ବୁଧବାର 13 ଜାନୁୟାରୀ 2021- ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି 5 ରାଶିଙ୍କୁ ମିଳିବ କର୍ମରେ ଉନ୍ନତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ:-

ଅଫିସରେ ଅଧିକାରୀମାନଙ୍କ ସହିତ ତିଳେ ଅନବନ କ୍ଷତି ଦାଯକ ହୋଇପାରେ । ବିବାହ ଇଛୁକ ଜାତକ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ । ବ୍ୟାପାରରେ ସକାରାତ୍ମକ ପରିଣାମ ନୂଆ ଉପଲବ୍ଧି ଆଣିବ। କ୍ରୋଧ ଉପରେ ନିୟତ୍ର ରଖନ୍ତୁ । କାର୍ଯ୍ୟ କ୍ଷେତ୍ରରେ ନୂଆ ସମ୍ବନ୍ଧ ଦ୍ଵାର ଭାଗ୍ୟ ଚମକିବ ଓ ଆମଦାନୀରେ ବୃଦ୍ଧି ହେବ । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।

ବୃଷ :-

ବ୍ୟପରିମାଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିପାରେ । ପଡିରହିଥିବା କାର୍ଯ୍ୟକୁ କରିବାର ସୁଯୋଗ ମିଳିବ । ବ୍ଯବସାୟିକ ବିବାଦ ଆପଣଙ୍କ ବୁଦ୍ଧିମତା ସହିତ ଶେଷ ହେବ । ଅଫିସ ରାଜନୀତି ଠୁ ଦୂରରେ ରୁହନ୍ତୁ ନହେଲେ ଅଧିକାରୀଙ୍କ କୋପ ଭୋଗିବାକୁ ପଡିପାରେ । ନୂଆ ଯୋଜନା ଆଡକୁ ଧ୍ୟାନ ଦେବେତ ଲାଭ ହୋଇପାରେ । ପାରିବାରିକ ବିଜନେସରେ ଭାଇର ସଜେସନ ଗ୍ରହଣ କଲେ ବହୁତ ଭଲ ହେବ । ପାରିବାରିକ ସମ୍ପତି ମିଳିବାର ଯୋଗ ବନୁଛି ।

ମିଥୁନ :-

ଚାକିରି ବ୍ୟବସାୟ ସହିତ ଜଡିତ କଥାର ଆଜି ସମାଧାନ ହେବ । ଅନୁଭବୀଙ୍କ ସାହାର୍ଯ୍ୟ ଦ୍ଵାରା ସବୁ ସମସ୍ୟାର ସମାଧାନ ହେବ । ରାଜନୀତିରେ ସମ୍ବନ୍ଧିତ ଲୋକଙ୍କ ଖ୍ଯାତି ବଢିବ । ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ବଡ ଲୋକଙ୍କଠୁ ସାହାର୍ଯ୍ୟ ମିଳିବ । ନୂଆ କାର୍ଯ୍ୟ କରିବାକୁ ଭାବୁଛନ୍ତିତ ସମୟ ଅନୁକୂଳ ରହିବ । ସନ୍ଧ୍ଯା କାଳ ସମୟ ପରିବାର ଓ ସାଙ୍ଗ ମାନଙ୍କ ସହିତ ବ୍ଯତୀତ ହେବ । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ।

କର୍କଟ :-

ଆଜିର ଦିନ ମଧ୍ୟମ ଫଳଦାୟୀ ରହିବ । କୌଣସି ପ୍ରକାର ଅନଇତିକ ଗତିବଦ୍ଧରୁ ଦୂରେଇ ରୁହନ୍ତୁ ଓ ନିଜ ସନମାନ ବିଷୟରେ ବିଚାର କରନ୍ତୁ । ବିରୋଧୀଙ୍କ ଆଲୋଚନା ଆଡକୁ ଧ୍ୟାନ ଦିଅନ୍ତୁ ନହିଁ । ଆଉ ନିଜ ସନମାନ ବିଷୟରେ ବିଚାର କରନ୍ତୁ । ଏମିତି କରି ଚାଲିବେତ ସଫଳତା ଆପଣଙ୍କ ପଦ ଚୁମିବ । ସାମାଜିକ କ୍ଷେତ୍ରରେ ମେଳଜୋଲ ବଢିବାରେ ସଫଲ ହେବେ । ବ୍ୟାପାର କ୍ଷେତ୍ରରେ ହାନି ହେବାର ଆଶଙ୍କା ରହିଛି । ଅନାବଶ୍ୟକ ଖର୍ଚରୁ ବଞ୍ଚନ୍ତୁ, ଓ ଜୀବନ ସାଥିର ସହଯୋଗ ନିଅନ୍ତୁ । ଭାଗ୍ୟ ୮୨ ପ୍ରତିଶତ ସହଯୋଗ କରିବ ।

ସିଂହ :-

ଆଜିର ଦିନ ମିଶ୍ରିତ ଫଳକାରକ ରହିବ । ଯୋଜନା ବଦ୍ଧ ତାରିକାରେ କରାଯାଇଥିବା କାରୋବାର ବା ବ୍ୟାପାରରେ ଲାଭ ହେବ । କୌଣସି ପ୍ରକାର ଲୋକ ଅପବାଦରୁ ବଞ୍ଚିକି ରୁହନ୍ତୁ । ଅନାବଶ୍ୟକ ଚିନ୍ତାରୁ ମନ ଅଶାନ୍ତି ରହିବ । କାର୍ଯ୍ୟ କ୍ଷେତ୍ରରେ ନୂଆ ଉପଲବ୍ଧି ବହୁତ କଷ୍ଟ କରିବା ଦ୍ଵାରା ମିଳିବ । ପାରିବାରିକ ସ୍ଥିତି ତନାବପୂର୍ଣ ରହିବ । କୌଣସି ଅପରିଚିତ ବ୍ୟକ୍ତିକୁ ଦେବାନେବା କରନ୍ତୁ ନହିଁ ।

କନ୍ୟା :-

କାର୍ଯ୍ୟ କ୍ଷେତ୍ରରେ ଚେଞ୍ଜେସ ଲାଭର ସ୍ଥିତି ଉତ୍ପନ କରିବ । ପାରିବାରିକ ମଙ୍ଗଲ କାର୍ଯ୍ୟରେ ଶୁଖିହେବେ ଓ ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ । ଛାତ୍ର ନୂଆ ଭାବନାକୁ ନେଇ ଆଗକୁ ବଢିବେ ଓ ଭବିଷ୍ୟତ ପାଇଁ ଯୋଜନା ବନେଇବେ । ବିପରୀତ ପରିସ୍ଥିତି ଉତ୍ପନ ହେବା ଦ୍ଵାରା କ୍ରୋଧ ବା ବାଣୀ ଉପରେ କଣ୍ଟ୍ରୋଲ ରଖନ୍ତୁ ଅନ୍ଯଥା କ୍ଷତି ହୋଇପାରେ । ସନ୍ତାନ ପାଇଁ ଚିନ୍ତା ଖତମ ହେବ ଓ ଖୁସି ଖବର ମିଳିବ ।

ତୁଳା :-

କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପଦ ବଢିବ ଓ ଲାଭ ହେବ । ସନ୍ତାନ ବିବାହର ଚିନ୍ତା ସମାପ୍ତ ହେବ ଓ ତାଙ୍କ ଉନ୍ନତି ଦ୍ଵାରା ମନ ପ୍ରସନ୍ନ ରହିବ । ପରିବାର ସହିତ ଯାତ୍ରାରେ ଯିବାର ଯୋଗ ବନୁଛି । ପ୍ରେମ ଜୀବନରେ ଆପଣଙ୍କ ସମସ୍ଯା ବଢିବ । ବ୍ୟାପାରରେ ନିବେଶ ପାଇଁ ଏହା ଉତ୍ତମ ସମୟ ଅଟେ ଓ ଧନ ସମ୍ପତିରେ ବୃଦ୍ଧି ହୋଇପାରେ । ଶଶୁର ଘର ପକ୍ଷରୁ ଆପଣଙ୍କ ସମ୍ବନ୍ଧରେ ସୁଧାର ଆସିବ । ଛାତ୍ରଙ୍କୁ ଗୁରୁଜନଙ୍କ ଆଶୀର୍ବାଦ ଓ ସହଯୋଗ ମିଳିବ । ସନ୍ଧ୍ୟାକାଳ ସମୟରେ ହଠାତ ଲାଭ ହେବାର ଯୋଗ ବନୁଛି ।

ବିଛା :-

ଆଜି କିଛି ନୂଆ କରିବାର ଚେଷ୍ଟାରେ ଦିନ ବ୍ଯତୀତ ହେବ । ଅଧିକାରୀଙ୍କ ସହିତ ଭଲ ସମ୍ପର୍କ ହେବ ଓ ନୂଆ ପ୍ରୋଜେକ୍ଟ ଦ୍ଵାରା ସହଯୋଗ ମିଳିବ । ସରକାରୀ ସଂସ୍ଥାରେ ଆପଣଙ୍କୁ ଲାଭର ପୃଷ୍ଠ ଭୂମି ହେବ । ନକରାତ୍ମକ ବିଚାରଠୁ ଦୂରରେ ରୁହନ୍ତୁ ଓ ପରିବାର ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଧାର୍ମିକ କାର୍ଯ୍ୟରେ ବ୍ୟୟ ହୋଇପାରେ । ପରିବାର ଲୋକଙ୍କ ଛୋଟ ସଦସ୍ୟଙ୍କ ସହିତ ଭଲ ସମୟ ବ୍ଯତୀତ ହେବ ଓ ଲଭ ଲାଇଫରେ କ୍ରୋଧ ଦ୍ଵାରା ସମ୍ପର୍କରେ ଟେନସନ  ଆସିପାରେ ।

ଧନୁ :-

ବ୍ଯବସାୟିକ କ୍ଷେତ୍ରରେ ବିକାଶ ହେବ ଓ ଲାଭର ସ୍ଥିତି ବନିବ । ବ୍ୟାପାରରେ ନୂଆ ସଉଦାକୁ ଯୋଡିବାର ପ୍ରୟାସ କରିବେ । କୌଣସି ବିଶେଷ ଘଟଣାକ୍ରମ ଅନ୍ତର୍ଗତ ରହିଥିବା ଧନ ଆଶ୍ଚର୍ଯ ଜନକ ରୂପରେ ପ୍ରାପ୍ତ ହେବ । ଧର୍ମ କି ଆଧ୍ୟାତ୍ମ ମାମଲାରେ ଆପଣଙ୍କ ରୁଚି ବଢିବ ଓ ନୂଆ ସମ୍ପର୍କ ଦ୍ଵାରା ସିତାରା ବୁଲନ୍ଦ ହେବ ।

ମକର :-

ବ୍ଯବସାୟିକ ମାମଲାରେ ଅସୁବିଧା ଦୂର ହେବ ଓ ଯାତ୍ରା ଲାଭଦାୟକ ହେବ । ଦାଂପତ୍ଯ ଜୀବନରେ ସରସତା ରହିବ ଓ ପରାକ୍ରମରେ ବୃଦ୍ଧି ହେବ ଦ୍ଵାରା ଶତ୍ରୁ ମାନଙ୍କର ମନୋବଳ ଭାଙ୍ଗିବ । ଅତିଥି ମାନଙ୍କ ଆଗମନ ଦ୍ଵାରା ବ୍ୟୟ ଭାର ବଢିବ । ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପ୍ରୟାସରେ ସାର୍ଥକ ହେବ । ପ୍ରେମ ଜୀବନରେ ଗୋଟିଏ ନୂଆ ଆରମ୍ଭ ହେବ, ଯେଉଁଥିରେ ସମ୍ପର୍କ ମଜଭୁତ ହେବ ।

କୁମ୍ଭ :-

ପରିଶ୍ରମ ଓ ସମର୍ପଣରେ କରାଯାଇଥିବା କାର୍ଯ୍ୟରେ ସଫଳତା ମିଳିବ । ସନ୍ତାନ ପକ୍ଷରୁ ଶୁଭ ସମାଚାର ମିଳିବ । ସନ୍ତାନ ପକ୍ଷରୁ ଶୁଭ ସମାଚାର ମିଳିବ । ବାହନ ଭୂମି କିଣିବା ପାଇଁ ଯୋଗ ବନୁଛି । ପିତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ସାଂସାରିକ ସୁଖ ଭୋଗ ବା ଘର ଗୃହସ୍ଥିର ଉପଯୋଗୀର ପ୍ରିୟ ବସ୍ତୁ କିଣିପାରିବ । ଛାତ୍ରଙ୍କ ପାଇଁ ଆଜିର ଦିନ ଶୁଭ ଫଳଦାୟୀ ହେବ ।

ମୀନ :-

ଆଜିର ଦିନ ସନ୍ତାନ ମାନଙ୍କ ସହିତ ଜଡିତ ସମସ୍ୟାର ସମାଧାନ କରିବାରେ ବ୍ଯତୀତ ହେବ । କାର୍ଯ୍ୟ କ୍ଷେତ୍ରରେ ସାଥି ହୋଇ କାମ କରିବାର ସହଯୋଗ ମିଳିବ । ଛାତ୍ର ମାନେ କୌଣସି କମ୍ପିଟିସନରେ ମଧ୍ୟ  ଭାଗ ନେଇପାରିବେ । ପାଗ ବଦଳିବା ଦ୍ଵାରା ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ମଧ୍ୟ ପଡିପାରେ । ଭାଗ୍ୟ ୮୪ ପ୍ରତିଶତ ସହଯୋଗ କରିବ ।

Leave a Reply

Your email address will not be published. Required fields are marked *