Ollywood ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତାଙ୍କର ସ୍ତ୍ରୀ ମାନଙ୍କ ପ୍ରଫେସନ ଜାଣି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ, ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ କଳାକାର ମାନଙ୍କୁ ପ୍ରାଏ ଟିଭି ପରଦା ରେ ଦେଖିଥିବେ । ଆପଣଙ୍କ ଭଲ ପାଇବା ଯୋଗୁଁ ଆଜି ସେମାନେ ପ୍ରସିଦ୍ଧ ହୋଇ ଆସିଛନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ କଳାକାରଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯେଉଁ ମାନଙ୍କ ସ୍ତ୍ରୀ ମଧ୍ୟ ବେସ ସୁନ୍ଦର ଅଟନ୍ତି ।

୧- “ଅନୁଭବ ମହାନ୍ତି”;- ଅନୁଭବ ମହାନ୍ତି ଙ୍କର ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କୁ ଆପଣ ମାନେ ବେସ ଭଲ ଭାବରେ ଚିହ୍ନି ଥିବେ । ଓଲିଉଡ ଇଣ୍ଡଷ୍ଟ୍ରୀ ର କ୍ଵିଇନ ଭାବେ ମଧ୍ୟ ବର୍ଷା ବେସ ପରିଚିତ । ବର୍ଷା ବର୍ତ୍ତମାନ ନିକଟରେ ଡାଇରେକ୍ଟର ଆଡକୁ ପାଦ ଦେବାକୁ ବସିଛନ୍ତି । ମାତ୍ର ବର୍ଷା ତାଙ୍କ ଅଭିନୟ ଜରିଆରେ ଲକ୍ଷାଧିକ ଫ୍ୟାନ୍ସ ମାନଙ୍କ ହୃଦୟକୁ ଜିତିପାରିଛନ୍ତି ।

୨- “ବାବୁସାନ ମହାନ୍ତି”;- ବାବୁସାନ ଙ୍କ ସ୍ତ୍ରୀ ବର୍ତ୍ତମାନ ଏକ ବିଜନେସ ସମ୍ଭାଲୁଛନ୍ତି ବୋଲି ସୂଚନା ମିଳିଅଛି । ବାବୁସାନ ଙ୍କର ଏକ ସାଇଡ ବିଜନେସ ସମ୍ଭାଳୁଛନ୍ତି ତାଙ୍କ ଧର୍ମପତ୍ନୀ ତୃପ୍ତି । ବର୍ତ୍ତମାନ ତୃପ୍ତି ସେହି ବିଜନେସ ରେ ବହୁତ ବ୍ୟସ୍ତ ରହୁଛନ୍ତି ।

୩- “ସମ୍ବିତ”;- ସମ୍ବିତ ବର୍ତ୍ତମାନ ନୂତନ କରି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତାଙ୍କ ସ୍ତ୍ରୀ ବର୍ତ୍ତମାନ କିଛି ଖାସ କାର୍ଯ୍ୟ କରୁନଥିଲେ ମଧ୍ୟ ଜଣେ ଗୃହିଣୀ ହିସାବରେ ସେ ସମ୍ବିତ ଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସପୋର୍ଟ କରନ୍ତି । ସୁ-ଟି-ଙ୍ଗ ସେ-ଟ ରେ ମଧ୍ୟ ସେ ସମ୍ବିତ ଙ୍କ ସହିତ ବେସ ଦେଖା ଦେଇଥାନ୍ତି ।

୪- “ସବ୍ୟସାଚୀ”;- ବର୍ତ୍ତମାନ ସବ୍ୟସାଚୀ ତାଙ୍କର ପ୍ରଥମ ସ୍ତ୍ରୀ ସୀମା ଙ୍କୁ ଛାଡପତ୍ର ଦେଇ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ସହିତ ପ୍ରେମ ବିବାହ କରିଛନ୍ତି । ତାଙ୍କର ପ୍ରଥମ ସ୍ତ୍ରୀ ଅଲଗା ହେବ ପରେ ମଧ୍ୟ ବର୍ତ୍ତମାନ ଏକ ବିଜନେସ ମ୍ୟାନ ଭାବରେ ପରିଚିତ ଥିଲା ବେଳେ, ଦ୍ଵିତୀୟ ରେ ବିବାହ କରିଥିବା ଅଭିନେତ୍ରୀ ଅର୍ଚ୍ଚିତା ବର୍ତ୍ତମାନ ଜଣେ ସୋ-ସି-ଆ-ଲ ୱାର୍କର ମଧ୍ୟ ଅଟନ୍ତି ।

୫- “ଅରିନ୍ଦମ”;- ଅରିନ୍ଦମ ଙ୍କ ସ୍ତ୍ରୀ ସେମିତି କିଛି କାମ କରୁ ନଥିଲେ ମଧ୍ୟ ସେ ତାଙ୍କ ସ୍ଵାମୀ ଙ୍କୁ କାମରେ ସହଯୋଗ କରନ୍ତି । ସେ ଜଣେ ଗୃହିଣୀ ଭାବେ ଘରେ ରୁହନ୍ତି ।

୬- “ଶିଦ୍ଧାର୍ଥ ମହାପାତ୍ର”;- ଶିଦ୍ଧାର୍ଥ ମାମା ମିଶ୍ର ଙ୍କୁ ବିବାହ କରିଥିଲେ, ମାମା ମିଶ୍ର ଜଣେ ଆଗଧାଡିର ଅଭିନେତ୍ରୀ ଥିବାବେଳେ ବର୍ତ୍ତମାନ ସେ ଫିଲ୍ମୀ ଜଗତରୁ ଅଲଗା ହୋଇ ଅଛନ୍ତି ।

୭- “ଆକାଶ ଦାସ ନାୟକ”;- ବର୍ତ୍ତମାନ ଆକାଶ ଜଣେ ପଲିଟିସିଆନ ଆଟନ୍ତି । ସେହିଭଳି ତାଙ୍କ ସ୍ତ୍ରୀ ବିଜନେସ କରୁଥିବାର ସୂଚନା ମିଳିଅଛି । ଏହା ବ୍ୟତୀତ ସେ ଜଣେ ଫ୍ୟାସନ ଡିଜାଇନର ଅଟନ୍ତି ବୋଲି କହିଛନ୍ତି ।

୮- “ଶୁଭାଶିଷ”;- ଶୁଭାଶିଷ ଏବଂ ଆନିଶା ଉଭୟ ଓଡିଆ ଧାରାବାହିକ ଏବଂ ଆଲବମ ମାନଙ୍କରେ ଅଭିନୟ କରି ଆସିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *