୟନ୍ତ ଦୁଖ ପ୍ରକାଶ କରିଥିଲେ । ବନ୍ଧୁଗଣ ତପୁ ମିଶ୍ର ଓଡିଶା ର ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଥିଲେ । ମାତ୍ର ଅଚାନକ କୋରୋନା ରୋଗରେ ପୀଡିତ ହୋଇ ସେ ଭୁବନେଶ୍ଵର ରେ ଚିକିତ୍ସିତ ହେଉଥିଲେ । ବନ୍ଧୁଗଣ ଚଳିତ ବର୍ଷ ତାଙ୍କ ବାପା ଙ୍କର ମଧ୍ୟ ବିୟୋଗ ହୋଇଥିଲା ।

ତାଙ୍କ ବିୟୋଗ ରେ ମର୍ମାହାତ ଥିଲା ବେଳେ ବର୍ତ୍ତମାନ ତପୁ ମିଶ୍ର ଙ୍କର ମଧ୍ୟ ବିୟୋଗ ହୋଇଅଛି । କୋରୋନା ମହାମାରୀ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଜୀବନ ନେଇ ସାରିଲାଣି । ଗତବର୍ଷ ସଂକ୍ରମଣ ଠାରୁ ଚଳିତ ବର୍ଷ ସଂକ୍ରମଣ ଆହୁରି ପ୍ରଭାବଶାଳି ହୋଇ ଆସିଛୁ ।

ଏହା ବର୍ତ୍ତମାନ ଛୋଟ ଛୋଟ ପିଲାଙ୍କୁ ମଧ୍ୟ ସଂକ୍ରମଣ କରିବାରେ ଲାଗିଛି । ବନ୍ଧୁଗଣ ଏହିଭଳି ପରିସ୍ଥିତିରେ ସତର୍କ ନହେଲେ ଆଗକୁ ବହୁତ ବଡ ବିପତ୍ତି ମାଡି ଆସିବାର ସମ୍ଭାବନା ରହିଅଛି । ବନ୍ଧୁଗଣ ଏହି ସଂକ୍ରମଣ ରେ ଅଭିନେତା ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ସଂକ୍ରମିତ ହୋଇ ଆମ୍ଭ ମାନଙ୍କୁ ତଥା ଓଡିଆ ଇଣ୍ଡଷ୍ଟ୍ରି କୁ ଛାଡି ଚାଲି ଯାଉଛନ୍ତି ।

ତପୁ ମିଶ୍ର ଙ୍କ ବିୟୋଗ ରେ ତାଙ୍କ ବନ୍ଧୁ ବୁଦ୍ଧାଦିତ୍ୟ, ପୁନ୍ନମ, ତାଙ୍କ ପାଇଁ ବହୁତ ଶୋକ ପ୍ରକାଶ କରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏକ ଫୋଟ ଭାଇରାଲ ହେଉଛି । ଏହି ଫୋଟୋଚିତ୍ର ରେ ତପୁ ଙ୍କ ବେକ ରେ ମାଳ ସହିତ ତାଙ୍କ ର ଏକାଦଶ କର୍ମ କରାଯାଉଛି ।

ବନ୍ଧୁଗଣ ବର୍ତ୍ତମାନ ସମୟରେ କୋରୋନା କଟକଣା କୁ ପାଳନ କରାଯାଉଥିବା ବେଳେ, ତପୁ ଙ୍କ ଏକାଦଶ କାର୍ଯ୍ୟ ରେ ଓଡିଆ ଇଣ୍ଡଷ୍ଟ୍ରି ର କୌଣସି କଳାକାର ତାଙ୍କ ର ଏହି କାର୍ଯ୍ୟ ରେ ଯୋଗଦାନ କରି ପାରି ନାହାନ୍ତି । ତାଙ୍କ ପରିବାର ଙ୍କ ଗହଣରେ ହିଁ ଏହି କାର୍ଯ୍ୟ ସମାପ୍ତ କରାଯାଇ ଅଛି । ବନ୍ଧୁଗଣ ତପୁ ମିଶ୍ର ଙ୍କ ପରିବାର ବର୍ଗ ସହିତ ତାଙ୍କ ସାଙ୍ଗ ସାଥି ବର୍ତ୍ତମାନ ତାଙ୍କୁ ଝୁରୁଛନ୍ତି ।

ବନ୍ଧୁଗଣ ତପୁଙ୍କ ବିୟୋଗ ରେ ମର୍ମାହାତ ହୋଇ ସୋସିଆଲ ମିଡିଆରେ ତାଙ୍କ ଫୋଟୋ ଚିତ୍ର ସେୟାର କରୁଛନ୍ତି । ତାଙ୍କ ବିୟୋଗ ଓଡିଆ ଇଣ୍ଡଷ୍ଟ୍ରି ନିମନ୍ତେ ଏକ ବିଶାଳ କ୍ଷତି ଅଟେ । ଶେଷରେ ଜଗନ୍ନାଥ ଙ୍କ ନିକଟରେ ଆମ୍ଭର ଏତିକି ପ୍ରାର୍ଥନା ତପୁ ଙ୍କ ଅମର ଆତ୍ମା ଙ୍କୁ ଶାନ୍ତି ମିଳୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣି ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *