ପାର୍ଲେଜି ବିସ୍କୁଟର ଏହି ଛୋଟ ଝିଅଟି ଆଜି ଦେଖାଯାଉଛନ୍ତି ଏମିତି

ପାର୍ଲେଜି ଗୋଟିଏ ଏମିତି ବିସ୍କୁଟ ଅଟେ, ପ୍ରାୟ ସମସ୍ତେ ଏହାକୁ ନିଜ ପିଲାବେଳୁ ଜାଣିଛନ୍ତି । ଆଉ ବହୁତ ଘରେ ପାର୍ଲେଜି ବିସ୍କୁଟରୁ ମଧ୍ୟ ତାଙ୍କ ଦିନର ଆରମ୍ଭ ହୋଇଥାଏ । ଆମେ ଆଉ ଆପଣ ଛୁଆ ବେଳୁହିଁ ପାର୍ଲେଜି ବିସ୍କୁଟ ଖାଇ ଥାଉ । ଏହା ବିଷୟରେ ଏମିତି କିଛି କଥା ରହିଛି ଯାହାକୁ ଆପଣ ଜାଣିନଥିବେ । ପାର୍ଲେଜି ଗୋଟିଏ ଭାରତୀୟ କମ୍ପାନୀ ଅଟେ, ଏହାର ଆରମ୍ଭ ଇଂରାଜୀ ଶାସନ କାଳରୁ ହୋଇଛି । ମୁମ୍ବାଇ ଭିଲେ ପାର୍ଲେର ଚୌହାନ ପରିବାର ୧୯୨୯ରେ  ଏହି ପାର୍ଲେ କମ୍ପାନୀ ଆରମ୍ଭ କରିଥିଲେ ।

ଏହି କମ୍ପାନୀ ଆରମ୍ଭରେ କେକ, ପେଷ୍ଟ୍ରୀ, କୁକୀଜ ବନାଉଥିଲେ । ଏହା ପୁରା ୱର୍ଲ୍ଡରେ ସବୁଠୁ ସେଲ୍ଲିଙ୍ଗ ବିସ୍କୁଟ ଥିଲା । ପାର୍ଲେଜିର ଟେଷ୍ଟ ବହୁତ ସ୍ଵାସ୍ଥ୍ୟକର ମଧ୍ୟ ।

କିନ୍ତୁ ବଜାରରେ ଏହି ବିସ୍କୁଟ ବିକ୍ରିକୁ ଦେଖକି ପାର୍ଲେ ମଧ୍ୟ ୧୯୩୯ ରେ ବିସ୍କୁଟ ବନେଇବା ଆରମ୍ଭ କରିଦେଇଥିଲେ । ୧୯୮୦ ପର୍ଯ୍ୟନ୍ତ ଏହା ପାର୍ଲେ ଗ୍ଲୁକୋ ନାମରେ ଏହି ବିସ୍କୁଟ ଆସିଥିଲା । ତାପରେ ଏହାର ନାମ ବଦଳି ପାର୍ଲେ ଜି ହୋଇଥିଲା ।  ଶସ୍ତା ଓ ଗୁଣବତା କାରଣରୁ ହେବ ଲାଗି ପାର୍ଲେ ବିସ୍କୁଟ ବହୁତ ହୀଟ ହୋଇଥିଲା । ସେଇ ସମୟରେ ସ୍ଵତନ୍ତ୍ର ଆନ୍ଦୋଳନ ସମୟରେ ଏହି ଲଢେଇକୁ ଲଢୁଥିଲେ, ସେ ଛୋଟ ମୋଟ ଭୋକକୁ ମିଟାଇବା ପାଇଁ ପାର୍ଲେଜି ଖାଇ ଥିଲେ ।

ପାର୍ଲେଜୀରେ ଥିବା ଏହି ଛୋଟ ଝିଅର ଛବି ଦେଖୁଥିବେ, ସେ ଆଜି ବହୁତ ବଡ ହୋଇଗଲେଣି । ଏହି ଝିଅତିର ନାମ ଅଟେ ନିରୁ ଦେଶ ପାଣ୍ଡେ । ସେ ନାଗ ପୁରରେ ରୁହନ୍ତି । ନିରୁ ଯେବେ ଚାରି ବର୍ଷର ଥିଲେ ତାଙ୍କ ପିତା ଗୋଟେ ଫୋଟ ଉଠାଇ ଥିଲେ ଆଉ ସେହି ଫୋଟୋକୁ ସେ ପାର୍ଲେ କମ୍ପାନୀକୁ ପଠାଇ ଥିଲେ । ଏହି ଫୋଟୋକୁ ପାର୍ଲେ କମ୍ପାନୀ ସିଲେକ୍ଟ କରିଥିଲେ ।ସେବେଠୁ ଏହାର ପ୍ରିଣ୍ଟିଙ୍ଗ ଆରମ୍ଭ ହୋଇଯାଇଥିଲା ।

ନିରୁଦେଶ ପାଣ୍ଡେ ଆଜି ୬୫ ବର୍ଷର ହୋଇସାରିଛନ୍ତି । ବନ୍ଧୁଗଣ ପୁରା ଇତିହାସରେ ଏମିତି ପ୍ରଥମ ଥର ହୋଇଛିକି କୌଣସି ଗୋଟିଏ ବ୍ରାଣ୍ଡ ଉପରେ ବିଜ୍ଞାପନ ପାଇଁ ଗୋଟିଏ ଫୋଟୋର ବ୍ଯବହର କରାଯାଇଛି । ବନ୍ଧୁଗ ଆପଣଙ୍କୁ ପାର୍ଲେ ବିସ୍କୁଟ କେମିତି ଲାଗିଥାଏ ଆଉ ତାର ଟେଷ୍ଟ କେମିତି ଲାଗିଥାଏ । ନିଶ୍ଚିତ ରୂପେ ଲାଇକ ଓ କମେଣ୍ଟ ମାଧ୍ୟମରେ ଜଣାଇବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *