P ଅକ୍ଷର ଥିବା ଲୋକମାନଙ୍କର ସ୍ଵଭାବ ଓ ଗୁଣ କଣ ? ଆପଣଙ୍କ ନାଁ ଯଦି ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ତୁରନ୍ତ ଦେଖନ୍ତୁ ଏହି ଭିଡିଓ ……..

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣମାନଙ୍କୁ କହିବୁ ଇଂରାଜୀ ଅକ୍ଷର P ବିଷୟରେ । ମଣିଷ ଜୀବନରେ ନାମ ର ବିଶେଷ ମହତ୍ଵ ରହିଥାଏ ତେଣୁ କରି ସନ୍ତାନ ଜନ୍ମ ହେବା ମାତ୍ରେ ମାତାପିତା ବହୁତ ଭାବିଚିନ୍ତି ନାଁ ରଖନ୍ତି । କାରଣ ପିଲାର ନାମର ପ୍ରଥମ ଅକ୍ଷର ପିଲାର ଜୀବନକୁ ବହୁ ପରିମାଣରେ ପ୍ତଭାବିତ କରିଥାଏ । ଆମ ଶାସ୍ତ୍ରଅନୁସାରେ ମଧ୍ୟ ନାମ ର ପ୍ରଥମ ଅକ୍ଷରର ଦ୍ଵାରା ବ୍ୟକ୍ତିତ ସ୍ଵଭାବ ,ଗୁଣ ଓ ଭବିଷ୍ୟତ ସମ୍ପର୍କରେ ଜଣାପଡିଥାଏ ।

ଆଜି ଆମେ ଏଭଳି ଏକ ଅକ୍ଷର  P ବାବଦରେ ଆପଣଙ୍କୁ କହିବୁ ଯଦି ଆପଣଙ୍କ ନାମ ବି ଏହି ଅକ୍ଷରରେ ଆରମ୍ଭ ହୋଇଥାଏ ତେବେ ଆମକୁ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଏବଂ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।  P ଅକ୍ଷର ଥିବା ଝିଅ ଓ ପୁଅ ଉଭୟ ଘର,ପରିବାରର ଦାୟିତ୍ଵ ଗ୍ରହଣ କରିଥାନ୍ତି । ଏମାନେ ନିଜ ପରିବାରକୁ ଜୀବନର ପ୍ରଥମ ସ୍ଥାନ ଦେଇଥାନ୍ତି ଓ ସମସ୍ତଙ୍କ ଭାରକୁ ନେବାକୁ ଭଲ ପାଆନ୍ତି ।

ସ୍ଵାଭାବ ଅନୁସାରେ ଏମାନଙ୍କ ହୃଦୟ ପ୍ରଭୁତିର ଆଖପାଖ ଓ ନିକଟରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବାରେ ତର୍ପର ରୁହନ୍ତି । ଯେକୋଣସି କାମ ହେଉଥାଉ ନ ପଛେ ଉତ୍ତମ ଓ ଭଲଭାବରେ ସମ୍ପର୍ଣ୍ଣ କରିଥାନ୍ତି । ଏମାନଙ୍କ ପାଇଁ ଜୀବନରେ ମାନସମ୍ମାନ ଅଧିକ ପ୍ରିୟା ହୋଇଥାଏ କେଉଁଥିପାଇଁ ଏମାନେ କିଛି ଛାଡିବାକୁ ପଚାନ୍ତି ନାହିଁ ।  P ଅକ୍ଷର ଥିବା ଲୋକମାନେ ଯାହା  କରିବାକୁ ଇଛା କରନ୍ତି ତାହା ଯେତେ ଵି କଠିନ ପରିସ୍ଥିତି ହେଉ ନା ପଛେ ତାହାକୁ କରିଥାନ୍ତି ।

ଏମାନେ କଠିନ ପରିସ୍ଥିତିକୁ ଦେଖି ପାଦ ପଛକୁ ପକାନ୍ତି ନାହିଁ ବରଂ ଆଗକୁ ବଢି ତାହାର ସାମ୍ନା କରନ୍ତି । ତାଙ୍କର ଏହି ସ୍ଵଭାବକୁ ଦେଖି ଲୋକେ କୁହନ୍ତି ଏମାନେ ଜିଦି କିନ୍ତୁ ତାହା ସେମାନଙ୍କ ବିଶେଷ ଗୁଣ ହୋଇଥାଏ ।  ଏମାନଙ୍କୁ ଯଦି କେହି ପସନ୍ଦ ଆସନ୍ତି ନାହିଁ ତେବେ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ଏମାନଙ୍କ ନିକଟକୁ ଆସିପାରନ୍ତି ନାହିଁ । ଏମାନେ ସମାଜରେ ନିଜର ଅଲଗା ପରିଚୟ ସୃଷ୍ଟି କରନ୍ତି ଯାହା ଫଳରେ ଲୋକେ ଏମାନଙ୍କୁ ଚିହ୍ନନ୍ତି ।

ଏମାନେ ସବୁକ୍ଷେତ୍ରରରେ ସଫଳତା ପ୍ରାପ୍ତ କରିଥାନ୍ତି । ପ୍ରେମ ବିବାହ ଉପରେ ଏମାନଙ୍କର ବିଶ୍ଵାସ ନ ଥାଏ ତେଣୁ ଘରଲୋକେ ଠିକ କରିଥିବା ଝିଅ ବା ପୁଅକୁ ବିବାହ କରିଥାନ୍ତି । ଯଦିବି କାହାକୁ ଭଲ ପାଇଥାନ୍ତି ତାଙ୍କୁ ପୁରା ମନଦେଇ ଭଲ ପାଆନ୍ତି କିନ୍ତୁ ଅନେକ ଥର ଧୋକା ଖାଇଥାନ୍ତି ।  P ଅକ୍ଷର ଥିବା ଲୋକମାନେ ବ୍ୟାପାର କରିବାକୁ ପସନ୍ଦ କରନ୍ତି ଏବଂ ଏମାନଙ୍କଠାରେ ଟଙ୍କାର ଅଭାବ ପରିଲକ୍ଷିତ ହୋଇନଥାଏ ।

ଏମାନଙ୍କର କ୍ଷମତାକୁ ଲୋକମାନେ ପସନ୍ଦ କରିଥାନ୍ତି । ଏହି ଅକ୍ଷରର ଆପଣଙ୍କ କୋଣସି ବନ୍ଧୁ ଥାନ୍ତି ତେବେ ତାଙ୍କୁ ଏହି ପୋଷ୍ଟଟିକୁ ଶେୟାର କରନ୍ତି ଓ ଏଭଳି ପାୟସ୍ତ ପାଇଁ ଆମ ପେଜ୍ କୁ ଲାଇକ ,କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *