ଓଡିଶାରେ ବିନାଶ କରିପାରେ ଗତି ତୁଫାନ, ପାଣି ପାଗ ବିଭାଗ ଚେତାବନୀ ଜାରି କରିଲେ

ବଙ୍ଗୋପସାଗରର ଉପରେ ନିମ୍ନ ଚାପ ବୃଦ୍ଧି ପାଉଛି । ଭାରତୀୟ ପାଣିପାଗ ବିଭାଗ କହିଛନ୍ତି କି ବଙ୍ଗୋପସାଗରରେ ପୂର୍ବ ମଧ୍ୟ କ୍ଷେତ୍ରରେ ଚକ୍ରବର୍ତୀ ପରି ସଞ୍ଚରଣ ପ୍ରଭାବ ଲାଗି ପ୍ରେସର ବାଲା କ୍ଷେତ୍ରରେ ଚକ୍ରବର୍ତୀ ତୋଫାନ ‘ଗତି ‘ସୃଷ୍ଟି ହେଇପାରେ । ପାଣିପାଗ ବିଭାଗ ଅନୁଯାଇ ଏହି କଥାର ବି ସୂଚନା ଦେଇଛନ୍ତି ଯଦି ବଙ୍ଗୋପସାଗରରେ ଏହି ଚକ୍ରବର୍ତୀ ତୋଫାନ ଉଠିବ ତାର କ୍ଷମତା ଚକ୍ରବର୍ତୀ ତୋଫାନ ଅମ୍ଫାନ ହିସାବରେ ବହୁତ କମ ହେବ ଓ ଏଥିରେ କମ କ୍ଷୟ କ୍ଷତିର ଆଶଙ୍କା ଅଛି ।

Image Courtesy: Google

ବାସ୍ତବରେ, ବଙ୍ଗୋପସାଗରରେ କମ ପ୍ରେସର କ୍ଷେତ୍ର ବନୁଛି । ଏହି ଚକ୍ରବର୍ତୀ ବିକ୍ଷୋଭ ର ପ୍ରଥମ ଷ୍ଟେଜ ରେ ମିଆମାର ର ଉପକୂଳ ବର୍ତୀରେ ହେବ । କମ ପ୍ରେସର ହେତୁ ଏହି ତୋଫାନ ର ବିକରାଳ ରୂପ ଧାରଣ କରିବାର ସମ୍ବାଭନ କମ ଅଛି । ବଙ୍ଗୋପସାଗର ରେ ହେଉଥିବା ପ୍ରେସର ଲାଗି ଉପକୂଳବର୍ତୀ ଏରିଆ ମାନଙ୍କରେ ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଓଡିଶାରେ ବହୁତ ବର୍ଷା ହେବାର ଚେତାବନୀ ଦେଇଛନ୍ତି ।

Image Courtesy: Google

ପାଣି ପାଗ ବିଭାଗ ବିଶେଷ ଖବରରେ କହିଛନ୍ତି କି ବଙ୍ଗୋପସାଗରରେ ଲୋ ପ୍ରେସର ହେଉଛି । ସେଥିପାଇଁ ଓଡିଶାରେ ୩ ଦିନ ଧରି ବହୁତ ବର୍ଷା ହେବାର ସମ୍ବାଭନ ରହିଛି । ଏହା କୁ ଆଖି ଆଗରେ ରଖି କିଛି ଜିଲ୍ଲାରେ ସୋମବାର ୧୦ ଜୁନ ପର୍ଯ୍ୟନ୍ତ ୟେଲୋ ୱାର୍ନିଙ୍ଗ ଓ କେତେକ ଅନ୍ୟ ଜିଲ୍ଲାରେ ଅରେଞ୍ଜ ୱାର୍ନିଙ୍ଗ ୧୧ ଜୁନ ପର୍ଯ୍ୟନ୍ତ ଜାରି ଅଛି । ପୂର୍ବମଧ୍ୟ ବଙ୍ଗୋପସାଗରରେ ଉପରେ ମଙ୍ଗଳ ବାର ପର୍ଯ୍ୟନ୍ତ ଲୋ ପ୍ରେସର ରହିବାର ସମ୍ବାଭାନା ସହିତ ପଶ୍ଚିମ ବାଙ୍ଗାଲ, ଓଡିଶା, ସିକ୍କିମ, ତଥା ପୂର୍ବଉତ୍ତର ର ପ୍ରଦେଶ ରେ କିଛି ଏରିଆରେ ମନସୁନ ୧୧-୧୨ ଜୁନ ପର୍ଯ୍ୟନ୍ତ ବଢିପାରେ ।

 

Leave a Reply

Your email address will not be published. Required fields are marked *