ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଜାଣନ୍ତୁ କେବେ ଓ କେଉଁ ସମୟରେ ଲାଗିବ- ଏହି ସବୁ ରାଶି ରୁହନ୍ତୁ ସାବଧାନ, ନଚେତ…

ଆଗାମୀ ୨୧ ଜୁନ ୨୦୨୦ କୁ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି, ଏହା କଙ୍କନାକ୍ରୁତିର ଅଟେ । ଏହି ପରାଗ ଭାରତରେ ଖଣ୍ଡ ଗ୍ରାସ ରୂପରେ ଦେଖାଦେବ । ପୂର୍ବମାସ ର ଅନ୍ତିମ ସପ୍ତାହ ଓ ଏହି ମାସର ପ୍ରଥମ ସପ୍ତାହ ରେ ପରାଗ ଥିଲା । ପ୍ରଥମେ ସୂର୍ଯ୍ୟ ପରାଗ ଓ ପରେ ଚନ୍ଦ୍ର ଗ୍ରହଣ ଲାଗିଥିଲା । ଏବେ ଏଇବର୍ଷ ପୁଣି ଚନ୍ଦ୍ର ଗ୍ରହଣ ଲାଗି ସାରିଛି । ଭାରତୀୟ ମାପ ଦଣ୍ଡ ହିସାବରେ ପରାଗ ର ଆରମ୍ଭ ଦିନରେ ୧୦ ବାଜି ୪୨ ମିନିଟ ରେ ହେବ । ପରାଗର ମଧ୍ୟ ୧୨ଟା ବାଜି ୨୯ ମିନିଟ ରେ ହେବ । ଏବଂ ଏହାର ମୋକ୍ଷ ମଧ୍ୟାହ୍ନ ୨ ଟା ବାଜି ୭ ମିନିଟ ରେ ହେବ ।

Image Courtesy: Google

ପରାଗର ଅବଧି ୩ ଘଣ୍ଟା ରହିବ । ଏହା ଅଧିକାଂଶ ଭୂ -ମଣ୍ଡଳରେ ଦେଖାଦେବ । ଏହା ପୂର୍ବରୁ ୫ ଜୁନ କୁ ଚନ୍ଦ୍ର ଗ୍ରହଣ ବି ଲାଗିଛି । ବର୍ଷର ଶେଷରେ ଆଉ ଗୋଟେ ସୂର୍ଯ୍ୟ ପରାଗ ଲାଗିବ । କଙ୍କନାକ୍ରୁତିର ହେବାର ଅର୍ଥ ଏଇଆ କି ଏଥିରେ କରୋନା ର ରୋଗ ନିୟନ୍ତ୍ରଣ ରେ ଆସିବ ଆରମ୍ଭ ହୋଇଯିବ ।

Image Courtesy: Google

ଦେଶ ଦୁନିଆରେ ହେବ ଏହାର ପ୍ରଭାବ:-

ଏହି ସୂର୍ଯ୍ୟ ପରାଗ ମୃଗଶିରା ନକ୍ଷତ୍ର ମିଥୁନ ରାଶି ଉପରେ ହେବ । ଜ୍ୟୋତିଷ ଗଣନା ଅନୁସାରେ ଏହାର ପ୍ରଭାବ ମିଶ୍ରତ ରହିବା । ଏହା ଚାଲିଥିବା ସମୟରେ ଠିକ ଭାବେ ରହିବା ଦରକାର । ଜ୍ୟୋତିଷ ପଣ୍ଡିତ ଗଣେଶ ଶର୍ମା ଙ୍କ କହିବା ଅନୁଯାଇ ଏହି ପରାଗର ପ୍ରଭାବ ସ୍ୱରୂପ ଦେଶ ଦୁନିଆର ପଡୋଶୀ ରାଷ୍ଟ୍ରର ନିଜ ନିଜ ଭିତରେ ଝଗଡା, ଯୁଧ୍ୟ, ମହାମାରୀ, କୌଣସି ବଡ ନେତାଙ୍କ ହାନି, ରାଜନୈତିକ ପରିବର୍ତନ, ହିଂଶା ଘଟଣାରେ ବୃଦ୍ଧି, ଆର୍ଥିକ ମନ୍ଦ ଇତ୍ୟାଦି ର ସଙ୍କେତ ଅଛି । ଯେଉଁଠି ଭାରତର କଥା ଅଛି, ବିଶ୍ବରେ ଭାରତର ପ୍ରଭାବ ବଢିବ । ମହାମାରୀ ରେ ବହୁତ ଦେଶର କ୍ଷତି ହେବ ।

Image Courtesy: Google

୧୨ ଟି ରାଶି ଉପରେ ପଡିବ ପ୍ରଭାବ:-

ମେଶ- ସଫଳତାର ସଂକେତ

ବୃଷ- ଧନ ,ଓ ଯଶ ର ହାନି

ମିଥୁନ- ଦୁର୍ଘଟଣା ର ଆଶଙ୍କା ରହିଛି

କର୍କଟ- ସମ୍ପତି ମାମଲାରେ ହାନି ହେବ

ସିଂହ- କେଉଁଠୁ ଲାଭ ପ୍ରାପ୍ତି ହେବାର ସଙ୍କେତ ଅଛି

ତୁଳା- ନିଜ କଥା ଉପରେ ନିୟତ୍ରଣ ରଖନ୍ତୁ , ଝଗଡା ହୋଇପାରେ

Image Courtesy: Google

ଧନୁ- ସ୍ତ୍ରୀ ପିଡାର ଯୋଗ ରହିଛି

ବିଛା- ପରାଗ ଠିକ ନହିଁ ,କଷ୍ଟ ହୋଇପାରେ

ମକର- ଏହି ରାଶିର ଲୋକ ପାଇଁ ଇଏ ଶୁଭ ଅଟେ

କୁମ୍ଭ- ଜୀବନରେ ଚିନ୍ତା ବଢିପାରେ

ମୀନ- ଅସୁବିଧା କି ବିମାରୀ ର ସମନ୍ନା କରିବାକୁ ପଡିବ

କରୋନା କୁ ନେଇ ଜ୍ୟୋତିଷ ଙ୍କ ଗୁରୁତ୍ବପୂର୍ଣ ସଙ୍କେତ :-

Image Courtesy: Google

ଜ୍ଯୋତିଷଙ୍କ ପକ୍ଷରୁ ମାନିଲେ ଏହି ପରାଗ ପରେ ଏମିତି ଯୋଗ ନିର୍ମିତ ହେବ, ଯେଉଁଥିରେ କରୋନାର ସଂକ୍ରମଣ ଖତମ ହେବା ଆରମ୍ଭ ହେବ । ଏହିଭଳି ଡିସେମ୍ବର ଯାଏ ପୂରାପୂରି ଶେଷ ହୋଇଯିବ । କରୋନା ଭାଇରସ ର ସଂକ୍ରମଣ ଜାନୁଆରୀ ପରେ ଦ୍ରୁତ ଗତିରେ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ୨୬ ଡିସେମ୍ବର ପରାଗ ଲାଗିଥିଲା । ଜ୍ଯୋତିଷ ଗଣନା ଅନୁସାରେ ଏହି ପରାଗ ନାକରତ୍ମକ ପରିଣାମ ଦେବାର ଥିଲା । ଏହା ଚାଲିଥିବା ସମୟରେ ଏହି ମହାମାରୀ ଉତ୍ପନ ହୋଇଥିଲା । କିନ୍ତୁ ଆନନ୍ଦ ଦାୟାକ କଥା ଏଇଆ କି ପରାଗ ରୁ ଉପୁଜୁଥିବା ଏହି ସଙ୍କଟ ପରାଗରେ ହିଁ ସମାପ୍ତ ହେବ ।

Leave a Reply

Your email address will not be published. Required fields are marked *